"ଚନ୍ଦ୍ରଯାନ-୨" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Kcm.wiki88 (ଆଲୋଚନା | ଅବଦାନ) ନୁତନ ତଥ୍ୟ |
ଟିକେ Regular Character Changes |
||
୪୬ କ ଧାଡ଼ି:
'''ଚନ୍ଦ୍ରଯାନ-୨''' ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ ଥିଲା ।<ref>{{Cite web|url=http://pragativadi.com/epaper/edition/247/bhubaneswar/page/2|title=BHUBANESWAR Page: 2 - Pragativadi Epaper: Odia Epaper{{!}}Today Odia News Paper Online|website=Pragativadi Epaper: Odia Epaper{{!}}Today Odia News Paper Online|access-date=2019-07-15}}</ref> [[ଚନ୍ଦ୍ରଯାନ-୧]]ର ସଫଳତା ପରେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ବା [[ଭାରତୀୟ ମହାକାଶ ଗବେଷଣା ସଂସ୍ଥା|ଇସ୍ରୋ]]<nowiki/>ଦ୍ୱାରା ଏହି ମିଶନର ପରିକଳ୍ପନା କରାଯାଇଥିଲା । ଚନ୍ଦ୍ରଯାନ-୨ ଅଭିଯାନରେ ଇସ୍ରୋକୁ ୯୫ ପ୍ରତିଶତ ସଫଳତା ମିଳିଥିଲା ।<ref>https://www.dharitri.com/79220/</ref>
ଏହାର ପୂର୍ବବର୍ତ୍ତୀ ଅଭିଯାନ ଚନ୍ଦ୍ରଯାନ-୧ ପରି ଚନ୍ଦ୍ରଯାନ-୨ ସାଇଣ୍ଟିଫିକ୍ ପେଲୋଡ୍ ସହିତ ଏକ ମୁନ୍-ଅର୍ବିଟର ଚନ୍ଦ୍ର ଚାରିପଟେ ପ୍ରଦିକ୍ଷଣ କରିଥିଲା । ଯୋଜନା ମୁତାବକ ଚନ୍ଦ୍ରଯାନ-୨ ଚନ୍ଦ୍ରର କକ୍ଷ ପଥରେ ପହଞ୍ଚିବା ପରେ, ପ୍ରଜ୍ଞାନ ରୋଭରକୁ ନେଇ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠରେ ଏକ ଅପେକ୍ଷାକୃତ ଉଚ୍ଚ ମଇଦାନରେ ଅବତରଣ କରିବାକୁ ଚେଷ୍ଟା କରିଥିଲା । ଚନ୍ଦ୍ର ଭୂମିପୃଷ୍ଠକୁ ଅବତରଣ କରିବାବେଳେ ବିକ୍ରମ ଲ୍ୟାଣ୍ଡରଟି ନିର୍ଦ୍ଧାରିତ କକ୍ଷପଥରୁ ବିଚ୍ୟୁତ ହୋଇଥିଲା ଏବଂ ଚନ୍ଦ୍ରପୃଷ୍ଠରୁ ୨.୧ କିଲୋମିଟର ଉଚ୍ଚତାରେ ଥିବା ସମୟରେ ଇସ୍ରୋ ସହ ସମସ୍ତ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା। <ref name=":3">http://www.planetary.org/blogs/jason-davis/vikram-apparently-crash-lands.html</ref> ଅର୍ବିଟର ଜରିଆରେ ପ୍ରାପ୍ତ ଥର୍ମାଲ୍ ଅପଟିକାଲ ଚିତ୍ରକୁ ଅନୁଧ୍ୟାନ କରି ବିକ୍ରମ ଲ୍ୟାଣ୍ଡର ହାର୍ଡ ଲ୍ୟାଣ୍ଡିଙ୍ଗ୍ କରିଛି ବୋଲି ବୋଲି [[ଭାରତୀୟ ମହାକାଶ ଗବେଷଣା ସଂସ୍ଥା|ଇସ୍ରୋ]] ମୂଖ୍ୟ କେ. ଶିବନ ମତବ୍ୟକ୍ତ କରିଥିଲେ।<ref name=":10">[https://www.livemint.com/science/news/vikram-lander-of-chandrayaan-2-located-on-moon-surface-isro-chief-k-sivan-1567931279318.html Vikram Lander of Chandrayaan-2 located on Moon surface: ISRO chief K Sivan]</ref>
ଅନ୍ୟପକ୍ଷରେ ଚନ୍ଦ୍ରଯାନ-୨ର ଅର୍ବିଟର୍ ଅତି କମରେ ୭.୫ ବର୍ଷ ଧରି ଜହ୍ନ ଚାରିପଟେ ପରିକ୍ରମା କରିବ ଏବଂ ଏଥିରେ ଥିବା ଅୱଲୋହିତ (infrared) କ୍ୟାମେରାଦ୍ୱାରା ଜହ୍ନର ଦକ୍ଷିଣ ମେରୁ ଅଞ୍ଚଳରେ ଜଳ କିମ୍ବା ବରଫର ଚିହ୍ନଟ କରିବାକୁ ଚେଷ୍ଟା କରିବ ।<ref name=":3" /><ref name=":4">https://www.isro.gov.in/update/07-sep-2019/chandrayaan-2-latest-update</ref>
୯୦ କ ଧାଡ଼ି:
ମୁନ୍-ରୋବର୍-ପ୍ରଜ୍ଞାନ ।
ଏହି ମିଶନରେ
=== ଅର୍ବିଟର୍ ===
୨୪୯ କ ଧାଡ଼ି:
| rowspan="6" |ଲ୍ୟାଣ୍ଡର୍ ବିକ୍ରମର ଅବତରଣ
|2 September 2019 7:45 UTC
|ଲ୍ୟାଣ୍ଡର୍ ବିକ୍ରମ
|—
|127 km (79 mi)
୨୯୪ କ ଧାଡ଼ି:
=== ଉତକ୍ଷେପଣ ===
ପ୍ରଥମେ ଜୁଲାଇ ୧୫, ୨୦୧୯, ୨ଟା ୫୧ ମିନିଟ୍ ସମୟରେ ଚନ୍ଦ୍ରଯାନ-୨ ଉତକ୍ଷେପଣ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଶେଷ ମୂହୁର୍ତ୍ତରେ (T-୫୬ ମି) ଯାନ୍ତ୍ରୀକ ତ୍ରୁଟି ଦେଖାଦେବାରୁ ଏହାକୁ ସ୍ଥଗିତ କରାଗଲା।<ref name=":8" /> ଇସ୍ରୋ ପକ୍ଷରୁ ଜାରି ବିବୃତିରେ କୁହାଯାଇଥିଲା ଯେ ଚନ୍ଦ୍ରଯାନ-୨କୁ ମହାକାଶକୁ ନେଇଯିବା ଲାଗି ବ୍ୟବହାର କରାଯିବାକୁ ଥିବା ଶକ୍ତିଶାଳୀ ପ୍ରକ୍ଷେପଣ ଯାନ ଜିଏସଏଲଭି ଏମକେ-
ପରିଶେଷରେ ଜୁଲାଇ ୨୨, ୨୦୧୯, ଅପରାହ୍ଣ ୨ଟା ୪୩ ମିନିଟରେ ଏହାକୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧଓ୍ଵନ ମହାକାଶ କେନ୍ଦ୍ରରୁ ସଫଳତାର ସହ ଉତକ୍ଷେପଣ କରାଗଲା।<ref name=":1" />
୩୦୪ କ ଧାଡ଼ି:
=== ସେଲେନୋସେଣ୍ଟ୍ରିକ ପର୍ଯ୍ୟାୟ ===
୨୩ ଦିନ ପର୍ଯ୍ୟନ୍ତ ପୃଥିବୀର ପରିକ୍ରମା କରି ଚନ୍ଦ୍ରର ଗୁରୁତ୍ୱାକର୍ଷଣର ପ୍ରଭାବରେ ଚନ୍ଦ୍ର କକ୍ଷ ପଥରେ ପ୍ରବେଶ କରିଥିଲା । ୭ ଦିନ ପରେ (ଉତକ୍ଷେପଣର ୩୦ ଦିନ ପରେ) ଚନ୍ଦ୍ରଯାନ-୨ ଚନ୍ଦ୍ରର କକ୍ଷ ପଥରେ ପହଞ୍ଚିଥିଲା ଏବଂ ୧୦୦X୧୦୦ କିଲୋମିଟରର ବୃତ୍ତାକାର ପଥରେ ଚନ୍ଦ୍ରର ପରିକ୍ରମା କରିଥିଲା ।<ref name=":2" /> ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବାର ଦୁଇ ଦିନ ପରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରୁ ପ୍ରାୟ ୨୬୫୦ କିମି ଉଚ୍ଚରୁ ଚନ୍ଦ୍ରର ପ୍ରଥମ ଫଟୋଚିତ୍ର ପଠାଇଥିଲା।<ref>[http://pragativadi.com/epaper/edition/468/bhubaneswar ISRO releases 2nd set of images of Chandrayaan 2]</ref> ଏହି ଫଟୋରେ ଚନ୍ଦ୍ରପୃଷ୍ଠ ଓ ସେଥିରେ ଥିବା ଗର୍ତ୍ତଗୁଡ଼ିକ, ଯେପରିକି ମାର ଓରିଏଣ୍ଟାଲ ବେସିନ ଓ ଆପୋଲୋ କ୍ରାଟର ଆଦି ସ୍ପଷ୍ଟଭାବରେ ଦେଖାଯାଉଥିଲା । ପଶ୍ଚିମପାର୍ଶ୍ୱରେ ଅବସ୍ଥିତ ''ମାର ଓରିଏଣ୍ଟାଲ'' ହେଉଛି ସମତଳ ଅଭ୍ୟନ୍ତର ଥିବା ଏକ ବିଶାଳ ଗର୍ତ୍ତ ଯାହାକି ଅଗ୍ନୀ
=== ଚନ୍ଦ୍ର ପୃଷ୍ଠରେ ଅବତରଣ ===
କ୍ରମଶଃ ଉତକ୍ଷେପଣର ୪୩ ଦିନ ପରେ ଚନ୍ଦ୍ରପୃଷ୍ଠରୁ ୩୫କିମି ଉର୍ଦ୍ଧ୍ୱରେ ଥିବାବେଳେ ବିକ୍ରମ ଲ୍ୟାଣ୍ଡର୍, ଅର୍ବିଟର୍ରୁ ଅଲଗା ହୋଇଥିଲା। ଏହି ସମୟରେ ଏହାର ବେଗ ୬,୦୦୦ କିମି ପ୍ରତି ଘଣ୍ଟା ଥିଲା। ପରବର୍ତ୍ତି ୧୦ ମିନିଟ ପରେ ୭.୫ କିମି ଉର୍ଦ୍ଧ୍ୱରେ ପହଞ୍ଚିଥିଲା ଏବଂ ଏହି ସମୟରେ
===='''ହାର୍ଡ ଲ୍ୟାଣ୍ଡିଙ୍ଗ୍'''====
୩୧୪ କ ଧାଡ଼ି:
=== ବର୍ତ୍ତମାନ ସ୍ଥିତି ===
ଲ୍ୟାଣ୍ଡର୍
<br />
|