"ଗାଜର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
୧୨ କ ଧାଡ଼ି:
}}
'''ଗାଜର''' ଏକ ପରିବା ଅଟେ, ଏହା ଲାଲ, କଳା, ନାରଙ୍ଗୀ, ଧଳା ଏବଂ ହଳଦିଆ ପରି ବିଭିନ୍ନ ରଙ୍ଗରେ ମିଳିଥାଏ ।<ref>{{cite journal|last1=Sifferlin|first1=Alexandra|title=Eat This Now: Rainbow Carrots|url=http://healthland.time.com/2013/08/20/eat-this-now-rainbow-carrots/|journal=Time|accessdate=27 January 2018}}</ref> ସଂଯୁକ୍ତ ରାଷ୍ଟ୍ରର ଖାଦ୍ୟ ଏବଂ କୃଷି ସଂଗଠନ (ଏଫ ଏ ଓ)ର ରିପୋର୍ଟ ଅନୁସାରେ କ୍ୟାଲେଣ୍ଡର ବର୍ଷ ୨୦୧୩ ମସିହା ପାଇଁ ଗାଜର ଏବଂ ଉଦ୍ଭିଦ ମୂଳ (ଏହି ଗଛ ଗୁଡିକୁ ଏଫ ଏ ଓ ଦ୍ୱାରା ସଂଯୁକ୍ତ କରାଗଲା)ର ବିଶ୍ୱ ଉତ୍ପାଦନ ୩୭.୨ ମିଲିୟନ ଟନ ଥିଲା; ପାଖାପାଖି ଅଧା (~ 45%) ଚୀନ ରେ ବିକଶିତ କରାଯାଇଥିଲା । ଗଜର ବ୍ୟାପକ ରୂପରେ ବହୁ ବ୍ୟଞ୍ଜନରେ ବ୍ୟବହାର କରାଯାଏ । ବିଶେଷ ରୂପେ ସାଲଡ଼ ର ପ୍ରସ୍ତୁତିରେ ଏବଂ ବହୁ ସାଂସ୍କୃତିକ ବ୍ୟଞ୍ଜନରେ ଗାଜର ଯୁକ୍ତ ସଲଡ଼ ଏକ ପରମ୍ପରା ଅଟେ ।
 
==ଇତିହାସ==
[[File:Carrots of many colors.jpg|thumb|left|ବିଭିନ୍ନ ରଙ୍ଗର ଗାଜର]]
 
ଲିଖିତ ଇତିହାସ ଏବଂ ଆଣବିକ ଅନୁବଂଶୀକ ଅଧ୍ୟୟନ ଦ୍ୱାରା ଜଣାଯାଏ କି, ଘରୋଇ ଗାଜରର ମଧ୍ୟ ଏସିଆରେ ଏକମାତ୍ର ହିଁ ମୂଳ ରହିଛି । ୮ବିଂ ଶତାବ୍ଦୀରେ "ମୁର୍ସ" ଦ୍ୱାରା ଏହି ଗଛକୁ ସ୍ପେନରେ ପରିଚୟ କରା ଯାଇଥିଲା । ୧୦ବିଂ ଶତାବ୍ଦୀରେ ପଶ୍ଚିମ ଏସିଆ, [[ଭାରତ]] ଏବଂ ୟୁରୋପରେ ଗଛର ମୂଳ ବାଇଗେଣି ଥିଲା ।<ref name=Purple>{{cite news|url=http://news.bbc.co.uk/2/hi/science/nature/1991768.stm|title=Carrots return to purple roots|work=[[BBC]]|date=May 16, 2002|accessdate=December 5, 2013}}</ref> ଆଧୁନିକ ଗାଜରର ଉତ୍ପତ୍ତି ଏହି ସମୟରେ ଆଫଗାନିସ୍ତାନ ରେ ହୋଇଥିଲା।<ref name="Simon p. 328">{{harvp|Simon|Freeman|Vieira|Boiteux|2008|p=328}}</ref> ୧୧ବିଂ ଶତାବ୍ଦୀରେ ୟହୁଦୀ ବିଦ୍ୱାନ "ଶୀମୋନ ସେଠ" , ଲାଲ ଏବଂ ହଳଦିଆ ରଙ୍ଗର ଗାଜର ବିଷୟରେ ବର୍ଣ୍ଣନା କରିଥିଲେ ।
 
== ସ୍ୱାସ୍ଥ୍ୟ ବର୍ଦ୍ଧକ ==
"https://or.wikipedia.org/wiki/ଗାଜର"ରୁ ଅଣାଯାଇଅଛି