"ପରିବା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
୫ କ ଧାଡ଼ି:
 
== ଶବ୍ଦର ମୂଳ ଅର୍ଥ==
"ସବ୍ଜ" ଶବ୍ଦର ଅର୍ଥ ଆଧୁନିକ ଫରାସୀ ରେ "ସବୁଜ" ତଥା କେବେ କେବେ "କଳା" ହୋଇଥାଏ । ଫରାସୀ ରେ (ହିନ୍ଦୀ: ସବ୍ଜୀ) "ପରିବା" କେବଳ ବାସ୍ତବରେ ସବୁଜ ରଙ୍ଗ ପତ୍ର - ପରିବାକୁ କୁହାଯାଏ, କିନ୍ତୁ ହିନ୍ଦୀ, ଉର୍ଦ୍ଧୁ, ପଞ୍ଜାବୀ, କାଶ୍ମୀରୀ ଓ ଉତ୍ତର ଭାରତୀୟ ଉପ-ମହାଦ୍ବୀପର ଅନ୍ୟ ଭାଷାରେ "ପରିବା" ଶ୍ରେଣୀରେ ବିଭିନ୍ନ ରଙ୍ଗର ପରିବା ସାମିଲ ରହିଛି । ସଂସ୍କୃତ ଓ ଫରାସୀ (ହିନ୍ଦୀ-ଇରାଣୀ ଭାଷା ପରିବାର) ଅନ୍ତର୍ଗତ ହୋଇଥିବା କାରଣରୁ ହଜାର ସଜାତୀୟ ଶବ୍ଦ ରଖିଥାନ୍ତି ଏବଂ ସବ୍ଜ ମଧ୍ୟ ଏମାନଙ୍କ ମଧ୍ୟରୁ ଗୋଟିଏ ଅଟେ । ସଂସ୍କୃତରେ ଏହି ଶବ୍ଦର ଅର୍ଥ "ଶସ୍ୟ" ଅଟେ, ଯାହାର ମୂଳ ଅର୍ଥ (ଖିଆ ଯାଉଥିବା ଦାନା କିମ୍ବା ଫଳ) ଅଟେ ।<ref>Priyadarshi, P. 2010. Recent Studies in Indian Archaeo-linguistics and Archaeo-genetics having bearing on Indian Prehistory, Joint Annual Conference of Indian Archaeology Society, Indian Society for Prehistoric and Quaternary Studies, Indian History and Culture Society, Lucknow, 30 दिसम्बर 2010. ''... We can now have a look at some of the farming related words in the Indo-European languages ... *sehm (PIE, grain), sasa (Sanskrit; sasam in Rig-Veda), sasya (Sanskrit, food, seed, grain, herb), sas (Kashmiri, beans, peas, lentils), sas (Bangla, grain, fruit), sasa (Oriya, kernel, nutritious part), sabz (Iranian, green vegetable), sem (Hindi, beans) ...''</ref>
"https://or.wikipedia.org/wiki/ପରିବା"ରୁ ଅଣାଯାଇଅଛି