"ସଚିନ ବେହେରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବନାନ ସୁଧାର
ଟିକେ Bot: Automated text replacement (-ଵ +ୱ)
 
୫ କ ଧାଡ଼ି:
 
== ଗିନିଜ୍ ବୁକ୍ସ ଅଫ୍ ରେକର୍ଡସରେ ସ୍ଥାନ ==
୨୦୧୯ ମସିହାରେ ବିଶେଷଜ୍ଞ ଏବଂ ସ୍ୱୀକୃତିପ୍ରାପ୍ତ ସମୟ ଜଗୁଆଳିଙ୍କ ଉପସ୍ଥିତିରେ ସେ ବିଶ୍ୱର ସର୍ବାଧିକ ୧୩୭ ଫୁଲ କଣ୍ଟାକ୍ଟ ନି ଷ୍ଟ୍ରାଇକ୍ (ପୂର୍ଣ୍ଣ ଆଣ୍ଠୁଆ) ମାରିଥିଲେ । ସ୍ଵୀକୃତିସ୍ୱୀକୃତି ପାଇଁ ଏହାର ଭିଡିଓ ଗିନିଜ ବୁକ୍ସ ଅଫ ରେକର୍ଡସ କର୍ତୃପକ୍ଷଙ୍କ ପାଖକୁ ପଠାଇଥିଲେ । ଗିନିଜ କର୍ତୃପକ୍ଷ ଏହି ଭିଡିଓକୁ ତର୍ଜମା କରି ଜୁନ ୧୫ ତାରିଖରେ ଏହାକୁ ଲିଖିତ ଭାବେ ସ୍ୱୀକୃତି ପ୍ରଦାନ କରିଥିଲେ । ଖୁବଶୀଘ୍ର ତାଙ୍କୁ ଏହାର ପ୍ରମାଣପତ୍ର ମିଳିବ ବୋଲି ଇମେଲ ଜରିଆରେ ସଚିନଙ୍କୁ ଜଣାଇ ଦେଇଥିଲେ ।<ref>{{Cite web|url=http://sambad.in/sports/guinis-record-for-new-odiya-sachin-after-satyapir-403157/|title=ଗିନିଜ୍ ରେକର୍ଡ୍ସରେ ଆଉ ଜଣେ ଓଡ଼ିଆ:ସତ୍ୟପୀରଙ୍କ ପରେ ସଚିନ|date=2019-07-23|website=Sambad|language=en-US|access-date=2019-07-30}}</ref>
 
== ଆଧାର ==