"ସାଲଖାନ ମୁର୍ମୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୩୧ କ ଧାଡ଼ି:
}}
 
'''ସାଲଖାନ ମୁର୍ମୁ''' (ଜନ୍ମ: ୨ ଜୁନ ୧୯୫୨) ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ରାଜନୀତିଜ୍ଞ । ସାଲଖାନ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ଭାରତୀୟ ସଂସଦର ତଳ ସଦନ [[ଲୋକ ସଭା]]<nowiki/>ରେ ସେ ଜଣେ ସାଂସଦ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୧୯୯୮ ଓ ୧୯୯୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ମୟୂରଭଞ୍ଜ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ [[୧୨ଶ ଲୋକ ସଭା|୧୨ଶ]] ଓ [[୧୩ଶ ଲୋକ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref name="Salkhan Murmu">{{cite web|url=http://odishaassembly.nic.in/memberprofile.aspx?img=794 |title=Shri Salkhan Murmu |last=|first=|date=|website=odishaassembly.nic.in|publisher=Odisha Assembly|archive-url=|archive-date=|dead-url=|accessdate=17 August 2019}}</ref> ସେ ଝାଡ଼ଖଣ୍ଡ ଡିସୁମ୍ ପାର୍ଟିର ପ୍ରତିଷ୍ଠାତା ।<ref>[http://www.ibnlive.com/news/india/jdp-will-merge-with-bjp-says-salkhan-murmu-708419.html JDP will merge with BJP, says Salkhan Murmu]</ref>
 
== ଜନ୍ମ, ଶିକ୍ଷା ଓ ପରିବାର ==