"ଅଜିତ ହେମ୍ବ୍ରମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ Bot: Automated text replacement (-ମ୍ୱ +ମ୍ବ)
୨ କ ଧାଡ଼ି:
{{Infobox Indian politician
|image =
|name = ଅଜିତ ହେମ୍ୱ୍ରମହେମ୍ବ୍ରମ
|caption =
|birth_date = {{Birth date|1966|2|1}}
୩୧ କ ଧାଡ଼ି:
}}
 
'''ଅଜିତ ହେମ୍ୱ୍ରମହେମ୍ବ୍ରମ''' (୧ ଫେବୃଆରୀ ୧୯୬୬ - ୨୯ ଅପ୍ରେଲ ୨୦୧୨) ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ରାଜନୀତିଜ୍ଞ ଥିଲେ । ଅଜିତ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୨୦୦୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ [[କରଞ୍ଜିଆ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|କରଞ୍ଜିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀ]]ରୁ [[୧୩ଶ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref name="Ajit Hembram">{{cite web|url=http://odishaassembly.nic.in/memberprofile.aspx?img=1213 |title=Shri Ajit Hembram |last=|first=|date=|website=odishaassembly.nic.in|publisher=Odisha Assembly|archive-url=|archive-date=|dead-url=|accessdate=7 September 2019}}</ref>
 
== ଜନ୍ମ, ଶିକ୍ଷା ଓ ପରିବାର ==
ଅଜିତ ହେମ୍ୱ୍ରମହେମ୍ବ୍ରମ ୧୯୬୬ ମସିହାର ଫେବୃଆରୀ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରଘୁନାଥ ହେମ୍ବ୍ରମ ।<ref name="Ajit Hembram" /> ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ଇଞ୍ଜିନିୟରିଂରେ ଡିପ୍ଲୋମା । ତାଙ୍କ ପତ୍ନୀଙ୍କ ନାମ ସବିତା ହେମ୍ବ୍ରମ ।<ref name="Ajit Hembram" />
 
== ରାଜନୈତିକ ଜୀବନ ==
ଅଜିତ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।
<!--
୧୯୭୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଅଜିତ ହେମ୍ୱ୍ରମହେମ୍ବ୍ରମ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ [[ମୟୂରଭଞ୍ଜ (ଲୋକ ସଭା ନିର୍ବାଚନ ମଣ୍ଡଳୀ)|ମୟୂରଭଞ୍ଜ ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୧୦,୮୩୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ [[୭ମ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref name=":0">{{Cite web|url=https://eci.gov.in/files/file/3623-orissa-1977/|title=Orissa 1977|website=Election Commission of India|language=en-IN|access-date=2019-06-27}}</ref> ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ବିଜୁ ଜନତା ଦଳ ଓ ସ୍ୱତନ୍ତ୍ର ପାର୍ଟିର ପ୍ରାର୍ଥୀ [[ଅଜିତ ହେମ୍ୱ୍ରମହେମ୍ବ୍ରମ]]<nowiki/>ଙ୍କୁ ୧୩୧୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।<ref name=":0" /> ଏହି ବିଧାନ ସଭାରେ ସେ ୧୯୭୭ ମସିହାରୁ ୧୯୮୦ ମସିହାଯାଏଁ କାର୍ଯ୍ୟ କରିଥିଲେ ।
-->