"ବାଲିକୁଦା-ଏରସମା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ଟିକେ ୨୦୧୯ ନିର୍ବାଚନର ତଥ୍ୟ ଯୋଡ଼ିଲି
ଟ୍ୟାଗସବୁ: ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧୯ କ ଧାଡ଼ି:
ବାଲିକୁଦା-ଏରସମା (କ୍ରମିକ ସଂଖ୍ୟା: ୧୦୩) [[ଜଗତସିଂହପୁର ଜିଲ୍ଲା]] ଅନ୍ତର୍ଗତ ଏକ [[ଓଡ଼ିଶା ବିଧାନ ସଭା|ବିଧାନ ସଭା]] [[ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକା|ନିର୍ବାଚନ ମଣ୍ଡଳୀ]] ।<ref>{{cite web |url= http://www.empoweringindia.org/new/constituency.aspx?eid=283&cid=103 |title=Balikuda-Erasama Assembly Election 2009, Orissa |work=empoweringindia.org |quote=Constituency: Balikuda-Erasama (103) District : Jagatsinghpur |accessdate=19 June 2013}}</ref>
ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବାଲିକୁଦା ବ୍ଳକ ଓ ଏରସମା ବ୍ଳକ ।<ref>[http://eci.nic.in/delim/Final_Publications/Orissa/orissa.pdf Assembly Constituencies and their Extent]</ref><ref>[http://eci.nic.in/delim/paper1to7/Orissa.xls Seats of Odisha]</ref>
 
ଗତ ୨୦୧୯ ନିର୍ବାଚନରେ [[ବିଜୁ ଜନତା ଦଳ]] ପ୍ରାର୍ଥୀ ରଘୁନନ୍ଦନ ଦାସ [[ଭାରତୀୟ ଜାତୀୟ କଂଗ୍ରେସ]] ପ୍ରାର୍ଥୀ ଡା. ଲଲାଟେନ୍ଦୁ ମହାପାତ୍ରଙ୍କ ଠାରୁ ୫୪୫୮୩ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।
 
ଗତ ୨୦୧୪ ନିର୍ବାଚନରେ [[ବିଜୁ ଜନତା ଦଳ]] ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲି [[ଭାରତୀୟ ଜାତୀୟ କଂଗ୍ରେସ]] ପ୍ରାର୍ଥୀ ଲଲାଟେନ୍ଦୁ ମହାପାତ୍ରଙ୍କ ଠାରୁ ୨୯୩୫୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।<ref name=":0">https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf</ref>