"ନାଲିମୁଣ୍ଡିଆ ବାଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Bot: Automated text replacement (-ଵ +ୱ)
୧୯ କ ଧାଡ଼ି:
}}
 
'''ନାଲିମୁଣ୍ଡିଆ ବାଜ''' (ଇଂରାଜୀରେ '''red-necked falcon''', ଜୀବବିଜ୍ଞାନ ନାମ ''Falco chicquera'') ଏକ ଶିକାରୀ ପକ୍ଷୀ । ଏମାନେ ବାଜ (falcon) ପରିବାରର ସଦସ୍ୟ । ଭୌଗୋଳିକ ଦୃଷ୍ଟିକୋଣରୁ ଏହି ପକ୍ଷୀଙ୍କର ଦୁଇଟି ପ୍ରଜାତି ଦେଖାଯାନ୍ତି – ଗୋଟିଏ [[ଭାରତ]]ରେ ଓ ଅନ୍ୟଟି [[ଆଫ୍ରିକା]] ମହାଦେଶରେ । ଏହି ମଧ୍ୟମାକାର ପକ୍ଷୀର ପୃଷ୍ଠ ଭାଗ ଓ ଡେଣା ନୀଳମିଶା ଧୂସରିଆ ରଙ୍ଗର । ପକ୍ଷୀର ମୁଣ୍ଡର ଉପର ଭାଗ ଓ ବେକର ପଛପଟ ଗାଢ଼ ବାଦାମି ଲାଲ୍ ରଙ୍ଗର । ଡେଣାର ପ୍ରାଥମିକ ବା ମୂଳ ପରଗୁଡ଼ିକର ରଙ୍ଗ କଳା । ଲାଞ୍ଜରେ କଳା ପରର ଏକ ପଟାଦାଗ ରହିଥାଏ । ଭାରତୀୟ ଉପମହାଦ୍ଵୀପରେଉପମହାଦ୍ୱୀପରେ ଏହି ପକ୍ଷୀ ମୁଖ୍ୟତଃ ବିସ୍ତୃତ ସମଭୂମି ଅଞ୍ଚଳରେ ଦେଖିବାକୁ ମିଳନ୍ତି । [[ଇରାନ]]ର ପଶ୍ଚିମ ଓ ଦକ୍ଷିଣ-ପୂର୍ବାଞ୍ଚଳରେ ମଧ୍ୟ ଏହି ପକ୍ଷୀ ଦେଖିବାକୁ ମିଳୁଥିଲା । ଆଫ୍ରିକୀୟ ଉପପ୍ରଜାତି ''ଫାଲ୍କୋ ଶିକେରା ରଫିକୋଲିସ୍ (Falco chicquera ruficollis)'' ଉପ-ସାହାରା ଅଞ୍ଚଳରେ ପରିଲକ୍ଷିତ ହୁଏ । ନିଜର ବିଚ୍ଛିନ୍ନ ଭୌଗୋଳିକ ପରିବାସ ଓ ଦେହର ଚିହ୍ନ ଯୋଗୁଁ କିଛି ଜୀବବିଜ୍ଞାନୀ ଏହାକୁ ଏକ ସ୍ଵତନ୍ତ୍ରସ୍ୱତନ୍ତ୍ର ପ୍ରଜାତି (''Falco ruficollis'') ଭାବେ ବିବେଚନା କରିଥାନ୍ତି । ଦେଖିବାକୁ ଉଭୟ ଏସିଆ ଓ ଆଫ୍ରିକା ମହାଦେଶର ବାଜ ପ୍ରାୟ ଏକା ଭଳି କିନ୍ତୁ ଆଫ୍ରିକୀୟ ନାଲିମୁଣ୍ଡିଆ ବଜର ପିଠିପଟ ପରରେ ରହିଥିବା ଦାଗ ଅଧିକ ସ୍ପଷ୍ଟ । ଭାରତୀୟ ନାଲିମୁଣ୍ଡିଆ ବାଜର ବେକର ରଙ୍ଗ ସମ୍ପୂର୍ଣ୍ଣ ଧଳା ହୋଇଥିବା ବେଳେ ଆଫ୍ରିକୀୟ ନାଲିମୁଣ୍ଡିଆ ବାଜର ବେକରେ ଏକ ମାଟିଆ ପଟା ଦାଗ ରହିଥାଏ । ଉଭୟ ବାଜଙ୍କ ଆଖି ଉପରର କଳା ପଟା ମଧ୍ୟ ଭିନ୍ନପ୍ରକାରର । ବାଜ ପରିବାରର ଅନ୍ୟ ସଦସ୍ୟଙ୍କ ପରି ନାଲିମୁଣ୍ଡିଆ ବାଜଙ୍କ କ୍ଷେତ୍ରରେ ମଧ୍ୟ ମାଈମାନେ ଅଣ୍ଡିରାମାନଙ୍କଠାରୁ ଆକାରରେ ବଡ଼ ହୋଇଥାନ୍ତି । ଭାରତରେ ବାଜ ପ୍ରଶିକ୍ଷକମାନେ ମାଈ ବାଜକୁ ‘ତୁରୁଂତି’ ଓ ଅଣ୍ଡିରା ବାଜକୁ ‘ଚତୱା’ କୁହନ୍ତି । ନାଲିମୁଣ୍ଡିଆ ବାଜମାନେ ଯୋଡ଼ିରେ ଭୋର ଓ ଗୋଧୂଳି ସମୟରେ ଶିକାର କରନ୍ତି । ଛୋଟ ପକ୍ଷୀ, ବାଦୁଡ଼ି ଓ ଗୁଣ୍ଡୁଚି ମୂଷା ଏମାନଙ୍କ ମୁଖ୍ୟ ଖାଦ୍ୟ ।
 
==ବର୍ଣ୍ଣନା==
[[File:Falco chicquera.jpg|thumb|left|upright|ଏକ ତରୁଣ ଭାରତୀୟ ନାଲିମୁଣ୍ଡିଆ ବାଜ ପକ୍ଷୀ]]
 
ନାଲିମୁଣ୍ଡିଆ ବାଜ ମଧ୍ୟମାକାରର, ଲମ୍ଵାଲମ୍ୱା ଡେଣାଯୁକ୍ତ ଓ ଲାଲ୍ ମସ୍ତକବିଶିଷ୍ଟ । ଏହାର ଶରୀରର ଦୈର୍ଘ୍ୟ ୩୦-୩୬ ସେଣ୍ଟିମିଟର୍ ଓ ଏହାର ଉନ୍ମୁକ୍ତ ଡେଣାର ଦୈର୍ଘ୍ୟ ପ୍ରାୟ ୮୫ ସେଣ୍ଟିମିଟର୍ । ଡେଣା ଓ ଶରୀରର ପୃଷ୍ଠ ଭାଗ ନୀଳମିଶା ଧୂସରିଆ ରଙ୍ଗର । ଏହାର ଲାଞ୍ଜରେ ସଂକୀର୍ଣ୍ଣ ରେଖାମାନ ରହିଥାଏ । ଲାଞ୍ଜରେ ଏକ କଳା ରଙ୍ଗର ପଟି ପରି ଚିହ୍ନ ରହିଥାଏ ଓ ଅଗ୍ରଟି ଧଳା ରଙ୍ଗର ହୋଇଥାଏ । ସ୍ଥିତାବସ୍ଥାରେ ଡେଣାର ଅଗ୍ରଭାଗ ଲାଞ୍ଜ ପର୍ଯ୍ୟନ୍ତ ପହଞ୍ଚେନାହିଁ ।<ref name=pcr /> ଗୋଡ଼ ଓ ଆଖି ଚାରିପଟ ହଳଦିଆ ରଙ୍ଗର । ଥଣ୍ଟର ଅଗ୍ରାଂଶଟି କଳା ଓ ପୁଡ଼ା ନିକଟସ୍ଥ ପଶ୍ଚାତ୍ ଅଂଶ ସାଗୁଆ-ହଳଦି ମିଶା ରଙ୍ଗର । ଏହି ପକ୍ଷୀର “କି-କି-କି-କି” ଡାକ ଅତି ସୂକ୍ଷ୍ମ ବା ତୀର୍ଯ୍ୟକ୍ ମାନର । ଉଭୟ ମାଈ ଓ ଅଣ୍ଡିରା ବାଜ ଦେଖିବାକୁ ପ୍ରାୟ ସମାନ, ହେଲେ ଅନ୍ୟ ବାଜଙ୍କ ପରି ନାଲିମୁଣ୍ଡିଆଙ୍କ କ୍ଷେତ୍ରରେ ମଧ୍ୟ ମାଈମାନଙ୍କ ଆକାର ଅଣ୍ଡିରାମାନଙ୍କଠାରୁ ବଡ଼ । ତରୁଣାବସ୍ଥାରେ ଏମାନଙ୍କ ଦେହର ରଙ୍ଗ ଅଳ୍ପ ଅବସନ୍ନ ଓ ଗାର ଗାର ଦାଗ ମଧ୍ୟ ଅସ୍ପଷ୍ଟ ଓ ସୀମିତ ।<ref name=fbi2>{{cite book|title=The Fauna of British India including Ceylon and Burma. Birds. Volume 5. |edition=2nd| author=Baker, E.C. Stuart|year=1928| publisher= Taylor and Francis| place=London |url=https://archive.org/stream/BakerFbiBirds5/BakerFBI5#page/n65/mode/2up |pages=47–49}}</ref>
୧୮୩୭ ମସିହାରେ ୱିଲିୟମ୍ ଜନ୍ ସ୍ଵେନ୍‍ସନ୍ସ୍ୱେନ୍‍ସନ୍ ପ୍ରଥମେ ଆଫ୍ରିକୀୟ ନାଲିମୁଣ୍ଡିଆ ବାଜର ବିବରଣୀ ପ୍ରଦାନ କରିଥିଲେ ।<ref>{{cite book|url= https://archive.org/stream/naturalhistoryb00cricgoog#page/n120/mode/2up|author=Swainson, William|pages=107–108| title=The Natural History of the Birds of Western Africa. Volume 1|year=1837 | publisher=W.H. Lizars| place=Edinburgh }}</ref> ତାଙ୍କ ଅନୁସାରେ ଏହାର ମୁହଁ ଧଳା ଓ ଆଖି ପାଖରେ କଳା ନିଶ ପରି ପଟିଦାଗ ରହିଥାଏ । ଶରୀରର ଉପର ଅଂଶ ଫିକା ଧୂସର ରଙ୍ଗର । ଡେଣାର ପ୍ରାଥମିକ ପରର ରଙ୍ଗ କଳା ଓ ଲାଞ୍ଜର ପଟି ଦାଗ ମୋଟା । ପେଟ ପଟକୁ ଶରୀରର ରଙ୍ଗ ଧଳା । ଆଫ୍ରିକୀୟ ଉପପ୍ରଜାତିର ବେକର ତଳ ପଟେ ଫିକା ମାଟିଆ ରଙ୍ଗର ଏକ ବେକପଟି ଥାଏ ଯାହା ଭାରତୀୟ ଉପପ୍ରଜାତି ଶରୀରରେ ପରିଲକ୍ଷିତ ହୁଏନାହିଁ । ପଶ୍ଚିମ ଆଫ୍ରିକାର ଅଣ୍ଡିରା ନାଲିମୁଣ୍ଡିଆ ବାଜଙ୍କ ଶରୀରର ଓଜନ ୧୩୯-୧୭୮ ଗ୍ରାମ୍ ହୋଇଥିବା ବେଳେ ମାଈମାନଙ୍କ ଶରୀରର ଓଜନ ୧୯୦-୩୦୫ ଗ୍ରାମ୍ ପର୍ଯ୍ୟନ୍ତ ହୋଇଥାଏ । ଜାମ୍ଵେଜିଜାମ୍ୱେଜି ନଦୀର ଦକ୍ଷିଣ ପଟକୁ ଦେଖାଯାଉଥିବା ନାଲିମୁଣ୍ଡିଆ ବାଜ ଆକାରରେ ବଡ଼ ଓ ଏମାନଙ୍କ ଉପପ୍ରଜାତିକୁ ''Falco chicquera horsbrughi'' ବୋଲି ମଧ୍ୟ ଅଭିହିତ କରାଯାଏ । ଗୋଟିଏ ନମୁନାର ଆଧାରରେ ୧୯୧୧ ମସିହାରେ ଜେ. ଡବ୍ଲୁ. ବି. ଗନ୍ନିଂ ଓ ଅଷ୍ଟିନ୍ ରବର୍ଟ୍ସ ଏମାନଙ୍କର ବିବରଣୀ ପ୍ରଦାନ କରିଥିଲେ ।<ref name=wink2000 /> କିନ୍ତୁ ଏହି ତଥ୍ୟରୁ ବ୍ୟତିକ୍ରମ ଦେଖାଯାଉଥିବାରୁ ସ୍ଵତନ୍ତ୍ରସ୍ୱତନ୍ତ୍ର ବର୍ଗୀକରଣ ବୈଧ ନ ହୋଇପାରେ ।
 
ନାଲିମୁଣ୍ଡିଆ ବାଜଙ୍କ ଏସୀୟ ଉପପ୍ରଜାତି ''Falco chicquera chicquera''ର ଛାତି ବା ବେକତଳ ପଟି ନଥାଏ ଓ ଦେହରେ କମ୍ ଗାର-ଗାର ଚିହ୍ନ ରହିଥାଏ ।
୩୩ କ ଧାଡ଼ି:
ବଙ୍ଗର ଚନ୍ଦ୍ରନଗର ଅଞ୍ଚଳର ଏକ ପକ୍ଷୀ ନମୁନାକୁ ଭିତ୍ତି କରି ଫ୍ରାଂକୋଇସ୍ ଲେଭେଲଁ ନାଲିମୁଣ୍ଡିଆ ବାଜର ପ୍ରଥମ ବର୍ଣ୍ଣନା ଲିପିବଦ୍ଧ କରିଥିଲେ । ଏହି ପକ୍ଷୀର ନାମ ଶିକେରା ବୋଲି ତାଙ୍କୁ କୁହାଯାଇଥିଲା ।<ref>{{cite book|url=https://www.biodiversitylibrary.org/page/41412299|pages=128–129| title= Histoire naturelle des oiseaux d'Afrique. Volume 1.|author=Levaillant, F.|year=1799| publisher=J.H.Fuchs|place=Paris}}</ref> ଭୁଲବଶତଃ କେହି ଏହି ପକ୍ଷୀକୁ ଶିକ୍ରା ବାଜ ଭାବି କହିଦେଇ ପାରିଥାଏ, କିନ୍ତୁ ସେହି ସ୍ଥାନୀୟ ଶବ୍ଦଟି ବର୍ତ୍ତମାନ ଏହି ବାଜ ପ୍ରଜାତି ସହ ସଂଲଗ୍ନ ହୋଇଯାଇଛି ।<ref name=phillott>{{cite journal|journal=Journal and Proceedings of the Asiatic Society of Bengal. New Series. |volume=3|issue=6 |year=1907| title=Note on the Red-headed Merlin (''Aesalon chicquera'')|author=Phillott, D.C.|pages=395–399|url=https://archive.org/stream/mobot31753002183785#page/n529/mode/2up/}}</ref> ଲେଭେଲଁ ଏହି ପକ୍ଷୀର କୌଣସି ଜୀବବିଜ୍ଞାନ ନାମ ନରଖି ତାହାକୁ “ଲେ ଶିକେରା” ବୋଲି ଡାକିଲେ । ୧୮୦୦ ମସିହାରେ ଫ୍ରାଙ୍କୋଇସ୍ ମେରି ଡୌଡିନ୍ ଏହାର ଜୀବବିଜ୍ଞାନ ନାମ ''ଫାଲ୍କୋ ଶିକେରା'' ବୋଲି ଦେଇଥିଲେ ।<ref>{{cite book|url=https://www.biodiversitylibrary.org/page/39476115|pages=121–122|title=Traité élémentaire et complet d'ornithologie, ou, Histoire naturelle des oiseaux. Volume 2|author=Daudin, F.M.|year=1800}}</ref> ପ୍ରାରମ୍ଭିକ କିଛି ବର୍ଷ ଏହି ପକ୍ଷୀକୁ ଜୀବବିଜ୍ଞାନୀମାନେ ମର୍ଲିନ୍ ଚିଲର ଶ୍ରେଣୀ ''ଏସାଲନ୍'' ଓ ପରବର୍ତ୍ତୀ ସମୟରେ ''ଲିଥୋଫାଲ୍କୋ'' ପ୍ରଜାତି ବୋଲି ମଧ୍ୟ କହିଆସୁଥିଲେ । ଆଉ କିଛି ଜୀବବିଜ୍ଞାନୀ ଏହି ପକ୍ଷୀକୁ ''ଶିକେରା'' ବା ''ହାଇପୋଟ୍ରାୟୋର୍କିସ୍'' ପ୍ରଜାତି ବୋଲି କହି ଆସୁଥିଲେ ।<ref name=fbi1>{{cite book|title= The Fauna of British India, including Ceylon and Burma. Birds. Volume 3|author=Blanford, W.T.|year=1895| publisher=Taylor and Francis| place=London| url= https://archive.org/stream/birdsindia03oaterich#page/426/mode/2up|pages=426–428}}</ref>
 
ବି କ୍ରୋମୋଜୋମ୍‍ର ଆଣବିକ କ୍ରମାଙ୍କ ବିଚ୍ଛୁରଣ ସମ୍ଵନ୍ଧୀୟସମ୍ୱନ୍ଧୀୟ ଗବେଷଣାରୁ ଜଣା ପଡ଼ିଛି ଯେ ପ୍ରାୟ ୯ ଲକ୍ଷ ବର୍ଷ ପୂର୍ବେ ନାଲିମୁଣ୍ଡିଆ ବାଜର ଆଫ୍ରିକୀୟ ଓ ଭାରତୀୟ ଉପପ୍ରଜାତିମାନଙ୍କ ପୃଥକୀକରଣ ହୋଇଥିଲା । ଏମାନଙ୍କ ଭୌଗୋଳିକ ପରିବାସ ସମ୍ପୂର୍ଣ୍ଣ ପୃଥକ୍ ହୋଇଥିବାରୁ ଉଭୟଙ୍କୁ ପୂର୍ଣ୍ଣାଙ୍ଗ ପ୍ରଜାତି ବୋଲି ମଧ୍ୟ ବିବେଚନା କରିହେବ ।<ref name=wink2000>{{cite book|last1=Wink|first1=Michael|last2=Sauer-Gürth|first2=Hedi|chapter=Advances in the molecular systematics of African raptors|title=Raptors at Risk|editor=Chancellor, R.D.|editor2=B.-U. Meyburg|year=2000|url=http://www.uni-heidelberg.de/institute/fak14/ipmb/phazb/pubwink/2000/29.%202000.pdf|pages=135–147}}</ref><ref name=wing1998>{{cite book|last1=Wink|first1=M.|last2=Seibold|first2=I.|last3=Lofikhah|first3=F.|last4=Bednarek|first4=W.|chapter=Molecular systematics of Holarctic Raptors (Order Falconiformes)|title=Holarctic Birds of Prey|editor=Chancellor, R.D.|editor2=B.-U. Meyburg|editor3=J.J. Ferrero|year=1998|url=http://www.uni-heidelberg.de/institute/fak14/ipmb/phazb/pubwink/1998/31.%201998.pdf|pages=29–48}}</ref>
 
== ପରିବାସ ଓ ଭୌଗୋଳିକ ବିତରଣ ==
୪୫ କ ଧାଡ଼ି:
ଅପରାହ୍ନରେ ବା ଖରା ବେଳେ ନାଲିମୁଣ୍ଡିଆ ବାଜ ସୁବିଧା ଅନୁଯାୟୀ ପାଣି ପିଇଥାଏ । ଭାରତ ଓ ଆଫ୍ରିକାରେ ଏମାନେ ନିର୍ଦ୍ଦିଷ୍ଟ ଜଳାଶୟକୁ ପ୍ରତିଦିନ ପାଣି ପିଇବା ପାଇଁ ଆସୁଥିବା ଦେଖାଯାଇଛି ।<ref name=nao2011 />
 
ଜାନୁଆରୀରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଭାରତରେ ନାଲିମୁଣ୍ଡିଆ ବାଜଙ୍କ ପ୍ରଜନନ ସମୟ । ଆଫ୍ରିକାର ଜାମ୍ଵିଆରେଜାମ୍ୱିଆରେ ଅଗଷ୍ଟ ମାସରେ ଏମାନଙ୍କ ପ୍ରଜନନ ଋତୁ ଆରମ୍ଭ ହୁଏ । ମିଳନ ଋତୁରେ ମାଈ ବାଜ ଅଣ୍ଡିରା ବାଜ ପାଇଁ ଖାଦ୍ୟ ନେଇଆସେ । ବନ୍ଦୀ ଥିବା ପକ୍ଷୀଙ୍କ କ୍ଷେତ୍ରରେ ମଧ୍ୟ ଏପରି ଓଲଟା ବ୍ୟବହାର ଦେଖାଯାଇଛି ।<ref name=subbi /><ref>{{cite journal|title=Propagation of captive red-necked falcons ''Falco chicquera''|first1=C.D.|last1=Olwagen| first2=K. |last2=Olwagen| journal=Koedoe| volume=27| year=1984| pages=45–59|doi=10.4102/koedoe.v27i1.550|url=https://koedoe.co.za/index.php/koedoe/article/download/550/579}}</ref> ଏହି ପକ୍ଷୀମାନେ ପୁରୁଣା ଗଛ ବସାର ପୁନର୍ବ୍ୟବହାର କରିବା ଦେଖାଯାଇଛି । ତାଳ ବା ଆକାଶିଆ ପରି ଉଚ୍ଚ ଗଛରେ ନିଜ ବସା ତିଆରି କରି ବା ଅନ୍ୟ ପକ୍ଷୀର ବସା ଅକ୍ତିଆର କରି ମାଈ ବାଜ ୩ରୁ ୫ଟି ଅଣ୍ଡା ଦେଇଥାଏ । ଭାରତରେ ନାଲିମୁଣ୍ଡିଆ ବାଜମାନେ ଆମ୍ଵଆମ୍ୱ ଗଛର ଉଚ୍ଚ ଶାଖାରେ ବସା ବାନ୍ଧି ଅଣ୍ଡା ଦେବା ମଧ୍ୟ ଦେଖାଯାଏ । ବସା ଆଖପାଖର ଅନ୍ୟ ଚଢ଼େଇଙ୍କୁ ନାଲିମୁଣ୍ଡିଆ ବାଜ ଘଉଡ଼ାଇ ଦିଏ ।<ref name=fbi2 /> ଲୋକଗହଳି ଅଞ୍ଚଳରେ ଉଚ୍ଚ ଗଛରେ ଏହି ବାଜ ବସା ବାନ୍ଧୁଥିବା ମଧ୍ୟ ପରିଲକ୍ଷିତ ହୋଇଛି ।<ref name=nao2011>{{cite journal|author=Naoroji, Rishad |year=2011|url=http://orientalbirdclub.org/wp-content/uploads/2014/02/Red-headed-Falcon.pdf |title=Breeding of the Red-headed Falcon Falco chicquera in Saurashtra, Gujarat, India|journal=Forktail |volume=27|pages=1–6}}</ref> ମାଈ ବାଜ ସାଧାରଣତଃ ଅଣ୍ଡା ଉଷୁମାଇଥାଏ । ୩୨ରୁ ୩୪ ଦିନ ପରେ ଅଣ୍ଡା ଫୁଟି ଶାବକ ବାହାରନ୍ତି । ଏହି ସମୟରେ ଅଣ୍ଡିରା ବାଜ ଖାଦ୍ୟ ନେଇ ଆସିଥାଏ । ମାଈ ବାଜ ଖାଦ୍ୟକୁ ଛୋଟ ଛୋଟ ଖଣ୍ଡ କରି ଚିରି ଛୁଆଙ୍କୁ ଖୁଆଇଥାଏ । ଆଫ୍ରିକାରେ ଛୁଆମାନେ ୩୫-୩୭ ଦିନ ପରେ ଓ ଭାରତରେ ଛୁଆମାନେ ପ୍ରାୟ ୪୮ ଦିନ ପରେ ଉଡ଼ିବା ଆରମ୍ଭ କରନ୍ତି ।<ref name=nao2011 /><ref>{{cite journal|journal=Ibis |volume=123| issue=3| pages=289–297| year=1981| author=Osborne, Timothy O.|title=Ecology of the red-necked falcon ''Falco chicquera'' in Zambia| doi=10.1111/j.1474-919X.1981.tb04031.x}}</ref><ref>{{cite journal|author=Subramanya, S |year=1982|title= Nesting of Redheaded Merlin (''Falco chicquera'' Daudin) in Bangalore, Karnataka|journal= J. Bombay Nat. Hist. Soc. |volume=79|issue=2|pages= 412–413| url=https://biodiversitylibrary.org/page/48744828}}</ref>
 
== ବାଜ ପ୍ରଶିକ୍ଷଣ କେନ୍ଦ୍ର ==
୫୧ କ ଧାଡ଼ି:
 
== ରୋଗ ==
ପୋଷା ରଖାଯାଇଥିବା ବାଜ ମରୁଡ଼ିଦ୍ଵାରାମରୁଡ଼ିଦ୍ୱାରା ଆକ୍ରାନ୍ତ ହେବା ଦେଖାଯାଇଛି ।<ref>{{cite journal|author1=Chu, H.P. |author2=E.W. Trow |author3=A.G. Greenwood |author4=A.R. Jennings |author5=I.F. Keymer |lastauthoramp=yes |year=1976| title= Isolation of Newcastle disease virus from birds of prey|journal= Avian Pathology|volume= 5|issue=3|pages=227–233| doi= 10.1080/03079457608418189}}</ref> କିଛି ବାଜ ଟ୍ରାଇକୋମୋନାସ୍ ପରି ଯୌନ ସଂକ୍ରମଣ<ref>{{cite book|page=24|title=Raptor Biomedicine Hardcover|year=1993|author=Redig, Patrick| publisher=University of Minnesota Press |isbn=978-0816622191}}</ref> ଓ ''Cyrnea eurycerca''ଦ୍ଵାରାଦ୍ୱାରା ଆକ୍ରମଣର ଶିକାର ହୋଇଥାନ୍ତି ।<ref>{{cite journal|title=Hadjelia tringae sp.n. (Spirurata) from gizzard of Tringa hypoleucos (L.)|author1=Kumar, P. |author2=Gupta, S. P. |journal= Helminthologia |year= 1980| volume=17| issue=2| pages= 109–116}}</ref>
 
==ଆହୁରି ଦେଖନ୍ତୁ==