"ଜେବ୍ରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୪ କ ଧାଡ଼ି:
 
ତିନି ପ୍ରକାର ଜେବ୍ରା ଦେଖାଯାଆନ୍ତି: ସାଧାରଣ ଜେବ୍ରା ([[:en:plains zebra|plains zebra]]), ପାର୍ବତୀୟ ଜେବ୍ରା ([[:en:mountain zebra|mountain zebra]]) ଓ ଗ୍ରେଭିସ ଜେବ୍ରା ([[:en:Grévy's zebra|Grévy's zebra]]) । ସାଧାରଣ ଜେବ୍ରା ଓ ପାର୍ବତୀୟ ଜେବ୍ରାଦ୍ୱୟ [[ହିପ୍ପୋଟାଇଗ୍ରିସ]] ([[:en:Hippotigris|Hippotigris]]) ସବଜେନସ ଓ ଗ୍ରେଭିସ ଜେବ୍ରା ଡୋଲିକୋହିପ୍ପସ ସବଜେନସ ଶ୍ରେଣୀର ପ୍ରାଣୀ ଅଟନ୍ତି । ଗ୍ରେଭିସ ଜେବ୍ରାର ଗଧ ([[:en:Asinus|ass]]) ସ‌ହିତ ସାମଞ୍ଜସ୍ୟ ଦେଖାଯାଏ କିନ୍ତୁ ପ୍ରଥମ ଦୁଇ ପ୍ରକାର ଜେବ୍ରାମାନଙ୍କର ଘୋଡ଼ା ସ‌ହିତ ସାମଞ୍ଜସ୍ୟ ଥାଏ । ଏମାନେ ସମସ୍ତେ ଇକୁଇଅସ ଜେନସର ପ୍ରାଣୀ ।
 
ଅତୁଳନୀୟ ଚର୍ମ ଦାଗ ଯୋଗୁ ଏହି ପ୍ରାଣୀ ଲୋକଙ୍କ ପରିଚିତ ସ‌ହଜରେ ହୁଏ । ଏମାନେ ଘାସ, ପାହାଡ଼, ଉପକୂଳ, ଜଙ୍ଗଲ ଓ କଣ୍ଟା ଇତ୍ୟାଦି ଥିବା ବିଭିନ୍ନ ଭୌଗଳିକ ସ୍ଥାନରେ ବାସ କରନ୍ତି । ବାସସ୍ଥାନ ନଷ୍ଟ ଓ ଚର୍ମ ନିମନ୍ତେ ଶିକାର ହେଉଥିବା ଯୋଗୁ ସେମାନଙ୍କ ସଂଖ୍ୟା କମିଯାଉଛି । ଗ୍ରେଭିସ ଓ ପାର୍ବତୀୟ ଜେବ୍ରା ବିପଦରେ ଲୁପ୍ତପ୍ରାୟ ଅଛନ୍ତି ।
 
== ଆଧାର ==
"https://or.wikipedia.org/wiki/ଜେବ୍ରା"ରୁ ଅଣାଯାଇଅଛି