"କଳିଙ୍ଗ ଲିଟରାରି ଫେଷ୍ଟିଭାଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଟିକେ ଟିକେ ସଜଡ଼ାଗଲା
ଟିକେNo edit summary
୧୨ କ ଧାଡ଼ି:
}}
 
'''କଳିଙ୍ଗ ଲିଟରାରି ଫେଷ୍ଟିଭାଲ''' ଏକ ସାହିତ୍ୟିକ ମହୋତ୍ସବ ଯାହା ୩ ଦିନ ଧରି ପ୍ରତି ବର୍ଷ ଜୁନ ମାସରେ ଓଡ଼ିଶା ପ୍ରଦେଶରଓଡ଼ିଶାର [[ଭୁବନେଶ୍ୱର]] ନଗରରେ<nowiki/>ଠାରେ ଅନୁଷ୍ଠିତ ହୁଏହୋଇଥାଏ । ଏହି ମଞ୍ଚରେ [[ଇଂରାଜୀ ଭାଷା|ଇଂରାଜୀ]], ଭାରତୀୟ ଇଂରାଜୀ ଓ ଭାରତୀୟ ସାହିତ୍ୟ ମାନଙ୍କ ବାବଦରେ ଆଲୋଚନା ହୋଇଥାଏ । କଳିଙ୍ଗ ଲିଟରାରି ଫେସ୍ଟିଭାଲର ପ୍ରତିଷ୍ଠାତା ରଶ୍ମୀ ରଞ୍ଜନ ପରିଡ଼ା ଏହାର ସଂସ୍ଥାପକ ।<ref>Parichay Foundation Awards KLF Founder Rashmi Ranjan Parida, http://odishalive.tv/news/parichay-foundation-honors-men-achievers-this-fathers-day/</ref> ଏହି କେଏଲଏଫ ସଂସ୍ଥା ଓଡ଼ିଶା ଡାଏରୀ ସମ୍ବାଦ ପୋର୍ଟାଲ ଓ ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ସହିତ ଅନୁବନ୍ଧିତ । କମଳାକାନ୍ତ ଦାଶ, ପ୍ରାଚୀ ନାୟକ<ref>http://orissadiary.com/CurrentNews.asp?id=48185</ref> ଓ ଶୀତାଂଶୁ ମହାପାତ୍ର<ref>http://www.orissapost.com/why-does-the-city-need-a-lit-fest/</ref> ଏହାର ଅନ୍ୟ ସଂସ୍ଥାପକ ସଭ୍ୟ ।
 
== ଲକ୍ଷ୍ୟ ==
[[ଭୁବନେଶ୍ୱର]]</nowiki/>ର ସାହିତ୍ୟ ସ୍ରଷ୍ଟାମାନଙ୍କୁ ନେଇ ଏକ ଉତ୍ସବ ପାଳନ କରିବାକୁ କଳିଙ୍ଗ ଲିଟରାରି ଫେସ୍ଟିଭାଲର ଲକ୍ଷ୍ୟ ରଖିବା ସହିତ ଓଡ଼ିଶା, ଭାରତ ଓ ପୃଥିବୀର ସାହିତ୍ୟ ଅନୁରାଗୀମାନଙ୍କ ସହିତ ବାର୍ତ୍ତାଳାପ କରିବା ସୁଯୋଗ ପ୍ରଦାନ କରେ । ଏହି ଉତ୍ସବରେ ଲେଖକ, ରାଜନୀତିଜ୍ଞ, ସାମାଜିକ କାର୍ଯ୍ୟକର୍ତ୍ତା, କାନୁନ ସ୍ରଷ୍ଟା, ସରକାରୀ ଅଫିସର, କର୍ପୋରେଟ ନେତା, ଛାତ୍ର ଓ ସମାଜର ପ୍ରତ୍ୟେକ କ୍ଷେତ୍ରର ଲୋକଙ୍କ ସହିତ ଉତ୍ସବର ଏକ ଉଦ୍ଦାମ ପରିବେଶରେ ମତ ବିନିମୟର ସୁଯୋଗ ସୃଷ୍ଟି ହୁଏ ।
 
== ଇତିହାସ ==