"ଅପସ୍ମାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ fixing spaces
ଅଧିକ ତ‌ଥ୍ୟ ଦିଆଗଲା
୧୩ କ ଧାଡ଼ି:
'''ଅପସ୍ମାର''' ବାତ ଗୋଟିଏ ଦୀର୍ଘସ୍ଥାୟୀ ସ୍ନାୟୁ ବ୍ୟତିକ୍ରମ ରୋଗ ଯେଉଁଥିରେ ବାତ ଗୋଟିଏ ପ୍ରମୁଖ ଲକ୍ଷଣ ।<ref name=NEJM2003>{{cite journal | author = Chang BS, Lowenstein DH | title =Epilepsy | year = 2003 | journal = N. Engl. J. Med. | volume = 349 | issue = 13 | pages = 1257–66 | doi = 10.1056/NEJMra022308 | pmid = 14507951}}</ref><ref name=Fisher2014>{{cite journal |last=Fisher |first=Robert S |author2=Acevedo, C; Arzimanoglou, A; Bogacz, A; Cross, JH; Elger, CE; Engel J, Jr; Forsgren, L; French, JA; Glynn, M; Hesdorffer, DC; Lee, BI; Mathern, GW; Moshé, SL; Perucca, E; Scheffer, IE; Tomson, T; Watanabe, M; Wiebe, S |title=ILAE Official Report: A practical clinical definition of epilepsy |journal=Epilepsia |date=April 2014 |volume=55 |issue=4 |pages=475–82 |pmid=24730690 |doi=10.1111/epi.12550 |url=http://www.ilae.org/Visitors/Centre/documents/Definition2014-RFisher.pdf}}</ref> ଏହା [[:en:Epilesy|ଏପିଲେପ୍ସି]] ନାମରେ ମଧ୍ୟ ପରିଚିତ ଯାହା ସଳ୍ପ କାଳୀନ ବା ପ୍ରାୟ ଅଣଚିହ୍ନଟ ହୋଇପାରେ ବା ସେଥିରେ ଦୀର୍ଘ ସମୟ ଧରି ପ୍ରବଳ କମ୍ପନ ହୋଇପାରେ ।<ref name=WHO2016/> ଏହା ଫଳରେ ଶାରୀରିକ କ୍ଷତି ଯେପରିକି [[ଅସ୍ଥି ଭଗ୍ନ]] ହୋଇପାରେ । ବାତ ବାରମ୍ବାର ହୋଇପାରେ ଓ ଏହାର କୌଣସି ଅନ୍ତର୍ନିହିତ କାରଣ ନ ଥାଏ ।<ref name=NEJM2003/> କେତେକ ସଂଜ୍ଞା ଅନୁସାରେ ବାତ ବାରମ୍ବାର ଓ ଉତ୍ତେଜନା ବିହୀନ ହେବା ଆବଶ୍ୟକ,<ref name="nejm-2003"/><ref name="who-2009"/><ref name="aan-patient">{{cite web | publisher = [[American Academy of Neurology]] | title = Patient Fact Sheet: Epilepsy | url = http://patients.aan.com/disorders/index.cfm?event=view&disorder_id=918 | accessdate = January 5, 2012}}</ref> ଅନ୍ୟ ମତ ଅନୁସାରେ ଗୋଟିଏ ଥର ବାତ ସହ ମସ୍ତିଷ୍କ କ୍ରିୟା ପରିବର୍ତ୍ତନ ଓ ଭବିଷ୍ୟତ ବାତ ସମ୍ଭାବନା ଅଧିକ ଥାଏ<ref name="Fisher2005"/> ବିଷକ୍ରିୟା ଯୋଗୁ ଉତ୍ପନ୍ନ ହେଉଥିବା ବାତକୁ ଅପସ୍ମାର ଶ୍ରେଣୀରେ ନିଆଯାଏ ନାହିଁ ।<ref name=Fisher2005/> ପୃଥିବୀର କେତେକ ଅଞ୍ଚଳରେ ଏହାକୁ [[ସାମାଜିକ କଳଙ୍କ]] ([[:en:stigma|stigma]]) କୁହାଯାଏ ।<ref name=WHO2016/>
୩୦ କ ଧାଡ଼ି:
ବାତ (Seizure/ Fits) ମାରିବା ସମୟରେ ଜିଭ ଅଗ ବା ଜିଭର ଦୁଇ ପାର୍ଶ୍ୱ କାମୁଡି ହୋଇଯାଏ । ଟନିକ-କ୍ଲୋନିକ ବାତ ହେଲେ ଜିଭର ଦୁଇ ପାର୍ଶ୍ୱ କାମୁଡା ହୁଏ, ଅଗ୍ର ଭାଗ ମଧ୍ୟ କାମୁଡି ହୋଇଯାଏ<ref>{{cite book|last=Engel|first=Jerome|title=Epilepsy : a comprehensive textbook|year=2008|publisher=Wolters Kluwer Health/Lippincott Williams & Wilkins|location=Philadelphia|isbn=9780781757775|pages=2797|url=http://books.google.ca/books?id=6Kq4Zt2KOpcC&pg=PA2797|edition=2nd ed.}}</ref> ।
== କାରଣ ==
ଅପସ୍ମାର ବାତ ରୋଗ ନିର୍ଣ୍ଣୟ ନିମନ୍ତେ କୌଣସି ନିର୍ଣ୍ଣାୟାତ୍ମକ କାରଣ ନ ଥାଇ [[ବାତ]] ମାରିବା ଆବଶ୍ୟକ । ତଥାପି କେତେକ କ୍ଷେତ୍ରରେ କେତେକ ନିର୍ଦ୍ଦିଷ୍ଟ ଉତ୍ତେଜକ([[:en:Trigger|Trigger]]) ଯୋଗୁ ବାତ(Fits/ Seizure) ମାରେ ଯେଉଁମାନଙ୍କୁ ସ୍ୱତଃସ୍ଫୁର୍ତ୍ତ ଏପିଲେପ୍ସି କୁହାଯାଏ ([[:en:Reflex epilepsy|Reflex epilepsy]]) । ଉଦାହରଣ ସ୍ୱରୁପ ପଠନ ଏପିଲେପ୍ସିରେ ପଢିବା ଏକ ଟ୍ରିଗର କାମ କରେ । ଫ୍ଲାସିଙ୍ଗ ଆଲୋକ ଯୋଗୁ ଫଟୋସେନସିଟିଭ ଏପିଲେପ୍ସି ହୁଏ । ସ୍ୱତଃସ୍ଫୁର୍ତ୍ତ ଏପିଲେପ୍ସି ଥିଲେ ମଧ୍ୟ ଟ୍ରିଗର ଯୋଗୁ ଏପିଲେପ୍ସି ହୋଇପାରେ । ପିଲାମାନଙ୍କର ହାଇପରଭେଣ୍ଟିଲେସନ ଯୋଗୁ ଚାଇଲ୍ଡହୁଡ ଆବସେନ୍ସ୍ ଏପିଲେପ୍ସି ହୁଏ । ଫ୍ଲାସିଙ୍ଗ ଆଲୋକ ଓ ହାଇପରଭେଣ୍ଟିଲେସନ କରି ଇ.ଇ.ଜି.ଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ । ଅନ୍ୟ ଟ୍ରିଗରମାନଙ୍କର ନାମ: ଆବେଗ([[:en:Emotional stress|Emotional stress]]), ନିଦ୍ରାହୀନତା, ନିଦ୍ରା, ଉତ୍ତାପ, ଆଲକହଲ ଓ ଜ୍ୱର ଇତ୍ୟାଦି । ଟ୍ରିଗରମାନଙ୍କର ପ୍ରତିକ୍ରିୟା ଭିନ୍ନ ଭିନ୍ନ ହୋଇଥାଏ<ref name="Frucht2000">{{cite journal | author = Frucht MM, Quigg M, Schwaner C, Fountain NB. | title =Distribution of seizure precipitants among epilepsy syndromes | journal = Epilepsia | volume = 41 | issue = 12 | pages = 1534–1539. | year = 2000 | doi = 10.1111/j.1499-1654.2000.001534.x | pmid = 11114210}}</ref> । ଋତୁସ୍ରାବ ମଧ୍ୟ ଭିନ୍ନ ରକମ ଟ୍ରିଗର କାମ କରେ ଓ ଏହାକୁ କାଟାମେନିଆଲ ଏପିଲେପ୍ସି କୁହାଯାଏ<ref name="Herzog2004">{{cite journal | author = Herzog AG | title = Frequency of catamenial seizure exacerbation in women with localization-related epilepsy | journal = Annals Neurology | volume = 56 | issue = 3 | pages = 431–34| pmid = 15349872| year = 2004 | doi = 10.1002/ana.20214 | author-separator = , | author2 = Harden CL | author3 = Liporace J | author4 = Pennell P | author5 = Schomer DL | author6 = Sperling M | display-authors = 6 | last7 = Fowler | first7 = Kristen | last8 = Nikolov | first8 = Blagovast | last9 = Shuman | first9 = Sevie}}</ref> ।
ଅପସ୍ମାର ବାତ ବିଭିନ୍ନ ବୟସରେ ବିଭିନ୍ନ କାରଣ ଯୋଗୁ ହୁଏ । ନିମ୍ନରେ ସେହି କାରଣ ଗୁଡିକ ପ୍ରଦତ୍ତ ହେଲା ।
* ନବଜାତ ଓ ପ୍ରାକ୍ ଶୈଶବରେ- ହାଇପୋକ୍ସିକ୍ ଇସ୍କେମିକ୍ ଏନକେଫାଲୋପାଥି, କେନ୍ଦ୍ରୀୟ ସ୍ନାୟୁ ବିଭାଗର ସଂକ୍ରମଣ, ଆଘାତ, କେନ୍ଦ୍ରୀୟ ସ୍ନାୟୁ ବିଭାଗର ଜନ୍ମଗତ ତ୍ରୁଟି ଓ ମେଟାବୋଲିକ ବେମାରୀ ।
* ଶୈଶବ ଅବସ୍ଥାରେ - ଜ୍ୱର ଜନିତ ବାତ । ଏହା ସଂକ୍ରମଣ ଯୋଗୁ ବା ଆଘାତ ଯୋଗୁ ହୁଏ ।
* ପିଲାମାନଙ୍କର ପ୍ରକୃତ ଏପିଲେପ୍ସି ହୁଏ ।
* କିଶୋର ଓ ଯୁବାବସ୍ଥାରେ ସଂକ୍ରମଣ ଯୋଗୁ ହୁଏ । ଆବେଗ([[:en:Emotional stress|Emotional stress]]), ମସ୍ତିଷ୍କ ଅର୍ବୁଦ ବା ଟ୍ୟୁମର , ଆଲକହଲ ଓ ଡ୍ରଗ ।
* ଉତ୍ତୀର୍ଣ୍ଣ ଯୁବାବସ୍ଥାରେ ସେରେବ୍ରୋଭାସ୍କୁଲାର ରୋଗ ଯୋଗୁ ବାତ ମାରିବା ଅତି ସାଧାରଣ । ଏହା ଛଡା ଅର୍ବୁଦ, ଆଘାତ ଓ ଡିମେନ୍ସିଆ<ref>Harrison's Principles of Medicine. 15th edition</ref> ଯୋଗୁ ମଧ୍ୟ ଏପିଲେପ୍ସି ହୁଏ ।
କେତେକ ଶରୀର ତ୍ରୁଟି ଯୋଗ ମଧ୍ୟ ଏହି ରୋଗ ହୁଏ । [[ରକ୍ତ-ମସ୍ତିଷ୍କ ବାଧା]]ର ([[:en:Blood brain barrier|Blood brain barrier]]) ତ୍ରୁଟି ଥିଲେ ତୀବ୍ର ଓ ସ୍ଥାୟୀ ବାତ ମାରେ<ref name="ObyJanigro2006">{{cite journal|last1=Oby|first1=Emily|last2=Janigro|first2=Damir|title=The Blood–Brain Barrier and Epilepsy|journal=Epilepsia|volume=47|issue=11|year=2006|pages=1761–1774|issn=0013-9580|doi=10.1111/j.1528-1167.2006.00817.x|url=http://onlinelibrary.wiley.com/doi/10.1111/j.1528-1167.2006.00817.x/pdf|format=PDF|pmid=17116015}}</ref><ref>{{cite journal | author = Marchi N. ''et al.'' | year = | title = Seizure-Promoting Effect of blood–brain Barrier Disruption | url = | journal = Epilepsia | volume = 48 | issue = 4| pages = 732–742 }}</ref><ref>{{cite journal | author = Seiffert E. ''et al.'' | year = | title = Lasting blood–brain barrier disruption induces epileptic focus in the rat somatosensory cortex | url = | journal = J. Neurosci | volume = 24 | issue = | pages = 7829–7836 }}</ref><ref>Uva,L. ''et al.'' Acute induction of epileptiform discharges by pilocarpine in the ''in vitro'' isolated guinea-pig brain requires enhancement of blood–brain barrier permeability. Neuroscience</ref><ref>{{cite journal | author = van Vliet E.A. ''et al.'' | year = | title = blood–brain barrier leakage may lead to progression of temporal lobe epilepsy | url = | journal = Brain | volume = 130 | issue = | pages = 521–534 }}</ref> । ଆଲବୁମିନ ଓ ଆସ୍ଟ୍ରୋସାଇଟ ଦ୍ୱୟର ପ୍ରତିକ୍ରିୟା ଯୋଗୁ ଏହା ସମ୍ଭବ ହେବା ଅନୁଶୀଳନରୁ ଜଣାଯାଏ<ref name="pmid17121744">{{cite journal| author=Ivens S| title=TGF-beta receptor-mediated albumin uptake into astrocytes is involved in neocortical epileptogenesis | journal=Brain | year= 2007 | volume= 130 | issue= Pt 2 | pages= 535–47 | pmid=17121744 | doi=10.1093/brain/awl317| author-separator=,| author2=Kaufer D| author3=Flores LP| author4=Bechmann I| author5=Zumsteg D| author6=Tomkins O| display-authors=6| last7=Seiffert| first7=E.| last8=Heinemann| first8=U.| last9=Friedman| first9=A. }}</ref> ।
== ଶରୀରତାତ୍ତ୍ୱିକ ନିଦାନ ==
କେତେକ ଧରଣର ଅପସ୍ମାର ବାତ ଜିନ୍ ମ୍ୟୁଟେସନ ଯୋଗୁ ହେଉଥିବା ଜଣାଯାଏ । କେତେକ ଜିନ୍‌ରେ ଭୋଲ୍ଟେଜ୍ ଗେଟେଡ୍ ଓ ଲିଗଣ୍ଡ ଗେଟେଡ୍ ଚାନେଲର ପ୍ରୋଟିନ୍ ସବ ୟୁନିଟ କୋଡ୍ ପରିବର୍ତ୍ତନ ଯୋଗୁ ଜେନେରାଲାଇଜ୍‌ଡ୍ ଏପିଲେପ୍ସି ଓ ଇନଫଣ୍ଟାଇଲ୍ ସିଜର ସିଣ୍ଡ୍ରୋମ୍ ରୋଗ ହୁଏ<ref name="JClinInvestigation2005-Miriam">{{cite journal | author=Miriam H. Meisler and Jennifer A. Kearney | title=Sodium channel mutations in epilepsy and other neurological disorders | journal=Journal of Clinical Investigation | volume=115 | issue=8 | year=2005 | pages=2010–2017 | pmid=16075041 | doi=10.1172/JCI25466 | pmc=1180547}}</ref> ।
"https://or.wikipedia.org/wiki/ଅପସ୍ମାର"ରୁ ଅଣାଯାଇଅଛି