"ସ୍ଥାୟୀ ସମିତି (ଭାରତ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟ୍ୟାଗ: 2017 source edit
ଟିକେ Regular Character Changes
 
୨ କ ଧାଡ଼ି:
'''ସ୍ଥାୟୀ ସମିତି''', ଭାରତୀୟ ସଂସଦର ଏକ ସମିତି ଯାହା ସଂସଦର ଉଭୟ ଗୃହର ସଦସ୍ୟମାନଙ୍କୁ ନେଇ ଗଠିତ ହୋଇଥାଏ । ଏହା ଏକ ସ୍ଥାୟୀ ଏବଂ ନିୟମିତ ସମିତି ଯାହା ସଂସଦର ନିୟମ ଅନୁସାରେ ସମୟ ସମୟରେ ଗଠନ କରାଯାଇଥାଏ । ଭାରତୀୟ ସଂସଦର କାମଗୁଡ଼ିକ ବହୁଳ ପରିମାଣର ହେବାସହିତ ଜଟିଳ ମଧ୍ୟ, ତେଣୁ ଏଭଳି ସମିତି ଗଠନ କରାଯାଇ ଅନେକ କାମ ସମ୍ପାଦିତ ହୋଇଥାଏ ।<ref name=":0">https://rajyasabha.nic.in/rsnew/committees/general_introduction.asp</ref>
 
କିଛି ବ୍ୟତିକ୍ରମକୁ ବାଦଦେଲେ ଉଭୟ [[ଲୋକ ସଭା]] ଏବଂ [[ରାଜ୍ୟ ସଭା]]<nowiki/>ରେ ସମାନ ପ୍ରକାରର ସମିତି ଗଠନ କରାଯାଇଥାଏ । ସେମାନଙ୍କର ନିଯୁକ୍ତି, କାର୍ଯ୍ୟକାଳ, କାର୍ଯ୍ୟଧାରା ଏବଂ କାମକରିବାର ପ୍ରକ୍ରିୟା ମୋଟାମୋଟି ଦେଖିବାକୁ ଗଲେ ଏକ ଭଳି । ଏହି ସ୍ଥାୟୀ ସମିତି ରାଜ୍ୟ ସଭାର ଅଧ୍ୟକ୍ଷ ଏବଂ ଲୋକସଭାରଲୋକ ବାଚସ୍ପତିଙ୍କସଭାର ଦ୍ୱାରାବାଚସ୍ପତିଙ୍କଦ୍ୱାରା ଅଲଗା ଭାବରେ କିମ୍ବା ମିଳିତ ଭାବରେ ବଛାଯାଇଥାଏ ।<ref name=":0" />
 
ଦୁଇ ପ୍ରକାରର ସଂସଦୀୟ ସମିତି ରହିଥାଏ, ସ୍ଥାୟୀ ସମିତି ଏବଂ ଅସ୍ଥାୟୀ (ଠିକା) ସମିତି ।
୧୩ କ ଧାଡ଼ି:
 
* ରାଜ୍ୟସଭାର ସ୍ଥାୟୀ ସମିତି
* ଲୋକସଭାରଲୋକ ସଭାର ସ୍ଥାୟୀ ସମିତି
* ରାଜ୍ୟସଭାର ସ୍ଥାୟୀ ସମିତି ଅନ୍ତର୍ଗତ ବିଭାଗଗୁଡ଼ିକ ଏବଂ
* ଲୋକସଭାରଲୋକ ସଭାର ସ୍ଥାୟୀ ସମିତି ଅନ୍ତର୍ଗତ ବିଭାଗଗୁଡ଼ିକ
 
=== କାର୍ଯ୍ୟ ଅନୁସାରେ ===