"ଚନ୍ଦ୍ରଯାନ-୨" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Bot: Automated text replacement (-ଵ +ୱ)
୨୯୬ କ ଧାଡ଼ି:
ପ୍ରଥମେ ଜୁଲାଇ ୧୫, ୨୦୧୯, ୨ଟା ୫୧ ମିନିଟ୍ ସମୟରେ ଚନ୍ଦ୍ରଯାନ-୨&nbsp;ଉତକ୍ଷେପଣ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଶେଷ ମୂହୁର୍ତ୍ତରେ (T-୫୬ ମି) ଯାନ୍ତ୍ରୀକ ତ୍ରୁଟି ଦେଖାଦେବାରୁ ଏହାକୁ ସ୍ଥଗିତ କରାଗଲା।<ref name=":8" /> ଇସ୍ରୋ ପକ୍ଷରୁ ଜାରି ବିବୃତିରେ କୁହାଯାଇଥିଲା ଯେ ଚନ୍ଦ୍ରଯାନ-୨କୁ ମହାକାଶକୁ ନେଇଯିବା ଲାଗି ବ୍ୟବହାର କରାଯିବାକୁ ଥିବା ଶକ୍ତିଶାଳୀ ପ୍ରକ୍ଷେପଣ ଯାନ ଜିଏସଏଲଭି ଏମକେ-୩ର କ୍ରାୟୋଜେନିକ ଷ୍ଟେଜରେ ତରଳ ହାଇଡ୍ରେଜେନ ଭରିବା ପ୍ରକ୍ରିୟା ରାତି ୧ଟା ୩୪ରେ ଶେଷ ହୋଇଥିବଲା । ଏହା ପରେ ପରେ ସେଥିରେ ତ୍ରୁଟି ଦେଖାଦେଇଥିଲା । ଉତକ୍ଷେପଣର ଠିକ ୫୬ ମିନିଟ୍ ପୂର୍ବରୁ ଏହି ତ୍ରୁଟି ଦେଖିବାକୁ ମିଳିଥିଲା।
 
ପରିଶେଷରେ ଜୁଲାଇ ୨୨, ୨୦୧୯, ଅପରାହ୍ଣ ୨ଟା ୪୩ ମିନିଟରେ ଏହାକୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧଓ୍ଵନଧଓ୍ୱନ ମହାକାଶ କେନ୍ଦ୍ରରୁ ସଫଳତାର ସହ ଉତକ୍ଷେପଣ କରାଗଲା।<ref name=":1" />
<br />
[[ଫାଇଲ:Earth's picture shot from from Chandrayaan 2 on-board LI4 Camera - 1.jpg|thumb|ପ୍ରକ୍ଷେପଣ ପରେ ଚନ୍ଦ୍ରଯାନ-୨ ପଠାଇଥିବା ପୃଥିବୀର ପ୍ରଥମ ସ୍ଥିର ଚିତ୍ର।<ref>[https://odishanewsonline.com/%E0%AC%9A%E0%AC%A8%E0%AD%8D%E0%AC%A6%E0%AD%8D%E0%AC%B0%E0%AC%AF%E0%AC%BE%E0%AC%A8-%E0%AD%A8-%E0%AC%AA%E0%AC%A0%E0%AC%BE%E0%AC%87%E0%AC%B2%E0%AC%BE-%E0%AC%AA%E0%AD%83%E0%AC%A5%E0%AC%BF%E0%AC%AC/ ଚନ୍ଦ୍ରଯାନ -୨ ପଠାଇଲା ପୃଥିବୀର ପ୍ରଥମ ଫଟୋ]</ref><ref>[http://www.pragativadi.com/isro-shares-1st-pictures-of-earth-sent-by-chandrayaan-2/ ISRO shares 1st pictures of Earth sent by Chandrayaan-2]</ref>]]