"ଶ୍ରେଣୀ:ଭୁବନେଶ୍ୱରର ହିନ୍ଦୁ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ବନାନ
No edit summary
୯ କ ଧାଡ଼ି:
| width="100pt" | '''ମନ୍ଦିରର ଛବି'''
| width="140pt" | '''ନିର୍ମାଣ ସମୟ'''
| width="400pt" | '''ଆଧାରିତ ଲୋକକଥା'''
|-
| [[ଐଶାଣେଶ୍ଵର ଶିବ ମନ୍ଦିର|ଐଶାନ୍ୟେଶ୍ଵର ଶିବ ମନ୍ଦିର]]
Line ୨୦ ⟶ ୧୯:
| [[ଫାଇଲ:Akhadachandi.JPG|100x100_ପିକସେଲ]]
| ଦଶମ ଶତାବ୍ଦୀ
| ଏହି ମନ୍ଦିରକୁ ବିନ୍ଦୁସାଗର ପୁଷ୍କରିଣୀ ପୂର୍ବ ଦିଗରେ ଘେରି ରହିଥିବା ବେଳେ ପଶ୍ଚିମରେ ମାର୍କଣ୍ଡେୟ ମନ୍ଦିର ଓ ଦକ୍ଷିଣରେ ବେସରକାରୀ ଗୃହ ସବୁ ରହିଛି । ମନ୍ଦିରର ଆରାଧ୍ୟ ଦେବତା ପୂର୍ବ ଦିଗକୁ ସାମ୍ନା କରି ରହନ୍ତି ।
|-
| [[ଅନନ୍ତ ବାସୁଦେବ ମନ୍ଦିର|ଅନନ୍ତ ବାସୁଦେବ ମନ୍ଦିର]]<br>
Line ୨୮ ⟶ ୨୬:
| [[ଫାଇଲ:Bhuvanesvar1025.jpg|149x149_ପିକସେଲ]]
| ତ୍ରୟୋଦଶ ଶତାବ୍ଦୀ
| ମନ୍ଦିରଟି ତ୍ରୟୋଦଶ ଶତାବ୍ଦୀ ରେ ନିର୍ମାଣ କରାଯାଇଥିଲା ଏବଂ ଏଠାରେ [[କୃଷ୍ଣ|ଶ୍ରୀକୃଷ୍ଣ]], [[ବଳରାମ|ଶ୍ରୀବଳରାମ]] ଓ [[ସୁଭଦ୍ରା|ଦେବୀ ସୁଭଦ୍ରା]]ଙ୍କର ପୂର୍ଣ୍ଣାୟବ ମୂର୍ତ୍ତି ପୂଜିତ ।<ref>{{Cite book|title=Rajput Architecture|last=Ghurye|first=G.S.|publisher=Popular Prakashan|year=2005|isbn=81-7154-446-0|pages=91}}</ref> ବଳରାମ ଏକ ସପ୍ତଫେଣୀ ସର୍ପ ତଳେ ଠିଆହୋଇଥିବାବେଳେ ଶ୍ରୀକୃଷ୍ଣ ଗଦା, ଚକ୍ର ଏବଂ ଚକ୍ର ଧାରଣ କରିଛନ୍ତି । ଏହି ମନ୍ଦିରଟି [[ଅନଙ୍ଗଭୀମ ଦେବ (ତୃତୀୟ)|ଅନଙ୍ଗଭୀମ ଦେବ (ତୃତୀୟ)]]ଙ୍କ କନ୍ୟା ଚନ୍ଦ୍ରିକାଦେବୀଙ୍କ ସମୟ ତଥା ରାଜା ଭାନୁଦେବଙ୍କ ରାଜୁତି କାଳରେ ନିର୍ମାଣ କରାଯାଇଥିଲା ।
|-
| [[ଅଷ୍ଟଶମ୍ଭୁ ମନ୍ଦିର]]<br>
Line ୩୬ ⟶ ୩୩:
| [[ଫାଇଲ:Astasambhu_Siva_Temple-I.jpg|100x100_ପିକସେଲ]]
| ଦଶମ ଶତାବ୍ଦୀ
|ଉତ୍ତରେଶ୍ଵର ଶିବ ମନ୍ଦିର ବେଢାରେ ଏକାକାର ଏବଂ ଏକାକୃତିର ଆଠଟି ମନ୍ଦିର ଦେଖାଯାଏ ଏହି ମନ୍ଦିରମାନେ ଅଷ୍ଟଶମ୍ଭୁ ମନ୍ଦିରଭାବେ ଜଣା । 'ଅଷ୍ଟ' ଶବ୍ଦର ଅର୍ଥ ଆଠ ଏବଂ 'ଶମ୍ଭୁ' ଶିବଙ୍କର ଅନ୍ୟେକ ନାମ । ଏହି ମନ୍ଦିରମାନଙ୍କ ମଧ୍ୟରୁ ପାଞ୍ଚୋଟି ସମାନ୍ତରାଳରେ ନିର୍ମିତ, ଏଣୁ ଏମାନଙ୍କୁ 'ପଞ୍ଚୁପାଣ୍ଡଵ' କୁହାଯାଏ ।
|-
| [[ଭାରତେଶ୍ୱର ମନ୍ଦିର|ଭରତେଶ୍ୱର ମନ୍ଦିର]]