"ଚନ୍ଦ୍ରଗୁପ୍ତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
୩୦ କ ଧାଡ଼ି:
 
 
ସିଂହଳୀ ବୌଦ୍ଧ ପରମ୍ପରା ଅନୁଯାୟୀ, ଚନ୍ଦ୍ରଗୁପ୍ତ ଙ୍କଚନ୍ଦ୍ରଗୁପ୍ତଙ୍କ ପିତା - ସେହି ସମୟର ମୌର୍ଯ୍ୟ ବଂଶ ରବଂଶର ପ୍ରମୁଖ - ଏକ ଯୁଧ୍ୟ ରେଯୁଧ୍ୟରେ ପ୍ରାଣ ହରାଇଥିଲେ - ଯେବେ ତାଙ୍କ ମା ଗର୍ଭବତୀ ଥିଲେ । ତାଙ୍କ ମା ପୁଷ୍ପା-ପୁର (ବସ୍ତୁତଃ : "ପୁଷ୍ପା ନଗରୀ") ସହର କୁସହରକୁ ନିଜ ଭାଇଙ୍କ ସହାୟତାରେ ଖସି ପଳେଇ ଥିଲେ । ଏହି ସହର ରସହରର ପରିଚୟ ପାଟଳୀପୁତ୍ର ସହ କରାଯାଏ, ଯେଉଁଟା କି କୁସୁମ-ପୁର (ଯାହାକୁ "ଫୁଲ ସହର" ଭି କୁହା ଯାଏ) ନାମରେ ମଧ୍ୟ ପରିଚିତ । ତାଙ୍କ ସୁରକ୍ଷା ପାଇଁ, ଚନ୍ଦ୍ରଗୁପ୍ତ ଙ୍କଚନ୍ଦ୍ରଗୁପ୍ତଙ୍କ ମାମୁଁ ତାଙ୍କୁ ଏକ ଗୌଶାଳା କୁଗୌଶାଳାକୁ ନେଇ ଗଲେ, ଯେଉଁଠି ତାଙ୍କୁ ଏକ ଗୋପୀ ପାଳନ ପୋଷଣ କରିଥିଲେ । ଚନ୍ଦ୍ରଗୁପ୍ତ ବଡ଼ ହେଲା ପରେ ସେ ଗୋପୀ ତାଙ୍କୁ ଏକ ଶିକାରୀ କୁଶିକାରୀକୁ ବିକି ଦେଲେ, ଯେ କି ତାଙ୍କୁ ଗୋରୁ-ଗାଈ ଙ୍କଗାଈଙ୍କ ପାଳନ କରିବା କାମ ରେକାମରେ ଲଗେଇ ଦେଲେ ।
 
==ସାମ୍ରାଜ୍ୟ ପ୍ରତିଷ୍ଠା==