"ଗାଜର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
୧୫ କ ଧାଡ଼ି:
== ସ୍ୱାସ୍ଥ୍ୟ ବର୍ଦ୍ଧକ ==
ଗୋଟେ ଗ୍ଲାସ ଗାଜର ରସ ମଣିଷ ଶରୀର ପାଇଁ ଏକ ପୂର୍ଣ୍ଣ ଭୋଜନ ଅଟେ । ଏହାର ସେବନ ଦ୍ୱାରା ରକ୍ତରେ ବୃଦ୍ଧି ଆସିଥାଏ ।<ref>[http://hindi.samaylive.com/page.php?m=page&a=print&news_id=2267 ଗାଜର ରକ୍ତ ବଢ଼ାଇ ଥାଏ]ସମୟ ଲାଇଭ ରେ</ref> ମଧୁମେହ ଆଦି ରୋଗକୁ ଛାଡି ଗାଜର ପ୍ରାୟତଃ ସବୁ ରୋଗରେ ସେବନ କରାଯାଇ ପାରେ । ଗାଜର ରସରେ ଭିଟାମିନ "ଏ", "ବି", "ସି", "ଇ", "ଜୀ", ଏବଂ "କେ" ମିଳିଥାଏ । ଗାଜର ଜୁସ ପିଇବା କିମ୍ବା କଞ୍ଚା ଗାଜର ଖାଇବା ଦ୍ୱାରା ମଳକଣ୍ଟକ ର ଅସୁବିଧାରୁ ମୁକ୍ତି ମିଳିଥାଏ । ଏହା ଜଣ୍ଡିସ ରୋଗର ପ୍ରାକୃତିକ ଔଷଧ ଅଟେ । ଏହାର ସେବନ ଲ୍ୟୁକେମିୟା (ବ୍ଲଡ଼ କ୍ୟାନ୍ସର) ଏବଂ ପେଟର କ୍ୟାନ୍ସର ପାଇଁ ଲାଭ ଦାୟକ ଅଟେ । ଏହାର ସେବନ ଦ୍ୱାରା କୋଷ ଏବଂ ଧମନୀ କୁ ସଂଜୀବନି ମିଳିଥାଏ । ଗାଜରରେ ବିଟା-କେରୋଟିନ ନାମକ ଔଷଧୀୟ ତତ୍ତ୍ୱ ରହିଥାଏ , ଯାହା କ୍ୟାନ୍ସର ଉପରେ ନିୟନ୍ତ୍ରଣ କରିବା ପାଇଁ ସାହାଯ୍ୟ କରିଥାଏ । {{cn}} ଏହାର ସେବନ ଦ୍ୱାରା ଇମ୍ୟୁନିଟି ସିଷ୍ଟମ ଦୃଢ଼ ହୋଇଥାଏ ଏହା ସହିତ ଆଖିର ପାୱାର ବଢିଥାଏ । ଗାଜର ସେବନ ଦ୍ୱାରା ଶରୀରକୁ ଉର୍ଜା ମିଳିଥାଏ ।<ref>http://hindi.webdunia.com/agriculture-news/%E0%A4%97%E0%A5%81%E0%A4%A3%E0%A5%8B%E0%A4%82-%E0%A4%95%E0%A5%80-%E0%A4%96%E0%A4%BE%E0%A4%A8-%E0%A4%97%E0%A4%BE%E0%A4%9C%E0%A4%B0-107071500010_1.htm</ref><ref>http://navbharattimes.indiatimes.com/other/home-and-relations/fitness/-/articleshow/5356070.cms</ref>
 
==ଇତିହାସ==
 
==ଆଧାର==
"https://or.wikipedia.org/wiki/ଗାଜର"ରୁ ଅଣାଯାଇଅଛି