"ଉଦ୍ଭିଦ ବିଜ୍ଞାନ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Replacing ଵ with ୱ |
ଟିକେNo edit summary |
||
୧ କ ଧାଡ଼ି:
[[ଫାଇଲ:Cycas rumphii BotGard1105MalePlantWithCone12.JPG|thumb|297x297_ପିକସେଲ|''ନଗ୍ନବୀଜୀ'' ''Cycas rumphii''|alt=]]
[[ବିଜ୍ଞାନ|ବିଜ୍ଞାନର]] ଯେଉଁ ବିଭାଗରେ [[ଉଦ୍ଭିଦ]] ତଥା ସେମାନଙ୍କ ବିଶେଷତ୍ୱ ବିଷୟରେ ଅଧ୍ୟୟନ କରାଯାଏ ତାହାକୁ '''ଉଦ୍ଭିଦବିଜ୍ଞାନ''' କୁହାଯାଏ । ଏହି ବିଷୟକୁ ଅଧ୍ୟୟନ କରୁଥିବା ବୈଜ୍ଞାନିକ ମାନଙ୍କୁ '''ଉଦ୍ଭିଦବି଼ଜ୍ଞାନୀ''' ବା '''ଉଦ୍ଭିଦବି଼ଜ୍ଞାନବିତ୍''' (Botanist) କୁହାଯାଏ । ଇଂରାଜୀରେ ଏହି ବିଷୟକୁ Botany (ଗ୍ରୀକ୍ ଶବ୍ଦ ''botanē''ରୁ ଆନୀତ) କୁହାଯାଏ । ଉଦ୍ଭିଦବିଜ୍ଞାନୀ ମାନେ ସଧାରଣରେ ଦେଖାଯାଉଥିବା [[ଗଛ]], ଲତାଙ୍କ ବ୍ୟତୀତ [[ଶୈବାଳ]] ଓ [[ଫିମ୍ପି]]ଙ୍କୁ ମଧ୍ୟ ଅଧ୍ୟୟନ କରିଥାନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୧,୦୬୪,୦୩୫ଟି ଉଦ୍ଭିଦ ପ୍ରଜାତି ଆବିଷ୍କାର କରାଯାଇଅଛି। ଏଥିମଧ୍ୟରୁ ୩୫୦,୬୯୯ଟି ପ୍ରଜାତିକୁ ପ୍ରକୃତ [[ପ୍ରଜାତି]]<nowiki/>ର ମାନ୍ୟତା ଦିଆଯାଇଛି।<ref>{{Cite web|url=http://www.theplantlist.org/|title=The Plant List|last=|first=|date=|website=|archive-url=|archive-date=|dead-url=|access-date=November 22, 2018}}</ref>
Line ୨୦ ⟶ ୧୯:
୧୬୬୫ ମସିହାରେ ରବର୍ଟ୍ ହୂକ୍ ( Robert Hooke) ସ୍ୱବିକଶିତ [[ଅଣୁବିକ୍ଷଣ ଯନ୍ତ୍ର]]ଦ୍ୱାରା ଉଦ୍ଭିଦ ବକ୍କଳ (କର୍କ)କୁ ଅନୁଧ୍ୟାନ କରି ଅନେକ ଛୋଟ ଛୋଟ କୋଠରୀ ପରି ଆକୃତି ପାଇଥିଲେ। ପରେ ସେ ସମାକୃତି ଆକାର ଜୀବନ୍ତ ଉଦ୍ଭିଦ ଅଂଗରେ ପାଇଥିଲେ। ଏହି ଛୋଟ କୋଠରୀକୁ [[ଜୀବକୋଷ]] (cell) କୁହାଗଲା। ଜୀବକୋଷ ହେଉଛି ପ୍ରତ୍ୟେକ ଜୀବନ୍ତ ପ୍ରାଣୀର ଏକକ।
୧୮ଶହ ଶତାଦ୍ଧୀରେ ଇଉରୋପ ଉଦ୍ୟାନ ମାନଙ୍କରେ ଫୁଲଗଛ ମାନଙ୍କ ଚିହ୍ନଟ, ବର୍ଗୀକରଣ ଏବଂ ନାମକରଣର ଆବଶ୍ୟକତା ପଡିଥିଲା। ବୈଜ୍ଞାନିକ ପଦ୍ଧତିରେ ଉଦ୍ଭିଦ ଶ୍ରେଣୀଭୁକ୍ତ କରିବା କାର୍ଯରୁ ଆଧୁନିକ ଉଦ୍ଭିଦବିଜ୍ଞାନର ଅୟମାରମ୍ଭ ହୋଇଥିଲା। ଜନ୍
ବ୍ରିଟିଶ୍ ଶାସନ କାଳରେ ଅନେକ ଇଉରେପୀୟ ଉଦ୍ଭିଦବି଼ଜ୍ଞାନୀ ଭରତୀୟ ଉପମହଦେଶର ଉଦ୍ଭିଦ ସମୂହକୁ ଅଧ୍ୟୟନ କରିଥିଲେ। ସେମାନଙ୍କ ମଧ୍ୟରୁ ୱିଲିୟମ୍ ରକ୍ସବର୍ଗ୍ଙ୍କ ଉଲ୍ଲେଖନୀୟ ଅବଦାନ ଯୋଗୁଁ ତାଙ୍କୁ ଭାରତର ଉଦ୍ଭିଦବିଜ୍ଞାନର ଜନକ ବୋଲି କୁହାଯାଏ।<ref>[https://www.nature.com/articles/2071234a0 Dr. William Roxburgh : The Father of Indian Botany]</ref> ସେହିପରି ଜେ ଡି ହୁକର ୧୯୬୦ ମସିହାରେ '''ଫ୍ଲୋରା ଅଫ୍ ବ୍ରିଟିଶ୍ ଇଣ୍ଡିଆ''' ପୁସ୍ତକ ପ୍ରକାଶ କରିଥିଲେ।
|