"ପାଣି ଗୁଣ୍ଡୁରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ଵ +ୱ)
ଟିକେ Bot: Automated text replacement (-ମ୍ୱ +ମ୍ବ)
୨୩ କ ଧାଡ଼ି:
[[File:Greater Painted-snipe, Rostratula benghalensis - female (12366878013).jpg|thumb|left|[[ଦକ୍ଷିଣ ଆଫ୍ରିକା]]ର କ୍ରୁଗର୍ ଜାତୀୟ ଉଦ୍ୟାନର ଏକ ମାଈ ପାଣିଗୁଣ୍ଡୁରୀ]]
[[File:Painted snipe family.jpg|thumb|ଛୁଆମାନଙ୍କ ସହିତ ଏକ ଅଣ୍ଡିରା ପାଣିଗୁଣ୍ଡୁରୀ]]
ପାଣି ଗୁଣ୍ଡୁରୀ ଏକ ମଧ୍ୟମ ଆକାରର ପକ୍ଷୀ । ଏହାର ଲାଲ୍ ମିଶା ମାଟିଆ ରଙ୍ଗର ଥଣ୍ଟଟି ଲମ୍ୱାଲମ୍ବା ଓ ଅଗ ପାଖରେ ଅଳ୍ପ ବଙ୍କା । ପାଣି ଗୁଣ୍ଡୁରୀ ପକ୍ଷୀର ଆଖିକୁ ଆବୃତ୍ତ କରି ଧଳା ବା ଗୋଲାପି ରଙ୍ଗର ପଟି ଦାଗ ରହିଥାଏ । ଏହାର ଡେଣାର ପରଗୁଡ଼ିକ ଗୋଲାକାରରେ ବିନ୍ୟସ୍ତ ଓ ଛିଟା ଦାଗଯୁକ୍ତ ହୋଇଥାଏ । ପାଣିଗୁଣ୍ଡୁରୀର ଲାଞ୍ଜଟି ଛୋଟ । ଡେଣା ବନ୍ଦ କଲେ, ଛାତି ଓ ପେଟ ପାଖର ଧଳା ଅଂଶ ପର୍ଯ୍ୟନ୍ତ ବନ୍ଦ ହୋଇଥାଏ । ରଙ୍ଗରେ ହୁରୁଡ଼ା (Common Snipe) ପରି ହେଲେ ମଧ୍ୟ ପାଣିଗୁଣ୍ଡୁରୀ ସେମାନଙ୍କ ପରିବାରର ନୁହେଁ । ଦେଖିବାରେ, ବ୍ୟବହାରରେ ଓ ଉଡ଼ିବା ଶୈଳୀରେ ଏମାନେ ଭିନ୍ନ । ପୁଣି ପାଣି ଗୁଣ୍ଡୁରୀର ଗୋଡ଼ ହୁରୁଡ଼ାଠାରୁ ଲମ୍ୱାଲମ୍ବା ଏବଂ ପାଣିଗୁଣ୍ଡୁରୀ ଅଧିକ ରଙ୍ଗଯୁକ୍ତ । ମାଈ ପାଣିଗୁଣ୍ଡୁରୀ ଅଣ୍ଡିରା ପାଣିଗୁଣ୍ଡୁରୀଠାରୁ ଆକାରରେ ବଡ଼ ଓ ଅଧିକ ରଙ୍ଗଯୁକ୍ତ । ମାଈମାନଙ୍କ ମୁଣ୍ଡର ଦୁଇ ପଟ, ବେକ ପ୍ରଭୃତି ଗାଢ଼ ମାଟିଆ ରଙ୍ଗର । ମାଈମାନଙ୍କ ଛାତି ଉପରେ ଏକ କଳା ପଟି ରହିଥାଏ । ଅଣ୍ଡିରା ପାଣିଗୁଣ୍ଡୁରୀ ଅବସନ୍ନ ବା ଫିକା ପାଉଁଶିଆ/ଧୂସର ରଙ୍ଗର ।
 
==ବ୍ୟବହାର==