"ବାଂଲାପିଡିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Bot: Automated text replacement (-ଵ +ୱ)
୧ କ ଧାଡ଼ି:
{{ଛୋଟ|Banglapedia}}
'''ବାଂଲାପିଡିଆ''' ହେଉଛି [[ବାଂଲାଦେଶ]]ର ପ୍ରଥମ ରାଷ୍ଟ୍ରୀୟ ବିଶ୍ଵକୋଷବିଶ୍ୱକୋଷ ।<ref name="banglapedia">{{cite web |title=Banglapedia |url=http://en.banglapedia.org/index.php?title=Main_Page |website=en.banglapedia.org |accessdate=20 September 2019}}</ref> ଏହାର ମୁଦ୍ରିତ ଏବଂ ଅନଲାଇନ ସଂସ୍କରଣ ବ୍ୟତୀତ ଏହା ସିଡି-ରୋମ(CD-ROM) ମାଧ୍ୟମରେ ଉଭୟ ଇଂରାଜୀ ଏବଂ ବଂଗଳା ଭାଷାରେ ଉପଲବ୍ଧ ।<ref name="banglapedia"></ref>ଏହି ମୁଦ୍ରିତ ସଂସ୍କରଣଟି ୫୦୦ ପୃଷ୍ଠା ସମ୍ବଳିତ ୧୦ଟି ଭାଗରେ ବିଭକ୍ତ । ଏହାର ପ୍ରଥମ ସଂସ୍କରଣ Asiatic Society of Bangladeshଦ୍ଵାରାBangladeshଦ୍ୱାରା ୨୦୦୩ରେ ପ୍ରଥମେ ପ୍ରକାଶିତ ହୋଇଥିଲା ।<ref name="sdnbd">{{cite web |title=Local News on Bangladesh |url=http://www.sdnbd.org/sdi/news/general-news/March-2003/24-03-2003/General.htm |website=www.sdnbd.org |accessdate=20 September 2019}}</ref> ପ୍ରତି ଦୁଇ ବର୍ଷରେ ଏହାର ଅପଡେଟ କରିବା ଯୋଜନା ଥିବା ସ୍ଥଳେ ଏହାର ଦ୍ଵୀତିୟଦ୍ୱୀତିୟ ସଂସ୍କରଣ ୨୦୧୨ ମସିହାରେ ପ୍ରକାଶିତ ହୋଇଥିଲା ।<ref name="banglapedia"></ref> ବାଂଲାପିଡିଆକୁ ଏକ ସାଧାରଣ ଜ୍ଞାନକୋଷ ପରିବର୍ତ୍ତେ ବାଂଲାଦେଶ ସଂବନ୍ଧିତ ବିଷୟବସ୍ତୁ ଉପରେ ଆଧାରିତ ଏକ ସ୍ଵତନ୍ତ୍ରସ୍ୱତନ୍ତ୍ର ବିଶ୍ଵକୋଷବିଶ୍ୱକୋଷ ଭାବେ ଡିଜାଇନ କରାଯାଇଛି ।<ref name="banglapedia"></ref>
 
ଏହି ଜ୍ଞାନକୋଷର ମୁଖ୍ୟ ସଂପାଦକ ହେଉଛନ୍ତି ସିରାଜୁଲ ଇସଲାମ ।<ref name="archive">{{cite web |title=New Age New Year Special 2006 |url=https://web.archive.org/web/20070511012529/http://www.newagebd.com/2006/jan/01/newyear06/heroes02.html |website=web.archive.org |accessdate=20 September 2019 |date=11 May 2007}}</ref> ବାଂଲାଦେଶ ତଥା ଅନ୍ୟାନ୍ୟ ଦେଶର ୧୨୦୦ରୁ ଉର୍ଦ୍ଧ୍ଵଉର୍ଦ୍ଧ୍ୱ ଲେଖକ ଓ ବିଶେଷଜ୍ଞଙ୍କ ସହାୟତାରେ ଏହି ଜ୍ଞାନକୋଷ ସଂକଳିତ । ବାଂଲାପିଡିଆରେ ଛଅ ଗୋଟି ସଂପାଦକୀୟ ଶ୍ରେଣୀରେ ବିଭକ୍ତ ୫୭୦୦ରୁ ଅଧିକ ଲେଖା ରହିଛି ଏବଂ ପ୍ରତ୍ୟେକ ଶ୍ରେଣୀର ଲେଖା ପାଇଁ ଅନ୍ୟତଃ ଜଣେ ଜଣେ ବିଶେଷଜ୍ଞ ସଂପାଦକ କାର୍ଯ୍ୟରତ । ଏଥିସହ ଏହି ଜ୍ଞାନ କୋଷରେ ୨୦୦୦ରୁ ଅଧିକ ଏକକ ଏବଂ ଚତୁରଙ୍ଗୀ-ଚିତ୍ରଣ ସହ ୨୧୦୦ରୁ ଅଧିକ ପ୍ରତି ସଂଦର୍ଭ ରହିଛି ।
 
ଏହି ପରିଯୋଜନାଟିକୁ [[ବାଂଲାଦେଶ]] ସରକାର, କିଛି ବେସରକାରୀ ସଂଗଠନ ତଥା ଶୈକ୍ଷିକ ସଂସ୍ଥାନ ତଥା ୟୁନେସ୍କୋଦ୍ଵାରାୟୁନେସ୍କୋଦ୍ୱାରା ଅର୍ଥ ଯୋଗାଇଦିଆଯାଇଛି । ଏହାର ପ୍ରାରମ୍ଭିକ ଅଟକଳ ୮୦୦,୦୦୦ ଟାକା (ପ୍ରାୟ ୧୦ ହଜାର ଡଲାର) ଥିବା ସ୍ଥଳେ Asiatic Society ପକ୍ଷରୁ ଅନ୍ତତଃପକ୍ଷେ ଏହି ପରିଯୋଜନାରେ ୮୦ ମିଲିୟନ ଟାକା (ପ୍ରାୟ ୧ ମିଲିୟନ ଡଲାର) ଖର୍ଚ୍ଚ କରାଯାଇଛି ।<ref name="archive"></ref> ଏହି ଜ୍ଞାନକୋଷର ବାଂଲାଦେଶ ମୁକ୍ତି ଯୁଦ୍ଧ ତଥା ସ୍ଵଦେଶୀସ୍ୱଦେଶୀ ଲୋକଙ୍କ ଉପରେ ପ୍ରକାଶିତ କିଛି ଲେଖା ବିବାଦାସ୍ପଦ ହେବା ସତ୍ତ୍ଵେସତ୍ତ୍ୱେ ଏହାର ବଂଗଳା ଏବଂ ଇଂରେଜୀ ସଂସ୍କରଣ ଖୁବ ଲୋକପ୍ରିୟ ହୋଇପାରିଛି ।
== ଇତିହାସ ଏବଂ ବିକାଶ ==
[[ବାଂଲାଦେଶ]]ର ଏସିଆଟିକ ସୋସାଇଟିଦ୍ଵାରାସୋସାଇଟିଦ୍ୱାରା "ବାଂଲାଦେଶର ଇତିହାସ, ୧୭୦୪-୧୯୭୧" ନାମକ ସଂସ୍କରଣର ପ୍ରକାଶନ ନିମନ୍ତେ ବିଭିନ୍ନ ତଥ୍ୟ ଅଧ୍ୟୟନ ବେଳେ ବାଂଲାପିଡିଆ ପରିଯୋଜନାର ଶୁଭାରମ୍ଭ ହୋଇଥିଲା । ଉକ୍ତ ପରିଯୋଜନାର ସଂପାଦକ ମଣ୍ଡଳୀ ଏଥିପାଇଁ ଏକ ମାନକ ତଥ୍ୟ ସଂବଳିତ ସଂଦର୍ଭ ଡେସ୍କର ଆବଶ୍ୟକତା ଅନୁଭବ କଲେ । କାରଣ ଏହି ପ୍ରକାଶନ ନିମନ୍ତେ ଅଧିକରୁ ଅଧିକ ମାନକ ତଥ୍ୟ ପାଇଁ ପାଠାଗାରରୁ ଲବ୍ଧ ତଥ୍ୟ ଯଥେଷ୍ଟ ନ ଥିଲା । ଏଭଳି ଏକ ପରିପ୍ରେକ୍ଷୀରେ ସିରାଜୁଲ ଇସଲାମ ଓ ତାଙ୍କର କିଛି ସହଯୋଗୀଦ୍ଵାରାସହଯୋଗୀଦ୍ୱାରା ପ୍ରସ୍ତୁତ ଏକ ଅବଧାରଣା ପତ୍ର ଏସିଆଟିକ ସୋସାଇଟିକୁ ଦିଆଗଲା । ଫଳରେ ୧୯ ଫେବୃଆରୀ ୧୯୯୭ରେ ଏହି ଅବଧାରଣା ପତ୍ର ଗ୍ରହଣ ପୂର୍ବକ ଇସଲାମଙ୍କୁ ଏହି ପରିଯୋଜନାର ମୁଖ୍ୟ ଭାବେ ନିଯୁକ୍ତି ଦିଆଗଲା । ପରିଯୋଜନାର ମୁଖ୍ୟ ଭାବେ ଇସଲାମଙ୍କର କାର୍ଯ୍ୟ ଥିଲା ଯେ ସେ ପରିଯୋଜନାର ବିତ୍ତୀୟ ଯୋଜନା ତଥା ପ୍ରବନ୍ଧନ କରିବେ । ଯୋଜନା ମୁତାବକ, ଏହି ଜ୍ଞାନକୋଷରେ ବିଭିନ୍ନ ଲେଖାର ଚୟନ ନିମନ୍ତେ ପ୍ରାୟ ତିନିରୁ ଚାରି ଲୋକଙ୍କୁ ନେଇ ପ୍ରାୟ ତିନି ଡଜନ ସମିତି ଗଠନ କରାଗଲା । କମିଟିଦ୍ଵାରାକମିଟିଦ୍ୱାରା ପ୍ରାୟ ୨୭,୦୦୦ ଲେଖା ଚୟନ ହେବା ସ୍ଥଳେ ଆର୍ଥିକ ପ୍ରତିବନ୍ଧକ ଯୋଗୁଁ ଏହି ଲେଖା ସଂଖ୍ୟା ୬୦୦୦କୁ ଖସି ଆସିଲା । ତେବେ ୧୯୯୮ରେ ଔପଚାରିକ ଭାବେ ଏହି ପରିଯୋଜନା ଗତିଶୀଳ ହେଲା ।
== ତଥ୍ୟ ==
ବାଂଲାପିଡିଆରେ ୫୭୦୦ରୁ ଅଧିକ ଲେଖା ରହିଅଛି । ଏସବୁକୁ ଛଅଟି ଶ୍ରେଣୀରେ ବିଭକ୍ତ କରାଯାଇଛି , ଯଥା କଳା ଓ ମାନବୀୟ, ଇତିହାସ ଏବଂ ପରମ୍ପରା, ରାଜ୍ୟ ଓ ଶାସନ, ସମାଜ ଓ ଅର୍ଥନୀତି, ପ୍ରାକୃତିକ ବିଜ୍ଞାନ ଏବଂ ଜୈବ ବିଜ୍ଞାନ । ପ୍ରତ୍ୟେକ ଲେଖା ଅନ୍ତତଃ ଜଣେ ଲେଖକ ତଥା ବିଶେଷଜ୍ଞଙ୍କଦ୍ଵାରାବିଶେଷଜ୍ଞଙ୍କଦ୍ୱାରା ସଂପାଦିତ । ଏହି ଜ୍ଞାନକୋଷରେ ୨୦୦୦ରୁ ଅଧିକ ଏକରଂଗୀ ତଥା ଚତୁରଙ୍ଗୀ ଚିତ୍ରଣ ବଂଲାଦେଶର ଦୈନନ୍ଦିନ ଜୀବନ, ଗ୍ରାମ୍ୟ ଜୀବନ, କଳା ତଥା ସଂସ୍କୃତିର ଚିତ୍ର ବହନ କରେ । ଏଥିରେ ୨୧୦୦ରୁ ଅଧିକ ପ୍ରତି ସଂଦର୍ଭ, ମାନଚିତ୍ରକଳା, ସାରଣୀ ତଥା ପରିସଂଖ୍ୟାନ ସନ୍ନିବେଶିତ ।
 
== କାର୍ଯ୍ୟସମୂହ ==