"ଭାରତର ସଂସ୍କୃତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Bot: Automated text replacement (-ଵ +ୱ)
୬୭୬ କ ଧାଡ଼ି:
'''ଭାରତୀୟ ସଙ୍ଗୀତ''' ପ୍ରାଚୀନ କାଳରୁ ଭାରତରେ ବିକଶୀତ ହେବାରେ ଲାଗିଛି । ସଙ୍ଗୀତର ପ୍ରାରମ୍ଭ ବୌଦୀକ କାଳ ପୂର୍ବରୁ ହୋଇଛି । ଏହାର ମୂଳ ସ୍ରୋତ "ବେଦ" ବୋଲି ଗ୍ରହଣ କରାଯାଇଛି । ହିନ୍ଦୁ ପରମ୍ପରାରେ ଏହା ଜଣାଯାଏ ଯେ, ପରମପିତା "ବ୍ରହ୍ମା" "ନାରଦ"ଙ୍କୁ ସଙ୍ଗୀତ ବରଦାନ ଋପେ ଦେଇଥିଲେ ।
 
ପଣ୍ଡିତ ଶାରଙ୍ଗ ଦେବଙ୍କ ରଚିତ '''ସଙ୍ଗୀତ ରତ୍ନାକର''' ଗ୍ରନ୍ଥରେ ଭାରତୀୟ ସଙ୍ଗୀତର ପରିଭାଷାକୁ " ''ଗୀତମ୍, ବାଦ୍ୟମ୍ ଏବଂ ନୃତ୍ୟମ୍ ତ୍ରୟମ୍ ସଙ୍ଗୀତମୁଚ୍ୟତେ'' " ଭାବେ ଆକ୍ଷରିତ କରାଯାଇଛି । ଗାୟନ, ବାଦ୍ୟ ବାଦନ ଏବଂ ନୃତ୍ୟ; ଏହି ତିନୋଟି କଳାର ସମାବେଶକୁ ସଙ୍ଗୀତ ଶବ୍ଦରେ ଗ୍ରହଣ କରାଯାଇଛି । ତିନୋଟି ଯାକ ସ୍ୱତନ୍ତ୍ର କଳା ହେବା ସତ୍ତ୍ୱେ ଦୁହେଁ ଦୁହିଁଙ୍କ ପରି-ପୂରକ ଅଟନ୍ତି। ଭାରତୀୟ ସଙ୍ଗୀତ ଦୁଇ ପ୍ରକାରେ ପ୍ରଚଳିତ ହୋଇଛି; ପ୍ରଥମ କର୍ଣ୍ଣାଟକ ସଙ୍ଗୀତ, ଯାହା ଦକ୍ଷିଣ ଭାରତୀୟ ରାଜ୍ୟରେ ପ୍ରଚଳିତ ଏବଂ ଦ୍ଵିତୀୟରେଦ୍ୱିତୀୟରେ ହିନ୍ଦୁସ୍ତାନୀ ସଙ୍ଗୀତ, ଯାହା ଶେଷ ଭାରତରେ ଲୋକପ୍ରିୟ ଅଟେ । ଭାରତ ବର୍ଷର ସମସ୍ତ ସଭ୍ୟତାରେ ସଙ୍ଗୀତର ବଡ଼ ମହତ୍ତ୍ୱ ରହିଛି । ଧାର୍ମିକ ଏବଂ ସାମାଜିକ ପରମ୍ପରାରେ ସଙ୍ଗୀତର ପ୍ରଚଳନ ପ୍ରାଚୀନ କାଳରୁ ରହିଛି । ଏହିଋପେ, ସଙ୍ଗୀତ ଭାରତୀୟ ସଂସ୍କୃତିର ଆତ୍ମା ଭାବେ ଗ୍ରହଣ କରାଯାଏ । ବୈଦୀକ କାଳରେ ଆଧ୍ୟାତ୍ମିକ ସଙ୍ଗୀତକୁ ମାର୍ଗୀ ତଥା ଲୋକ ସଙ୍ଗୀତକୁ ଦେଶୀ କୁହାଯାଏ । କାଳାନ୍ତରରେ ଏହି ଶାସ୍ତ୍ରୀୟ ଏବଂ ଲୋକ ସଙ୍ଗୀତ ରୂପେ ଦେଖାଯାଇଥାଏ ।
 
ବୈଦିକ କାଳରେ ସାମବେଦ ମନ୍ତ୍ରର ଉଚ୍ଚାରଣ ସେହି ସମୟର ବୈଦିକ ସପ୍ତକ ଅନୁସାରେ ସାତ ସ୍ୱର ପ୍ରୟୋଗ ସହିତ କରାଯାଉଥିଲା । ଗୁରୁ-ଶିଷ୍ୟ ପରମ୍ପରା ଅନୁସାରେ ଶିଷ୍ୟଙ୍କୁ ଗୁରୁଙ୍କ ଠାରୁ ବେଦ ବେଦର ଜ୍ଞାନ ମୌଖିକ ଭାବେ ପ୍ରାପ୍ତ ହେଉଥିଲା । ଏହିପରି ପ୍ରାଚୀନ କାଳରେ ବେଦ ଏବଂ ସଙ୍ଗୀତର କୌଣସି ଲିଖିତ ରୂପ ନଥିବା କାରଣରୁ ସେମାନଙ୍କର ମୂଳ ସ୍ୱରୂପ ଲୁପ୍ତ ହେବାକୁ ଲାଗିଲା ।
୭୭୨ କ ଧାଡ଼ି:
| header_align = center
| footer_align = center
| footer = ଲୁଟୀୟନର [[ଦିଲ୍ଲୀ]], "ଏଡ଼ୱିନ ଲୁଟିୟନ"ଙ୍କଦ୍ଵାରାଙ୍କଦ୍ୱାରା ଡିଜାଇନ କରାଯାଇଥିଲା, ଯେଉଁଥିରେ ଭାରତର ସମସ୍ତ ପ୍ରମୁଖ ସରକାରୀ ପ୍ରାସାଦ ରହିଛି ।
| image4 = New Delhi government block 03-2016 img3.jpg
| caption4 = ''' Imperial Legislative Council ''' ପାଇଁ ତିଆରି ହୋଇଥିବା କାଉନସିଲ ହାଉସ , ଏବେ (ସଂସ ଭବନ), ଏବଂ (ଭାରତର ସଂସଦ)ରେ ରହିଥାଏ ।
୭୯୩ କ ଧାଡ଼ି:
File:Mohenjodaro Sindh.jpeg|right|thumb|300px|ମହେଞ୍ଜୋଦରରେ ଖୋଦେଇରୁ ପ୍ରାପ୍ତ ବିଶାଳ ସ୍ନାନଗାର
File:Delwada.jpg|right|thumb|300px|ଆବୂ ପର୍ବତରେ ସ୍ଥିତ ଦେଲବଡ଼ା ଜୈନ ମନ୍ଦିର
File:Taj Majal y rio Yamuna.JPG|right|thumb|300px|ଯମୁନାର ଆର ପାର୍ଶ୍ଵରୁପାର୍ଶ୍ୱରୁ ତାଜମହଲର ଦୃଶ୍ୟ
File:New Delhi Secretariat Building.jpg|right|thumb|300px|ସଚିବାଳୟ, [[ନୂଆ ଦିଲ୍ଲୀ]]
file:Deekshabhoomi - panoramio.jpg|ଦୀକ୍ଷାଭୂମି (ନାଗପୁରରେ ଦୀକ୍ଷାଭୂମି ସ୍ତୂପ), ୧୯୫୬ ମସିହାରେ ପୁରା ହୋଇଥିଲା ଏବଂ ଏସିଆରେ ଏହାର ବଡ଼ ସ୍ତୁପ ରହିଛି ।<ref>{{cite news|last=Bhagwat|first=Ramu|title=Ambedkar memorial set up at Deekshabhoomi|url=http://articles.timesofindia.indiatimes.com/2001-12-19/mumbai/27228796_1_dr-ambedkar-narayanan-smarak-samiti|accessdate=1 July 2013|newspaper=Times of India|date=19 December 2001}}</ref>