"ବ୍ରହ୍ମା ମନ୍ଦିର, ବିନ୍ଦୁସାଗର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
No edit summary
୧ କ ଧାଡ଼ି:
{{prettyurl|Lingaraja temple}}
'''ବ୍ରହ୍ମା ମନ୍ଦିର , ବିନ୍ଦୁସାଗର , '''ଭାରତୀୟ ରାଜ୍ୟ ଓଡ଼ିଶାର ରାଜଧାନୀ ତଥା ମନ୍ଦିରମାଳ ନଗରି [[ଭୁବନେଶ୍ୱର]]ରେ ଅବସ୍ଥିତ । ଏହା [[ବିନ୍ଦୁସାଗର]] ପୁଷ୍କରିଣୀର ପୂର୍ବ  ତଟ ନିକଟରେ ଅବସ୍ଥିତ । [[ଲିଙ୍ଗରାଜ ମନ୍ଦିର]] ରାସ୍ତାରେ ଗଲେ ଏହି ମନ୍ଦିରକୁ ପହଞ୍ଚି ହୁଏ । 
{{Infobox Mandir
|name = ବ୍ରହ୍ମା ମନ୍ଦିର, ବିନ୍ଦୁସାଗର‌
|image = Brahma_Temple_on_the_East_Bank_of_Bindusagar_at_Bhubaneswar_Mar_2017.jpg
|image_size = frameless
|alt =
|caption =
|pushpin_map =
|latd = | latm = | lats = | latNS = N
|longd= | longm= | longs =| longEW = E
|coordinates_region = <!-- See [[ISO 3166-1 alpha-2]]: IN for India, ... -->
|coordinates_display = title
|coordinates_footnotes=
|map_caption =
|map_size = 250
|other_names =
|script_name = <!--Enter name of local script used-->
|script = <!--Enter the template name in the local script used -->
|country = [[ଭାରତ]]
|state/province = [[ଓଡ଼ିଶା]]
|district = [[ଖୋର୍ଦ୍ଧା ଜିଲା|ଖୋର୍ଦ୍ଧା]]
|locale = [[ଭୁବନେଶ୍ୱର]]
|elevation_m =
|elevation_footnotes =
|primary_deity =
|important_festivals =
|architectural_styles =
|number_of_temples =
|number_of_monuments =
|inscriptions =
|date_built =
|creator =
|temple_board =
|website =
}}
 
'''ବ୍ରହ୍ମା ମନ୍ଦିର , ବିନ୍ଦୁସାଗର , '''ଭାରତୀୟ ରାଜ୍ୟ ଓଡ଼ିଶାର ରାଜଧାନୀ ତଥା ମନ୍ଦିରମାଳ ନଗରି [[ଭୁବନେଶ୍ୱର]]ରେ ଅବସ୍ଥିତ ।<ref name="Kusy2016">{{cite book|author=Frank Kusy|title=Dial and Talk Foreign at Once: Frank's Travel Memoirs, #3|url=https://books.google.com/books?id=ApmUDwAAQBAJ&pg=PT68|date=10 December 2016|publisher=Grinning Bandit Books|isbn=978-0-9934047-1-9|pages=68–}}</ref> ଏହା [[ବିନ୍ଦୁସାଗର]] ପୁଷ୍କରିଣୀର ପୂର୍ବ  ତଟ ନିକଟରେ ଅବସ୍ଥିତ ।<ref>{{cite web |title=Brahma Temple, Old Town, Bhubaneswar |url=http://ignca.gov.in/online-digital-resources/archaeological-sites/orissa/brahma-temple-old-town-bhubaneswar/ |website=http://ignca.gov.in |publisher=Indira Gandhi National Center For The Arts, Ministry of Culture, Govt of India |accessdate=5 September 2019}}</ref> [[ଲିଙ୍ଗରାଜ ମନ୍ଦିର]] ରାସ୍ତାରେ ଗଲେ ଏହି ମନ୍ଦିରକୁ ପହଞ୍ଚି ହୁଏ । 
 
== ପ୍ରବାଦ ==
ଲୋକ ମୁଖରେ କଥିତ ଅଛି [[ବ୍ରହ୍ମା]] ଭୁବନେଶ୍ୱରକୁ ଆସି ମହାଦେବ ଲିଙ୍ଗରାଜଙ୍କ ଅଧିଷ୍ଠାନ ଉତ୍ଶାବରେଉତ୍ସବରେ ଯୋଗ ଦେଇଥିଲେ । ତାଙ୍କୁ ଏଠାରେ ସ୍ଥାୟୀ ଭାବରେ ରହିଯିବାକୁ ଅନୁରୋଧ କରାଯିବାରୁ ସେ ପ୍ରତି ବର୍ଷ ଚୈତ୍ର ମାସରେ ଅଶୋକାଷ୍ଟମୀ ଯାତ୍ରା ପାଇଁ ଆସିବାକୁ ରାଜି ହେଇଥିଲେ । ପୁଣି ସେ ଲିଙ୍ଗରାଜଙ୍କ ରୁକୁଣା ରଥର ସାରଥି ମଧ୍ୟ ହେବାକୁ କଥା ଦେଇଥିଲେ । ତେଣୁ ତାଙ୍କ ସମ୍ମାନାର୍ଥେ ବିନ୍ଦୁସାଗର ନିକଟରେ ତାଙ୍କର ମନ୍ଦିର ନିର୍ମାଣ କରା ଯାଇଥିଲା । ଲିଙ୍ଗରାଜ ମନ୍ଦିରକୁ ଦର୍ଶନ ଆସିବା ବେଳେ ଏହି ମନ୍ଦିର ଓ ଅନନ୍ତ ବାସୁଦେବ ମନ୍ଦିର ମଧ୍ୟ ଦର୍ଶନ ନ କଲେ ଦର୍ଶନ ଅସମ୍ପୂର୍ଣ ରୁହେ ବୋଲି ଲୋକବିଶ୍ୱାସ ରହିଛି ।  
 
== ସ୍ଥାପତ୍ୟ ==
ପ୍ରାଚୀନ କଳିଙ୍ଗ ସ୍ଥାପତ୍ୟ କଳା ଅନୁସାରେ ଏହି ମନ୍ଦିରର ୧୫ ତମ ଶତାବ୍ଦୀରେ ନିର୍ମିତ ହେଇଥିଲା । ପରେ ତାହା ଭଗ୍ନ ଅବସ୍ଥାକୁ ଆସିବାରୁ ତାକୁ ଗଜପତିଙ୍କ ଅମଳରେ ପୁନରୁଢହରପୁନରୁଦ୍ଧାର କରାଯାଇଥିଲା । ଏହି ମନ୍ଦିରରେ ବ୍ରହ୍ମାଙ୍କ ଏକ ଚତୁର୍ଦ୍ଧା ମୂର୍ତି ସ୍ଥାପିତ ହେଇଅଛି । ଲିଙ୍ଗରାଜ ମନ୍ଦିରକୁ ଦର୍ଶନ ଆସିବା ବେଳେ ଏହି ମନ୍ଦିର ଓ ଅନନ୍ତ ବାସୁଦେବ ମନ୍ଦିର ମଧ୍ୟ ଦର୍ଶନ ନ କଲେ  ଦର୍ଶନ ଅସମ୍ପୂର୍ଣ ରାହିଜାଏ ।  
 
== ପୁନଶ୍ଚ ଦେଖଣା ==
* [[ବ୍ରହ୍ମା ମନ୍ଦିର, ପୁଷ୍କର|Brahma Temple at Pushkar]]
* [[ଭୁବନେଶ୍ୱରର ମନ୍ଦିର ମାନ|List of temples in Bhubaneswar]]
 
== ଆଧାର ==
{{ଆଧାର}}
 
== ବାହ୍ୟ ସଂଯୋଗ ସବୁ ==