"ଗ୍ରଁ-ପ୍ରି ମୋଟରସାଇକେଲ୍ ଦୌଡ଼" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ଵ +ୱ)
ଟିକେ Bot: Automated text replacement (-ମ୍ୱ +ମ୍ବ)
୨୧ କ ଧାଡ଼ି:
[[File:MotoGP final race.jpg|thumb|left|ଗ୍ରଁ-ପ୍ରି ମୋଟରସାଇକେଲ୍ ଦୌଡ଼]]
[[File:2006YamahaYZR-M1-001.jpg|thumb|୨୦୦୬ ମସିହାର ୟାମାହା ୱାଇଜେଡ୍ଆର୍-ଏମ୍୧ ମୋଟୋ ଜିପି ବାଇକ୍]]
୧୯୪୯ ମସିହାରେ ଅନ୍ତର୍ଜାତୀୟ ମୋଟରସାଇକେଲ୍ ଦୌଡ଼ ମହାସଙ୍ଘଦ୍ୱାରା ପ୍ରଥମ ଏଫ୍. ଆଇ. ଏମ୍. ବିଶ୍ୱ ସଡ଼କ ଦୌଡ଼ ପ୍ରତିଯୋଗିତାର ଆୟୋଜନ ହୋଇଥିଲା । ମହାସଂଘ ପ୍ରତିଯୋଗିତାରେ ଖେଳର ନିୟନ୍ତ୍ରକ ହୋଇଥିବା ବେଳେ ଡୋର୍ଣ୍ଣା ସ୍ପୋର୍ଟ୍ସ (Dorna Sports) କମ୍ପାନୀ ବ୍ୟାବସାୟିକ ତତ୍ତ୍ୱାବଧାରକ । ସମସ୍ତ ପ୍ରତିଯୋଗୀ ଦଳ ''ଅନ୍ତର୍ଜାତୀୟ ସଡ଼କ ଦୌଡ଼ ଦଳ ସଂଘ''ର (International Road Racing Teams Association - IRTA) ସଦସ୍ୟ । ମୋଟରସାଇକେଲ୍ ଦୌଡ଼ ବ୍ୟବସ୍ଥାରେ ଏହି ସଂଘ ସବୁ ଦଳଙ୍କ ପ୍ରତିନିଧିତ୍ୱ କରିଥାଏ । ମୋଟରସାଇକେଲ୍ ନିର୍ମାତାମାନଙ୍କର ମଧ୍ୟ ଆଉ ଏକ ସଂଘ ରହିଛି ଯାହାକୁ ''ମୋଟରସାଇକେଲ୍ କ୍ରୀଡ଼ା ନିର୍ମାତା ସଂଘ'' (Motorcycle Sport Manufacturers Association - MSMA) ବୋଲି କୁହାଯାଏ । ନିୟମାବଳୀ ନିର୍ଦ୍ଧାରଣ କରିବାରେ ଏହି ଚାରୋଟି ସଂସ୍ଥା ଓ ସଂଘ ଯୋଗଦାନ ଦେଇଥାନ୍ତି । କୌଣସି କାରଣରୁ ଅସହମତି ହେଲେ ଟାଇ-ବ୍ରେକର୍ ମତ ଦେବାର ଅଧିକାର କେବଳ ଡୋର୍ଣ୍ଣା ସ୍ପୋର୍ଟ୍ସ ପାଖରେ ରହିଥାଏ । ମୋଟରସାଇକେଲ୍‍ମାନଙ୍କର ବୈଷୟିକ ବା ଯାନ୍ତ୍ରିକ ପ୍ରସଙ୍ଗରେ ନିର୍ମାତା ସଂଘର ସବୁ ସଦସ୍ୟଙ୍କ ସହମତି ରହିଲେ ସେମାନେ ଏକଚାଟିଆ ରୂପେ ନିର୍ମାଣ ସମ୍ୱନ୍ଧୀୟସମ୍ବନ୍ଧୀୟ ନିୟମ ପ୍ରଚଳିତ କରାନ୍ତି ।<ref name="organization">{{cite news|last=Noyes |first=Dennis |title=MOTOGP: Dorna CEO Advocates Limits on Electronics in MotoGP |publisher=SPEEDTV.com |date=2007-12-21 |url=http://moto-racing.speedtv.com/article/motogp_dorna_ceo_advocates_limits_on_electronics_in_motogp/P2/ |accessdate=2008-03-04 |deadurl=yes |archiveurl=https://web.archive.org/web/20080506131015/http://moto-racing.speedtv.com/article/motogp_dorna_ceo_advocates_limits_on_electronics_in_motogp/P2/ |archivedate=2008-05-06 |df= }}</ref> ଏହି ଚାରୋଟି ସଂସ୍ଥା ବା ସଂଘକୁ ନେଇ ଗ୍ରଁ-ପ୍ରି କମିଶନ୍‍ ଗଠିତ ।
 
===ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀ ଓ ସମୟକ୍ରମ===
୮୭ କ ଧାଡ଼ି:
*{{Flag|Spain}} ସର୍କିଟ୍ ରିକାର୍ଡୋ ଟୋର୍ମୋ
 
==ଇଞ୍ଜିନ୍ ଓଜନ ସମ୍ୱନ୍ଧୀୟସମ୍ବନ୍ଧୀୟ ମାନକ==
{| class="wikitable" style="width:450px;"
|+ ସର୍ବନିମ୍ନ ଓଜନ – ମୋଟୋ ଜିପି ବର୍ଗ
୧୩୦ କ ଧାଡ଼ି:
 
==ଗଣମାଧ୍ୟମରେ ମୋଟରସାଇକେଲ୍ ଦୌଡ଼==
*ମୋଟୋ ଜିପି ସମ୍ୱନ୍ଧୀୟସମ୍ବନ୍ଧୀୟ ''ହିଟିଂ ଦ ଏପେକ୍ସ୍'' ନାମକ ଏକ ବୃତ୍ତ ଚିତ୍ର ୨୦୧୫ ମସିହାରେ ପ୍ରକାଶ ପାଇଥିଲା ।
*୨୦୦୩ ମସିହାରେ ପ୍ରକାଶିତ ବୃତ୍ତଚିତ୍ର ''ଫାଷ୍ଟର୍'' ମଧ୍ୟ ମୋଟୋ ଜିପି ଉପରେ ପର୍ଯ୍ୟବେଶିତ ଥିଲା ।
*୨୦୧୧ ମସିହାରେ ମୋଟୋ ଜିପି ଉପରେ ପର୍ଯ୍ୟବେଶିତ ଆଉ ଏକ ବୃତ୍ତଚିତ୍ର ''ଫାଷ୍ଟେଷ୍ଟ୍'' ପ୍ରକାଶ ପାଇଥିଲା ।
୧୩୬ କ ଧାଡ଼ି:
ପ୍ରାରମ୍ଭିକ ସମୟରେ ନିର୍ମାଣ କରାଯାଇଥିବା ଅନେକ ଭିଡ଼ିଓ ଗେମ୍ ଯଥା – ୫୦୦ସିସି ଗ୍ରଁ-ପ୍ରି (୧୯୮୭), ଜିପି-୧ (୧୯୯୩), ଜିପି-୧: ଦ୍ୱିତୀୟ (୧୯୯୪) ଇତ୍ୟାଦି ମୋଟରସାଇକେଲ୍ ଦୌଡ଼ ଉପରେ ପର୍ଯ୍ୟବେଶିତ ଥିଲା । ୧୯୯୯ ମସିହାରେ ଜିପି ୫୦୦ ନାମକ ଏକ ସିମ୍ୟୁଲେଟର୍ ଖେଳ ଲୋକଲୋଚନକୁ ଆସିଥିଲା । ୨୦୦୦ ଦଶନ୍ଧିର ପ୍ରଥମାଂଶରେ ଟିଏଚ୍‍କ୍ୟୁ କମ୍ପାନୀ ଏକ୍ସ୍-ବକ୍ସ୍ ଓ ୱିଣ୍ଡୋସ୍ ପାଇଁ ୫ଟି ଏବଂ ନାମକୋ କମ୍ପାନୀ ପ୍ଲେଷ୍ଟେସନ୍ ପାଇଁ ୫ଟି ମୋଟୋ ଜିପି କମ୍ପ୍ୟୁଟର୍ ଖେଳର ନିର୍ମାଣ କରିଥିଲେ । ୨୦୦୮ ମସିହାରେ ଟିଏଚ୍‍କ୍ୟୁ କମ୍ପାନୀ ମୋଟୋ ଜିପିର ଖେଳ ନିର୍ମାଣ କରିବାର ଅନୁମତି ହରାଇବା ପରେ କ୍ୟାପ୍‍କମ୍ ନାମକ କମ୍ପାନୀ ବର୍ତ୍ତମାନ ଏହାର ତତ୍ତ୍ୱାବଧାରକ ହୋଇଅଛି ।
 
୨୦୧୦ ମସିହା ସେପ୍ଟେମ୍ୱର୍ସେପ୍ଟେମ୍ବର୍ ୩ ତାରିଖରେ ମୋଟୋ ଜିପି ୨୦୧୦ ନାମକ ଏକ ଆଇଓଏସ୍ ଖେଳ ପ୍ରକାଶ ପାଇଥିଲା କିନ୍ତୁ ଏହା ସମାଲୋଚକଙ୍କ ପ୍ରିୟଭାଜନ ହୋଇପାରିନଥିଲା । ୨୦୧୧ ମସିହା ମାର୍ଚ୍ଚ ୧୫ ତାରିଖରେ ମୋଟୋ ଜିପି ୨୦୧୦/୨୦୧୧ ନିର୍ମିତ ହୋଇଥିଲା ଯାହାକୁ ପ୍ଲେଷ୍ଟେସନ୍ ୩ ଓ ଏକ୍ସ୍-ବକ୍ସ୍ ୩୬୦ରେ ଖେଳାଯାଇପାରିବ । ମେଟାକ୍ରିଟିକ୍ ଏହି ଖେଳକୁ ୭୨% ରେଟିଂ ପ୍ରଦାନ କରିଥିଲା ।<ref>{{cite web|url=https://www.metacritic.com/game/xbox-360/motogp-1011|title=MotoGP 10/11|website=Metacritic|accessdate=13 March 2019}}</ref> ୨୦୧୩ ମସିହା ଜୁନ୍ ୨୧ ତାରିଖରେ ମୋଟୋ ଜିପି ୧୩ ପ୍ରକାଶିତ ହେଲା ଯାହାକୁ ପ୍ଲେଷ୍ଟେସନ୍ ଭିଟା, ପ୍ଲେଷ୍ଟେସନ୍ ୩ ଓ ଏକ୍ସ୍-ବକ୍ସ୍ ୩୬୦ରେ ଖେଳାଯାଇ ପାରିବ । ଏହି ଖେଳର ଲୋକପ୍ରିୟତା ବିଷୟରେ ମିଶ୍ରିତ ପ୍ରତିକ୍ରିୟା ଦେଖାଯାଇଥିଲା ଓ ଏହାକୁ ୭୩% ରେଟିଂ ମିଳିଥିଲା ।<ref>http://www.metacritic.com/game/playstation-3/motogp-13</ref>
 
୨୦୧୨ ମସିହାରେ ମାଇଲ୍ ଷ୍ଟୋନ୍ କମ୍ପାନୀ ମୋଟୋ ଜିପି ଖେଳ ନିର୍ମାଣର ଅନୁମତି ପାଇଥିଲା । ୨୦୧୮ ମସିହା ଜୁନ୍ ୭ରେ ମୋଟୋ ଜିପି ୧୮ ଓ ୨୦୧୯ ମସିହା ଜୁନ୍ ୬ରେ ମୋଟୋ ଜିପି ୧୯ ଖେଳ ପ୍ରକାଶ ପାଇଥିଲା ।<ref>{{cite web|url=https://motogpvideogame.com/#section-hero|title=MotoGP 19 - The Official Videogame|website=MotoGP Videogame|accessdate=7 April 2019}}</ref>