"ହଳଦିଆ ବୁଲ୍‍ବୁଲ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{ଛୋଟ|Black-crested bulbul}} {{Speciesbox | image = Black-crested Bulbul (Pycnonotus melanicterus) at Jayanti, Duar..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
ଟିକେ Bot: Automated text replacement (-ଵ +ୱ)
୨୫ କ ଧାଡ଼ି:
* ''P. f. xanthops'' - <small>(ହର୍ବର୍ଟ୍ ଗିର୍ଟନ୍ ଡେଗ୍ନାନ୍, ୧୯୪୮)</small>: ଦକ୍ଷିଣ-ପୂର୍ବ ବ୍ରହ୍ମଦେଶ ଓ ପଶ୍ଚିମ ଥାଇଲ୍ୟାଣ୍ଡରେ ଏହି ଉପପ୍ରଜାତି ଦେଖାଯାନ୍ତି ।
* ''P. f. auratus'' - <small>(ହର୍ବର୍ଟ୍ ଗିର୍ଟନ୍ ଡେଗ୍ନାନ୍, ୧୯୪୮)</small>: ଉତ୍ତର-ପୂର୍ବ ଥାଇଲ୍ୟାଣ୍ଡ ଓ ପଶ୍ଚିମ ଲାଓସ୍ ଇତ୍ୟାଦି ଅଞ୍ଚଳରେ ଏହି ଉପପ୍ରଜାତି ଦେଖିବାକୁ ମିଳନ୍ତି ।
* ''P. f. johnsoni'' - <small>(ଗିଲଡେନଷ୍ଟୋଲ୍ପେ, ୧୯୧୩</small>: ପ୍ରଥମେ ଏହା ଏକ ସ୍ଵତନ୍ତ୍ରସ୍ୱତନ୍ତ୍ର ପ୍ରଜାତି ରୂପେ ପରିଗଣିତ ହେଉଥିଲା । କେନ୍ଦ୍ରୀୟ, ଦକ୍ଷିଣ-ପୂର୍ବ ଥାଇଲ୍ୟାଣ୍ଡ ଓ ଦକ୍ଷିଣ ଇଣ୍ଡୋଚୀନରେ ଏହି ଉପପ୍ରଜାତି ଦେଖାଯାନ୍ତି ।
* ''P. f. elbeli'' - <small>(ହର୍ବର୍ଟ୍ ଗିର୍ଟନ୍ ଡେଗ୍ନାନ୍, ୧୯୫୪)</small>: ଦକ୍ଷିଣ-ପୂର୍ବ ଥାଇଲ୍ୟାଣ୍ଡ ନିକଟବର୍ତ୍ତୀ ଦ୍ଵୀପମାନଙ୍କରେଦ୍ୱୀପମାନଙ୍କରେ ଏହି ଉପପ୍ରଜାତି ଦେଖାଯାଏ ।
* ''P. f. negatus'' - <small>(ହର୍ବର୍ଟ୍ ଗିର୍ଟନ୍ ଡେଗ୍ନାନ୍, ୧୯୫୪)</small>: ଦକ୍ଷିଣ ବ୍ରହ୍ମଦେଶ ଓ ଦକ୍ଷିଣ-ପଶ୍ଚିମ ଥାଇଲ୍ୟାଣ୍ଡ ଏହି ଉପପ୍ରଜାତିର ଘର ।
* ''P. f. caecilii'' - <small>(ହର୍ବର୍ଟ୍ ଗିର୍ଟନ୍ ଡେଗ୍ନାନ୍, ୧୯୪୮)</small>: ମାଳୟ ଉପଦ୍ଵୀପରଉପଦ୍ୱୀପର ଉତ୍ତର ପଟେ ଏହି ଉପପ୍ରଜାତି ଦେଖିବାକୁ ମିଳନ୍ତି ।
 
==ବିବରଣୀ ==
[[File:Black-crested Bulbul 2.jpg|thumb|left|ଥାଇଲ୍ୟାଣ୍ଡର କେଂଗ୍ କ୍ରଚନ୍ ଜାତୀୟ ଉଦ୍ୟାନର ଏକ ହଳଦିଆ ବୁଲ୍‍ବୁଲ୍ ଚଢ଼େଇ]]
ହଳଦିଆ ବୁଲ୍‍ବୁଲ୍ ଚଢ଼େଇ ପ୍ରାୟ ୧୯ ସେଣ୍ଟିମିଟର୍ ଲମ୍ଵାଲମ୍ୱା । ଏହି ପକ୍ଷୀର କଳା ମୁଣ୍ଡରୁ ଏହାର ଇଂରାଜୀ ନାମ ଉଦ୍ଧୃତ । ପୁଣି ଦେହର ଅନ୍ୟ ଅଂଶ ହଳଦିଆ ଯେଉଁଥିରୁ ଏହାର ସ୍ଥାନୀୟ ଓଡ଼ିଆ ନାମ ଗୃହୀତ । ଉଭୟ ଅଣ୍ଡିରା ଓ ମାଈଙ୍କ ଦେହର ରଙ୍ଗ ଏକା ପରି । ଅଳ୍ପବୟସ୍କ ପକ୍ଷୀମାନଙ୍କ ରଙ୍ଗ ସାମାନ୍ୟ ଫିକା ହୋଇଥାଏ । ଏହାର ଲାଞ୍ଜଟି ମାଟିଆ ରଙ୍ଗର ।
 
==ଭୌଗୋଳିକ ବିତରଣ ଓ ପରିବାସ==
୪୦ କ ଧାଡ଼ି:
ହଳଦିଆ ବୁଲ୍‍ବୁଲ୍ ପକ୍ଷୀ ବୁଦାରେ ନିଜର ବସା ତିଆରି କରେ । ଏମାନେ ସାଧାରଣତଃ ୨-୪ଟି ଲେଖାଏଁ ଅଣ୍ଡା ଦିଅନ୍ତି । ଫଳ ଓ କୀଟପତଙ୍ଗ ଏମାନଙ୍କର ପ୍ରମୁଖ ଆହାର ।
 
ଏମାନଙ୍କ ଡାକ ସାଧାରଣତଃ ମଧୁର । କିନ୍ତୁ ସମୟ ସମୟରେ କର୍କଷ ସ୍ଵରରେସ୍ୱରରେ ମଧ୍ୟ ଡାକନ୍ତି । ଏମାନଙ୍କ ଡାକ ବା ଗୀତ ୪-୮ ସ୍ଵରରସ୍ୱରର (ନୋଟ୍) ହୋଇଥାଏ । ଏହି ପକ୍ଷୀ ଖୋଲା ଭୂମିର ଛଳାବରଣରେ ଲୁଚି ରହି ବୋବାଉଥିବା ମଧ୍ୟ ଦେଖାଯାଏ । ଯୋଡ଼ିରେ ବା ଅନ୍ୟ ପକ୍ଷୀଙ୍କ ସହ ଦଳରେ ଏମାନେ ବସିଥାନ୍ତି ।<ref>''A Pictorial Field Guide to Birds of India, Pakistan, Nepal, Bhutan, Sri Lanka and Bangaladesh'' by Grewal, Sen, Singh, Devasar, Bhatia, {{ISBN|978-93-80070-22-3}}</ref>
 
==ଆଧାର==