"ପଠାଣି ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତଥ୍ୟ
୨୭ କ ଧାଡ଼ି:
}}
 
'''ପଠାଣି ପଟ୍ଟନାୟକ''' (୨୯ ସେପ୍ଟେମ୍ବର ୧୯୨୮ - ୪ ଫେବୃଆରୀ ୨୦୧୭) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ [[ଓଡ଼ିଆ ଭାଷା|ଓଡ଼ିଆ]] ସାହିତ୍ୟିକ ଥିଲେ । ତାଙ୍କର ୫୦ଟିରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇସାରିଛି । ଗଳ୍ପ, ଉପନ୍ୟାସ, ଶିଶୁ ସାହିତ୍ୟ, ପ୍ରବନ୍ଧ ଓ ସମାଲୋଚନା ଆଦି ସାହିତ୍ୟର ବହୁସାହିତ୍ୟ ବିଭାଗରେ ସେ ନିଜ ଲେଖନୀ ଚାଳନା କରିଥିଲେ । ସେ [[ଓଡ଼ିଶା ସାହିତ୍ୟ ଏକାଡେମୀ]] ଓ [[ଉତ୍କଳ ସାହିତ୍ୟ ସମାଜ]]ର ସଭାପତି ଭାବରେ କାର୍ଯ୍ୟ କରିଥିଲେ । ସାହିତ୍ୟ ପତ୍ରିକା [[ଝଙ୍କାର (ପତ୍ରିକା)|ଝଙ୍କାରର]] ସେ ସମ୍ପାଦକ ଦାୟିତ୍ୱରେ ମଧ୍ୟ ଥିଲେ
 
==ଜୀବନୀ==
୫୯ କ ଧାଡ଼ି:
* ସାହିତ୍ୟ ଭାରତୀ ସମ୍ମାନ (ଗଙ୍ଗାଧର ରଥ ଫାଉଣ୍ଡେସନ) - ୨୦୦୧<ref>http://www.tribuneindia.com/2001/20010130/nation.htm</ref>
* ସାରଳା ସମ୍ମାନ, ୧୯୯୪
* ଉତ୍କଳ ସାହିତ୍ୟ ସମାଜ ସମ୍ମାନ
* ଉତ୍କଳ ରତ୍ନ ସମ୍ମାନ<ref>{{cite news |title=ଆଜି ଜନ୍ମଦିନ |url=http://web.archive.org/save/http://sambadepaper.com/pagezoomsinwindows.php?id=16216&boxid=3442267&cid=4&edcode=71&pagedate1=19-09-2019&pagenum=1&ctype=i&counter=1&share=sf.html |accessdate=19 September 2019 |issue=ସମ୍ବାଦ ୧୯/୦୯/୨୦୧୯ ପୃଷ୍ଠା ୨ |publisher=ସମ୍ବାଦ}}</ref>
== ଆଧାର ==
{{Reflist|30em}}