"ଉପେନ୍ଦ୍ର ଭଞ୍ଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
No edit summary
୧୮ କ ଧାଡ଼ି:
|honorific_suffix=ବୀରବର|language=[[ଓଡ଼ିଆ]]|relatives=[[ଧନଞ୍ଜୟ ଭଞ୍ଜ]]|movement=[[ରୀତି ଯୁଗ]]|subject=ପୁରାଣ ଆଧାରିତ ବା କାଳ୍ପନିକ କାବ୍ୟ|genre=[[କାବ୍ୟ ସାହିତ୍ୟ]]|pseudonym=ଯୁବ ଭଞ୍ଜ (ଦଶପୋଇ)}}
 
କବି ସମ୍ରାଟ '''ଉପେନ୍ଦ୍ର ଭଞ୍ଜ''' (୧୬୭୦<ref name=":0">ଓଡ଼ିଆ ଗୀତିକାବ୍ୟ ସଙ୍କଳନ, ସଂକଳନ ଓ ସମ୍ପାଦନା : ଜାନକୀ ବଲ୍ଲଭ ମହାନ୍ତି । ଓଡ଼ିଶା ସାହିତ୍ୟ ଏକାଡେମୀ, ୧୯୭୭ ।</ref> - ୧୭୪୦, ଅନ୍ୟମତେ ୧୭୨୦<ref name=":0" />) ଷୋଡ଼ଶ ଶତାବ୍ଦୀରେ ପୁରାତନ ରାଜଶାସିତ [[ଭଞ୍ଜନଗର|ଘୁମୁସୁର]]ର [[କୁଲାଡ଼]]ଠାରେ ଜନ୍ମିତ ରୀତିଯୁଗର ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] କବି ।<ref>{{cite web |title=ଜିଲ୍ଲା ସମ୍ବନ୍ଧରେ |url=https://ganjam.nic.in/od/%E0%AC%9C%E0%AC%BF%E0%AC%B2%E0%AD%8D%E0%AC%B2%E0%AC%BE-%E0%AC%B8%E0%AC%AE%E0%AD%8D%E0%AC%AC%E0%AC%A8%E0%AD%8D%E0%AC%A7%E0%AC%B0%E0%AD%87/ |website=ganjam.nic.in |accessdate=13 August 2018}}</ref> ତାଙ୍କର ପାଣ୍ଡିତ୍ୟପୂର୍ଣ୍ଣ ସାହିତ୍ୟ କୃତି ପାଇଁ ତାଙ୍କୁ କବି ସମ୍ରାଟ ଉପାଧିରେ ଭୂଷିତ କରାଯାଇଅଛି ।<ref name="mansingha">Mansingha, Mayadhar: ''History of Odia Literature'': Publisher, Sahitya Akademi, Delhi</ref>
ଓଡ଼ିଆ ସାହିତ୍ୟରେ ଥିବା ଅସଂଖ୍ୟ କବିଙ୍କ ମଧ୍ୟରେ ସେ ଅସାଧାରଣ ପ୍ରସିଦ୍ଧି ଲାଭ କରିଅଛନ୍ତି । ଏକ ରାଜ ପରିବାରରେ ଜନ୍ମିତ ଉପେନ୍ଦ୍ର ଭଞ୍ଜ ରାଜପଦଠାରୁ ଦୂରରେ ରହି [[ଓଡ଼ିଆ ସାହିତ୍ୟ]]ରେ ମନୋନିବେଶ କରିଥିଲେ ।<ref>{{cite web |url= http://orissadiary.com/personality/poet/UPENDRA_BHANJA%20.asp |title=KABI SAMRAT UPENDRA BHANJA |work=orissadiary.com |year=2012 |quote=He preferred his entire life to poetry rather than to ruling over a kingdom |accessdate=18 June 2012}}</ref>