"ଚନ୍ଦ୍ରଗୁପ୍ତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୨୮ କ ଧାଡ଼ି:
==ଜୀବନୀ ଆଧାରରେ==
==ପ୍ରାରମ୍ଭ ଜୀବନ==
 
 
ସିଂହଳୀ ବୌଦ୍ଧ ପରମ୍ପରା ଅନୁଯାୟୀ, ଚନ୍ଦ୍ରଗୁପ୍ତ ଙ୍କ ପିତା - ସେହି ସମୟର ମୌର୍ଯ୍ୟ ବଂଶ ର ପ୍ରମୁଖ - ଏକ ଯୁଧ୍ୟ ରେ ପ୍ରାଣ ହରାଇଥିଲେ - ଯେବେ ତାଙ୍କ ମା ଗର୍ଭବତୀ ଥିଲେ । ତାଙ୍କ ମା ପୁଷ୍ପା-ପୁର (ବସ୍ତୁତଃ : "ପୁଷ୍ପା ନଗରୀ") ସହର କୁ ନିଜ ଭାଇଙ୍କ ସହାୟତାରେ ଖସି ପଳେଇ ଥିଲେ । ଏହି ସହର ର ପରିଚୟ ପାଟଳୀପୁତ୍ର ସହ କରାଯାଏ, ଯେଉଁଟା କି କୁସୁମ-ପୁର (ଯାହାକୁ "ଫୁଲ ସହର" ଭି କୁହା ଯାଏ) ନାମରେ ମଧ୍ୟ ପରିଚିତ । ତାଙ୍କ ସୁରକ୍ଷା ପାଇଁ, ଚନ୍ଦ୍ରଗୁପ୍ତ ଙ୍କ ମାମୁଁ ତାଙ୍କୁ ଏକ ଗୌଶାଳା କୁ ନେଇ ଗଲେ, ଯେଉଁଠି ତାଙ୍କୁ ଏକ ଗୋପୀ ପାଳନ ପୋଷଣ କରିଥିଲେ । ଚନ୍ଦ୍ରଗୁପ୍ତ ବଡ଼ ହେଲା ପରେ ସେ ଗୋପୀ ତାଙ୍କୁ ଏକ ଶିକାରୀ କୁ ବିକି ଦେଲେ, ଯେ କି ତାଙ୍କୁ ଗୋରୁ-ଗାଈ ଙ୍କ ପାଳନ କରିବା କାମ ରେ ଲଗେଇ ଦେଲେ ।
 
==ସାମ୍ରାଜ୍ୟ ପ୍ରତିଷ୍ଠା==
===ପୂର୍ବଜୟ ଅଭିଯାନ ଏବଂ ନନ୍ଦ ସାମ୍ରାଜ୍ୟର ସମାପ୍ତି===