"ଚନ୍ଦ୍ରଶେଖର ଭେଙ୍କଟ ରମଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ Regular Character Changes
୩୩ କ ଧାଡ଼ି:
}}
 
'''ସାର୍ ଚନ୍ଦ୍ରଶେଖର ଭେଙ୍କଟ ରମଣ''' (୭ ନଭେମ୍ବର ୧୮୮୮ - ୨୧ ନଭେମ୍ବର ୧୯୭୦) ଜଣେ [[ଭାରତ|ଭାରତୀୟ]] ପଦାର୍ଥ ବିଜ୍ଞାନୀ ଥିଲେ । ୧୯୩୦ ମସିହାରେ ଆଲୋକ ପ୍ରତିସରଣ ଉପରେ ଗବେଷଣା ‍‌([[ରମଣ ପ୍ରଭାବ]]) ପାଇଁ ନୋବେଲ ପୁରସ୍କାର ପ୍ରଦାନ କରଯାଇଥିଲା । ସେ ଆବିଷ୍କାର କରିଥିଲେ ଯେ ଆଲୋକ ରଶ୍ମି ଯେତେବେଳେ ଗୋଟିଏ ସ୍ଵଚ୍ଛ ପଦାର୍ଥ ଦେଇ ଅତିିିିକ୍ରମ କରେ , କିଛି ଆଲୋକ ରଶ୍ମି ବିଚ୍ଛୁରିତ ହୋଇଯାନ୍ତି ଏବଂ ତାଙ୍କର ଦୈର୍ଘ୍ୟ ଓ ବିସ୍ତୃତି ରେ ପରିବର୍ତ୍ତନ ହୁଏ ।ଏହି ପ୍ରତ୍ୟକ୍ଷ ଭାବେ ପରିପ୍ରକାଶ ଘଟଣା କୁଘଟଣାକୁ ରମଣ ବିିିିଚ୍ଛୁରଣ କୁହାଯାଏ, ଯାହାକି ରମଣ ପ୍ରଭାବ ଦ୍ଵାରାପ୍ରଭାବଦ୍ଵାରା ହୋଇଥାଏ । ୧୯୫୪ ରେ୧୯୫୪ରେ ଭାରତ ସରକାର ତାଙ୍କୁ ଭାରତ ରତ୍ନ ସମ୍ମାନ ରେସମ୍ମାନରେ ସମ୍ମାନିତ କରିଥିଲେ ।
 
==ପ୍ରାରମ୍ଭିକ ଜୀବନ ଓ ଶିକ୍ଷା ==
ସି.ଭି ରମଣ ତିରୁଚିରାପଲ୍ଲୀ, ତାମିଲନାଡୁ ରତାମିଲନାଡୁର ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଚନ୍ଦ୍ରଶେଖର ରାମନାଥନ୍ ଅୟର ଗଣିତ ଓ ଭୌତିକ ବିଜ୍ଞାନ ରବିଜ୍ଞାନର ଅଧ୍ୟାପକ ଥିଲେ ।ତାଙ୍କ ମା ପାର୍ବତୀ ଅମ୍ବଳ ଜଣେ ସଂସ୍କୃତ ପରିବାର ରପରିବାରର ମହିଳା ଥିଲେ।
 
ତାଙ୍କ ପିତା ୧୮୯୨ ରେ୧୮୯୨ରେ ଶ୍ରୀମତୀ ଏ ବି ଏନ୍ କଲେଜ, ବିଶାଖାପଟନମ୍ ରେବିଶାଖାପଟନମ୍ରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ ,ତେଣୁ ତାଙ୍କର ପ୍ରାରମ୍ଭିକ ଶିକ୍ଷା ସେଠାକାର ଏସ୍ ଏ ଏଙ୍ଗ୍ଲୋ ଇଣ୍ଡିଆନ ଉଚ୍ଚ ବିଦ୍ୟାଳୟ ରେବିଦ୍ୟାଳୟରେ ହୋଇଥିଲା ।
 
ମାତ୍ର ୧୨ ବର୍ଷ ବୟସରେ ସେ ମାଟ୍ରିକ ପରୀକ୍ଷା ରେପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ୧୪ ବର୍ଷ ବୟସରେ ଯୁକ୍ତ ଦୁଇ ପରୀକ୍ଷା ରେପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୦୨ ରେ୧୯୦୨ରେ ସେ ମାଡ୍ରାସର ପ୍ରେସିଡେନ୍ସି କଲେଜରେ ଯୋଗ ଦେଲେ । ପରେ ସେ ମାଡ୍ରାସ ବିଶ୍ୱବିଦ୍ୟାଳୟରେ ପଢି ସେଠାରୁ ବି ଏ ଡିଗ୍ରୀ ହାସଲ କଲେ ।ସେଠାରେ ସେ ଭୌତିକ ବିଜ୍ଞାନ ରେବିଜ୍ଞାନରେ ପ୍ରଥମ ହେଲେ ଏବଂ ତାଙ୍କୁ ସୁନା ପଦକ ଦିଆଗଲା । ୧୯୦୭ ରେ୧୯୦୭ରେ ସେ ମାଡ୍ରାସ ବିଶ୍ୱବିଦ୍ୟାଳୟ ରୁବିଶ୍ୱବିଦ୍ୟାଳୟରୁ ଏମ୍ ଏସ୍ ସି ଡିଗ୍ରୀ ହାସଲ କଲେ ।
 
==କର୍ମମୟ ଜୀବନ==