"କଳିଙ୍ଗ ଲିଟରାରି ଫେଷ୍ଟିଭାଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ ଟିକେ ଟିକେ ସଜଡ଼ାଗଲା
୧୨ କ ଧାଡ଼ି:
}}
 
'''କଳିଙ୍ଗ ଲିଟରାରି ଫେଷ୍ଟିଭାଲ''' ଏକ ସାହିତ୍ୟିକ ମହୋତ୍ସବ ଯାହା ୩ ଦିନ ଧରି ପ୍ରତି ବର୍ଷ ଜୁନ ମାସରେ ଓଡ଼ିଶା ପ୍ରଦେଶର [[ଭୁବନେଶ୍ୱର]] ନଗରରେ ଅନୁଷ୍ଠିତ ହୁଏ । ଏହି ମଞ୍ଚରେ [[ଇଂରାଜୀ ଭାଷା|ଇଂରାଜୀ]], ଭାରତୀୟ ଇଂରାଜୀ ଓ ଭାରତୀୟ ସାହିତ୍ୟ ମାନଙ୍କ ବାବଦରେ ଆଲୋଚନା ହୋଇଥାଏ । କଳିଙ୍ଗ ଲିଟରାରି ଫେସ୍ଟିଭାଲର ପ୍ରତିଷ୍ଠାତା ରଶ୍ମୀ ରଞ୍ଜନ ପରିଡ଼ା ଏହାର ସଂସ୍ଥାପକ ।<ref>Parichay Foundation Awards KLF Founder Rashmi Ranjan Parida, http://odishalive.tv/news/parichay-foundation-honors-men-achievers-this-fathers-day/</ref> ଏହି କେଏଲଏଫ ସଂସ୍ଥା ଓଡ଼ିଶା ଡାଏରୀ ସମ୍ବାଦ ପୋର୍ଟାଲ ଓ ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ସହିତ ଅନୁବନ୍ଧିତ । କମଳାକାନ୍ତ ଦାଶ , ପ୍ରାଚୀ ନାୟକ<ref>http://orissadiary.com/CurrentNews.asp?id=48185</ref> ଓ ଶୀତାଂଶୁ ମହାପାତ୍ର<ref>http://www.orissapost.com/why-does-the-city-need-a-lit-fest/</ref> ଏହାର ଅନ୍ୟ ସଂସ୍ଥାପକ ସଭ୍ୟ ।
 
== ଲକ୍ଷ୍ୟ ==
[[ଭୁବନେଶ୍ୱର]]</nowiki>ର ସାହିତ୍ୟ ସ୍ରଷ୍ଟାମାନଙ୍କୁ ନେଇ ଏକ ଉତ୍ସବ ପାଳନ କରିବାକୁ କଳିଙ୍ଗ ଲିଟରାରି ଫେସ୍ଟିଭାଲର ଲକ୍ଷଲକ୍ଷ୍ୟ ରଖିବା ସହିତ ଓଡ଼ିଶା, ଭାରତ ଓ ପୃଥିବୀର ସର୍ବୋତ୍ତମ ସାହିତ୍ୟ ରଥୀମାନଙ୍କଅନୁରାଗୀମାନଙ୍କ ସହିତ ବାର୍ତ୍ତାଳାପ କରିବା ସୁଯୋଗ ପ୍ରଦାନ କରେ । ଏହି ଉତ୍ସବରେ ଲେଖକ, ରାଜନୀତିଜ୍ଞ, ସାମାଜିକ କାର୍ଯ୍ୟକର୍ତ୍ତା, କାନୁନ ସ୍ରଷ୍ଟା, ସରକାରୀ ଅଫିସର, କର୍ପୋରେଟ ନେତା, ଛାତ୍ର ଓ ସମାଜର ପ୍ରତ୍ୟେକ କ୍ଷେତ୍ରର ଲୋକଙ୍କ ସହିତ ଉତ୍ସବର ଏକ ଉଦ୍ଦାମ ପରିବେଶରେ ମତ ବିନିମୟର ସୁଯୋଗ ସୃଷ୍ଟି ହୁଏ ।
 
== ଇତିହାସ ==
[[File:Inaguration of Kalinga Literary Festival 2014.jpg|thumb|ପ୍ରଥମ କଳିଙ୍ଗ ଲିଟରାରି ଫେଷ୍ଟିଟିଭାଲ ୨୦୧୪କୁ ପଦ୍ମ ଭୂଷଣ ଶ୍ରୀ ସୀତାକାନ୍ତ ମହାପାତ୍ର, ପ୍ରତିଭା ରାୟ, ଦେବୀ ପ୍ରସନ୍ନ ପଟ୍ଟନାୟକ, ସାତକଡ଼ି ହୋତା, ଅରୁଣ ରଥ, ଓ କେଏଲଏଫର ପ୍ରତିଷ୍ଠାତା ରଶ୍ମୀ ରଞ୍ଜନ ପରିଡ଼ା ଉନ୍ମୋଚନ କରିଥିଲେ ।]]
 
ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବାର ଖୁସି ପାଳନ କରିବା ନିମନ୍ତେ କଳିଙ୍ଗ ଲିଟରାରି ଫେଷ୍ଟିଟିଭାଲର କଳ୍ପନା ସନ ୨୦୧୩ରେ ଅଙ୍କୁରଆରମ୍ଭ ହୋଇ ସନ ୨୦୧୪ରେ ସାକାର ହୋଇଗଲାହୋଇଥିଲା ।<ref>Odia gets classical language status http://www.thehindu.com/news/national/odia-gets-classical-language-status/article5709028.ece</ref>'''
 
== ଉତ୍ସବମାନଙ୍କର ବିଷୟବସ୍ତୁ ==
'''ପ୍ରଥମ କଳିଙ୍ଗ ଲିଟରାରି ଫେଷ୍ଟିଟିଭାଲ ୨୦୧୪'''ରେ<ref>First Kalinga Literary Festival brought great literati of Odisha on one platform http://www.orissadiary.com/CurrentNews.asp?id=48185</ref> ଭାଷା ଓ ସାହିତ୍ୟର ଉତ୍ସବ ପାଳନ କରାଯାଇଥିଲା ।
 
 
'''ଦ୍ୱିତୀୟ କଳିଙ୍ଗ ଲିଟରାରି ଫେଷ୍ଟିଟିଭାଲ ୨୦୧୫''':<ref>Odisha Foundation organizes Kalinga Literary Festival 2015 http://www.odishanewsinsight.com/odisha/odisha-foundation-organizes-kalinga-literary-festival-2015/</ref> ସାହିତ୍ୟର ପ୍ରତିଫଳନ Literature as Reflection
୪୦ କ ଧାଡ଼ି:
 
== ପୁରସ୍କାର ଗ୍ରହିତା ==
* କଳିଙ୍ଗ ସାହିତ୍ୟିକ ପୁରସ୍କାର ୨୦୧୪: ଦେବୀ ପ୍ରସନ୍ନ ପଟ୍ଟନାୟକ <ref>First Kalinga Sahitya Samman Conferred on Dr Debi Prasanna Patnaik, http://odishasuntimes.com/2014/02/25/first-kalinga-sahitya-samman-conferred-dr-debi-prasanna-patnaik/</ref>
* କଳିଙ୍ଗ ସାହିତ୍ୟିକ ପୁରସ୍କାର ୨୦୧୫: ବନଜା ଦେବୀ ଓ ଦୂରଗା ପ୍ରସାଦ ପଣ୍ଡା
* କଳିଙ୍ଗ ସାହିତ୍ୟିକ ପୁରସ୍କାର ୨୦୧୬: ଯଶୋଧାରା ମିଶ୍ର , ତପନ ମହାପାତ୍ର ଓ ରମାକାନ୍ତ ଦାସ
 
== ଜାତୀୟ ବିତର୍କରେ କେଏଲଏଫ ==
[[ସୁବ୍ରମନିଅମ ସ୍ୱାମୀ]] ସନ ୨୦୧୬ର କେଏଲଏଫ ସଭାରେ ‘ଭାରତର ଏକତାରେ ସାହିତ୍ୟର ଆବଶ୍ୟକତା’ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ <ref>BJP Leader Subramanian Swamy Says India Must Celebrate Its Unity, NDTV, 18 June 2016, http://www.ndtv.com/india-news/bjp-leader-subramanian-swamy-says-india-must-celebrate-its-unity-1420642</ref> ଓ ଏକାଧାରରେ ଏକ ଲକ୍ଷ୍ମଣରେଖାର ଆବଶ୍ୟକତା କଥା କହିଥିଲେ ।<ref>Literature must have a Lakshman Rekha: Subramanian Swamy, Indian Express, 19 June 2016, http://indianexpress.com/article/india/india-news-india/literature-must-have-a-lakshman-rekha-subramanian-swamy-2861754/</ref> ବାମପନ୍ଥୀ ଭାବଧାରାରୁ ସାହିତ୍ୟକୁ ମୁକ୍ତ କରିବାକୁ ଯୁକ୍ତି କରିଥିଲେ ।<ref>Literature must be liberated from impact of Left ideology, says Swamy, http://www.deccanchronicle.com/nation/current-affairs/180616/literature-must-be-liberated-from-impact-of-left-ideology-says-swamy.html</ref> ଏହାକୁ [[ମଣି ଶଙ୍କର ଆୟାର]] ବିରୋଧ କରି ତାହାକୁ ଫାଲତୁ କଥା କହିଥିଲେ ।<ref>Subramanian Swamy usually talks 'rubbish': Mani Shankar Aiyar, First Post, 18 June 2016, http://www.firstpost.com/politics/subramanian-swamy-usually-talks-rubbish-mani-shankar-aiyar-2842860.html</ref> ଏକତା, ବିଭିନ୍ନତା, ଲକ୍ଷ୍ମଣରେଖା ଓ ସାହିତ୍ୟର ମୁକ୍ତ ବା ସ୍ୱ ଚାଳିତ ହେବାକୁ ଦେବା ଉପରେ ଜାତୀୟ ବିତର୍କର ଆବଶ୍ୟକତା କଥା କହିଥିଲେ
<ref>Subramanian Swamy usually talks 'rubbish': Mani Shankar Aiyar, First Post, 18 June 2016, http://www.firstpost.com/politics/subramanian-swamy-usually-talks-rubbish-mani-shankar-aiyar-2842860.html</ref> ଏକତା, ବିଭିନ୍ନତା, ଲକ୍ଷ୍ମଣରେଖା ଓ ସାହିତ୍ୟର ମୁକ୍ତ ବା ସ୍ୱ ଚାଳିତ ହେବାକୁ ଦେବା ଉପରେ ଜାତୀୟ ବିତର୍କର ଆବଶ୍ୟକତା କଥା କହିଥିଲେ ।
 
== ଆଧାର ==
{{Reflist|30emଆଧାର}}