"ଋତୁସ୍ରାବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଲିଙ୍କ ଦିଆଗଲା
୫ କ ଧାଡ଼ି:
 
<!-- ପୁନଃପୌନିକତା -->
ପ୍ରଥମ ଋତୁସ୍ରାବ ୧୨ରୁ ୧୫ ବର୍ଷ ବୟସରେ ଆରମ୍ଭ ହୁଏ ଯାହାକୁ [[ରଜୋଦର୍ଶନ]] ([[ଇଂରାଜୀ ଭାଷା]]ରେ [[ମେନାର୍କି]]/ [[:en:menarche|menarche]]) କୁହାଯାଏ ।<ref name=Jones2011/> ଋତୁସ୍ରାବ ଆହୁରି ଆଗରୁ ୮ ବର୍ଷ ବୟସରେ ମଧ୍ୟ ବେଳେ ବେଳେ ଆରମ୍ଭ ହୁଏ ଓ ଏହାକୁ ମଧ୍ୟ "ସାଧାରଣ" କୁହାଯାଏ ।<ref name=Women2014Men/> [[ବିକଶିତ ଦେଶ]]ମାନଙ୍କରେ ଏହା ଶୀଘ୍ର ଆରମ୍ଭ ହୁଏ ଓ [[ବିକାଶଶୀଳ ଦେଶ]]ମାନଙ୍କରେ ବିଳମ୍ବରେ ଆରମ୍ଭ ହୁଏ । <!-- <ref name=Diaz2006/> --> ଋତୁ ଆରମ୍ଭର ପ୍ରଥମ ଦିନଠାରୁ ପରବର୍ତ୍ତି ଋତୁର ପ୍ରଥମ ଦିନ ପର୍ଯ୍ୟନ୍ତ ଯୁବତୀମାନଙ୍କର ପ୍ରାୟ ୨୧ରୁ ୪୫ ଦିନ ଓ ବୟଃପ୍ରାପ୍ତ ମହିଳାଙ୍କର ୨୧ରୁ ୩୧ ଦିନ (ହାରାହାରି ୨୮ ଦିନ) ସମୟ ଲାଗେ ।<ref name=Women2014Men/><ref name=Diaz2006>{{cite journal|last1=American Academy of Pediatrics Committee on|first1=Adolescence|last2=American College of Obstetricians and Gynecologists Committee on Adolescent Health|first2=Care|last3=Diaz|first3=A|last4=Laufer|first4=MR|last5=Breech|first5=LL|title=Menstruation in girls and adolescents: using the menstrual cycle as a vital sign.|journal=Pediatrics|date=November 2006|volume=118|issue=5|pages=2245–50|pmid=17079600}}</ref> ପ୍ରାୟ ୪୫ରୁ ୫୫ ବୟସ ମଧ୍ୟରେ [[ଋତୁବନ୍ଦ]] ହୁଏ ଯେଉଁ ସମୟଠାରୁ ଋତୁସ୍ରାବ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଏ ।<ref name=NIH2013Def>{{cite web|title=Menopause: Overview|url=http://www.nichd.nih.gov/health/topics/menopause/Pages/default.aspx|website=http://www.nichd.nih.gov|accessdate=8 March 2015|date=2013-06-28}}</ref> ଋତୁସ୍ରାବ ସାଧାରଣତଃ ୨ରୁ ୭ ଦିନ ପର୍ଯ୍ୟନ୍ତ ଲାଗିରହେ ।<ref name=Women2014Men/>
 
<!-- ଋତୁଚକ୍ର -->
୧୩ କ ଧାଡ଼ି:
ଋତୁସ୍ରାବ ସମୟରେ ଅନେକ ସମସ୍ୟା ଜାତ ହୁଏ । <!-- <ref name=Women2014Men/> --> ବ‌ୟସ ୧୫ ସୁଦ୍ଧା ଋତୁସ୍ରାବ ନ ହେଲେ କିମ୍ବା ୯୦ ଦିନ ପର୍ଯ୍ୟନ୍ତ ଋତୁସ୍ରାବ ନ ହେଲେ ସେହି ଅବସ୍ଥାକୁ [[ଆମେନୋରିଆ]] କୁହାଯାଏ । <!-- <ref name=Women2014Men/> --> [[ଗର୍ଭାବସ୍ଥା]]ରେ ଓ [[ସ୍ତନ୍ୟପାନ]]ର ପ୍ରଥମ କିଛି ମାସରେ ଋତୁସ୍ରାବ ହୁଏ ନାହିଁ । <!-- <ref name=Women2014Men/> --> ଏହାର ସମସ୍ୟା: [[ଡିସମେନିରିଆ|ଯନ୍ତ୍ରଣାଦାୟକ ଋତୁସ୍ରାବ]] ଓ [[ଅସାଧାରଣ ଋତୁସ୍ରାବ]] ଯେପରିକି ଋତୁଚକ୍ର ମଝିରେ ହୁଏ ବା ଅତ୍ୟଧିକ ଋତୁସ୍ରାବ ହୁଏ । । <ref name=Women2014Men/> କେତେକ ସ୍ତନ୍ୟପାୟୀ ଜୀବମାନଙ୍କର ମଧ୍ୟ ଋତୁସ୍ରାବ ହୁଏ ଯେପରିକି [[ବାଦୁଡ଼ି]] ଓ [[ମାଙ୍କଡ଼]] ପ୍ରଜାତି । <ref name=Kris2013>{{cite book|author1=Kristin H. Lopez|title=Human Reproductive Biology|date=2013|publisher=Academic Press|isbn=9780123821850|page=53|url=https://books.google.ca/books?id=M4kEdSnS-pkC&pg=PA53}}</ref>
 
{{^|ପ୍ରତିଶବ୍ଦ - ମାସିକିଆ, ପିରିଅଡ଼; ଇଂରାଜୀରେ monthly, period<ref name="Logan_1997">{{cite book| last = Logan | first = Carolyn| url = http://books.google.com/?id=SAY5idFoyS8C&pg=PA41&dq=euphemism+period+menstruation#v=onepage&q=euphemism%20period%20menstruation&f=false | title = Counterbalance: Gendered Perspectives on Writing and Language | chapter = Take Your Choice | page = 41 | isbn = 1551111276| date = April 15, 1997 | accessdate = February 18, 2013}}</ref><ref name="Jurgens_1992">{{cite book| last1 = Jurgens | first1 = Janice J.| last2 = Powers| first2 = Bethel A.| editor = Sampselle, Carolyn M. | url = http://books.google.com/?id=gxfwNBgvi30C&pg=PA37&dq=euphemism+period+menstruation#v=onepage&q=euphemism%20period%20menstruation&f=false| title = Violence Against Women: Nursing Research, Education, and Practice Issues | chapter = An Exploratory Study of the Menstrual Euphemisms, Beliefs and Taboos of Head Start Mothers | page = 37| isbn = 1560322179| year = 1992| accessdate = February 18, 2013}}</ref>
ଏହା ପ୍ରଥମ ଯୌନ ପୂର୍ଣ୍ଣତା ପ୍ରାପ୍ତ ସମୟରୁ ଋତୁସ୍ରାବ ଆରମ୍ଭ ହୋଇ ଋତୁ ବିରତି ପର୍ଯ୍ୟନ୍ତ ଚାଲୁ ରହେ । ଋତୁ ବିରତି ହେଲେ ପ୍ରଜନନ କ୍ଷମତାର ଅନ୍ତ ହେବ ଧରାଯାଏ । <br />
ମହିଳାଙ୍କର ଗର୍ଭାଧାନ ସମୟରେ ଓ ଛୁଆକୁ ସ୍ତନ୍ୟପାନ କରେଇବା ସମୟରେ ଋତୁସ୍ରାବ ବନ୍ଦ ରହେ । ଏହି ସମସ୍ତ ଅଭାବରେ ଯଦି ଋତୁସ୍ରାବ ୯୦ ଦିନରୁ ବେଶୀ ସମୟ ଧରି ନ ହୁଏ ତେବେ ଡାକ୍ତରୀ ପରୀକ୍ଷା ଆବଶ୍ୟକ ହୁଏ କାରଣ ଅନେକ କିସମର ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜେ ।}}
 
== ସମ୍ୟକ ଦୃଷ୍ଟିପାତ ==
[[File:MenstrualCycle2 en.svg|thumb|right|350px|[[Menstrual cycle]]]]
ନିୟମିତ ଋତୁସ୍ରାବ ପ୍ରାୟ ୩ରୁ ୫ ଦିନ ପର୍ଯ୍ୟନ୍ତ ହୁଏ କିନ୍ତୁ ୨ରୁ ୭ ଦିନ ପର୍ଯ୍ୟନ୍ତ ସାଧାରଣ<ref name="US-typical">{{cite web|title=Menstruation and the Menstrual Cycle|url=http://www.4woman.gov/faq/menstru.htm#4|accessdate=11 June 2005|publisher=Womenshealth.gov|date=November 2002|archiveurl=http://web.archive.org/web/20070302205256/http://www.4woman.gov/faq/menstru.htm|archivedate=2 Mar 2007}}</ref> ବୋଲି ଧରାଯାଏ । ଋତୁସ୍ରାବର ପ୍ରଥମ ଦିନଠାରୁ ଆରମ୍ଭ କରି ପରବର୍ତ୍ତୀ ଋତୁସ୍ରାବ ଆରମ୍ଭ ପର୍ଯ୍ୟନ୍ତ ସମୟକୁ ଋତୁ ଚକ୍ର ([[:en:Menstrual cycle|Menstrual cycle]]) କୁହାଯାଏ । ଏହା ୨୮ ଦିନ ସମୟ ନିଏ କିନ୍ତୁ ୨୧ରୁ ୩୫ ଦିନ ସମୟକୁ ସାଧାରଣ (Normal) <ref>{{cite web|last=American Congress of Obstetricians and Gynecologists|title=Menstruation in girls and adolescents: Using the menstrual cycle as a vital sign|url=http://www.acog.org/Resources_And_Publications/Committee_Opinions/Committee_on_Adolescent_Health_Care/Menstruation_in_Girls_and_Adolescents_-_Using_the_Menstrual_Cycle_as_a_Vital_Sign|publisher=ACOG}}</ref> ବୋଲି ଧରାଯାଏ । କୁଆଁରୀ ସମୟରେ ୨୧ରୁ ୪୫ ଦିନ ପର୍ଯ୍ୟନ୍ତ ଋତୁ ଚକ୍ର ହୋଇ ପାରେ । ଋତୁସ୍ରାବ ପୂର୍ବରୁ ସ୍ତନ ପୀଡ଼ା ଫୁଲା ଓ ବ୍ରଣ ଇତ୍ୟଦି ଲକ୍ଷଣମାନଙ୍କୁ ଋତୁସ୍ରାବ ପୂର୍ବ ମୋଲିମିନା ([[:en:Premenstrual '''molimina'''|Premenstrual '''molimina''']])<ref>https://en.wiktionary.org/wiki/molimina</ref> କୁହାଯାଏ । <br />
ସାଧାରଣତଃ ଋତୁସ୍ରାବ ପରିମାଣ ୩୫ ମିଲି.ଲି (ବଡ଼ ଚା ଚାମଚରେ ୨.୪ ଚାମଚ) ହୋଇଥିଲେ ମଧ୍ୟ ୧୦ରୁ ୮୦ ମିଲି.ଲି ପରିମାଣକୁ ନର୍ମାଲ ବା ସାଧାରଣ ବୋଲି ଧରାଯାଏ । ଏହି ସ୍ରାବକୁ ଋତୁ ତରଳ ପଦାର୍ଥ କହିବା ଅଧିକ ସମିଚୀନ ହେବ । ଏହି ପଦାର୍ଥରେ କିଛି ପରିମାଣ ରକ୍ତ, ଜରାୟୁ ମୂଖର ଝିଲ୍ଲୀ, ଜୋନୀପଥ ସ୍ରାବ, ଓ ଜରାୟୁର ଭିତର ଆସ୍ତରଣର ତନ୍ତୁ ଥାଏ । ଏହି ସ୍ରାବର ରଙ୍ଗ ବ୍ରାଉନ ଲାଲ ହୁଏ, ଶୀରା ରକ୍ତଠାରୁ ଟିକିଏ ଗାଢ଼ ।
== ଶାରୀରିକ ଅନୁଭୁତି ==
ମହିଳାମାନଙ୍କର ଋତୁଚକ୍ର ସମୟରେ ହରମୋନ କମ ବେଶି ହେବା ଯୋଗୁ କେତେକ ଶାରୀରିକ ଲକ୍ଷଣ ଦେଖାଯାଏ । [[ଋତୁସ୍ରାବ]] ସମୟରେ ଓ ପୂର୍ବରୁ [[ଜରାୟୁ]]ର ମାଂସପେଶୀ ସଙ୍କୋଚନ ହେତୁ [[କ୍ରାମ୍ପ]] ହୁଏ ଓ ଯନ୍ତ୍ରଣା ହୁଏ । କେତେକ ମହିଳା ଥକ୍କା ଅନୁଭବ କରନ୍ତି, ସ୍ତନ ଦରଜ ହୁଏ, ବାନ୍ତି ଲାଗେ ଓ ଯୌନ ଇଚ୍ଛାରେ ପରିବର୍ତ୍ତନ ହୁଏ । ଜଳୀୟ ଅଂଶ ଅଧିକ ହେବାରୁ ସ୍ତନ ଫୁଲି ଯାଏ ଓ ଅଶ୍ୱସ୍ତି ଲାଗେ । ଏହି ଅନୁଭୁତି ଗୁଡ଼ିକ ବହୁତ କମ ହୁଏ । କମ ପରିମାଣର ଲୁଣ, କେଫିନ ଓ ମଦ୍ୟପାନ କରିବା ସହ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଖାଇବା ଦ୍ୱାରାଏହି ଲକ୍ଷଣ କମିଯାଏ <ref>{{cite web|title=Water retention: Relieve this premenstrual symptom|url=http://www.mayoclinic.com/health/water-retention/WO00130|publisher=Mayo Clinic|accessdate=20 September 2011}}</ref>। ଏହି ଲକ୍ଷଣ ସମୁହ ସବୁ ଋତୁସ୍ରାବ ସମୟରେ ସମାନ ଅନୁଭୁତ ହୁଏ ନାହିଁ ଓ ସବୁ ମହିଳାଙ୍କର ସମାନ ଅନୁଭୁତି ହୁଏ ନାହିଁ । ଏହା ଯୋଗୁ ଦୈନନ୍ଦିନ କାର୍ଯ୍ୟରେ ବାଧା ହେଲେ ତାହାକୁ [[ପ୍ରିମେନସ୍ଟ୍ରୁଆଲ ଡିସଫୋରିକ ଡିଜଅର୍ଡର]] ([[:en:premenstrual dysphoric disorder|premenstrual dysphoric disorder]]) କହନ୍ତି । <br />
 
== ଆଧାର ==
"https://or.wikipedia.org/wiki/ଋତୁସ୍ରାବ"ରୁ ଅଣାଯାଇଅଛି