"ନିମୋନିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଅଧିକ ତ‌ଥ୍ୟ ଦିଆଗଲା
ଆଜ୍‌ମା ଲିଙ୍କ ଦିଆଗଲା
୨୧ କ ଧାଡ଼ି:
 
<!-- କାରଣ ଓ ରୋଗ ନିର୍ଣ୍ଣୟ -->
ସାଧାରଣତଃ ଏହି ରୋଗ [[ଭୁତାଣୁ]] ବା [[ଜୀବାଣୁ ଦ୍ୱାରା]] ଏବଂ ଅଳ୍ପ କେତେକ କ୍ଷେତ୍ରରେ କେତେକ ଅଣୁଜୀବ, ଔଷଧ ଓ [[ଅଟୋଇମ୍ମ୍ୟୁନିଟି]]ଦ୍ୱାରା ସଂଘଟିତ ହୁଏ ।<ref name=RespText09/><ref name=Jeff2010>{{cite book |author=Jeffrey C. Pommerville |authorlink= |title=Alcamo's Fundamentals of Microbiology |edition=9th |publisher=Jones & Bartlett |location=Sudbury MA |year=2010 |page=323 |quote= |isbn=0-7637-6258-X |oclc= |url=https://books.google.com/books?id=RJNQwQB8IxIC&pg=PA323|accessdate=}}</ref> ଏହି ରୋଗର ସଙ୍କଟ ଦାୟକ ଅବସ୍ଥା ମଧ୍ୟରେ ଅନ୍ୟ ଫୁସଫୁସ ରୋଗ ଯଥା: [[ସିସ୍ଟିକ୍ ଫାଇବ୍ରୋସିସ୍]], [[ସିଓପିଡି]], [[ଆଜମାଆଜ୍‌ମା]], [[ଡାଏବେଟିସ ମେଲିଟସ]], [[ହୃଦ୍‌ରୋଧ]], [[ଧୁମ୍ରପାନ]] ଇତିହାସ, କାଶିବାର ଅକ୍ଷମତା ରୋଗ, ସ୍ଟ୍ରୋକ୍ ବା ସ୍ୱଳ୍ପ ଇମ୍ମ୍ୟୁନିଟି ଥିବା ସିସ୍ଟମ ଦାୟୀ । <ref>{{cite web|title=Who Is at Risk for Pneumonia?|url=http://www.nhlbi.nih.gov/health/health-topics/topics/pnu/atrisk|website=NHLBI|accessdate=3 March 2016|date=March 1, 2011}}</ref> ଲକ୍ଷଣ ଓ [[ଶାରୀରିକ ପରୀକ୍ଷା]] ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ । <!-- <ref name=NIH2011Diag/> --> [[ଛାତି ଏକ୍ସ‌ରେ]], ରକ୍ତ ପରୀକ୍ଷା, ଓ [[ଖଙ୍କାର]] ବୀଜାଣୁ କୃଷି ([[କଲ୍‌ଚର]]) କରି ରୋଗ ନିର୍ଣ୍ଣୟ କରାଯାଏ ।<ref name=NIH2011Diag>{{cite web|title=How Is Pneumonia Diagnosed?|url=http://www.nhlbi.nih.gov/health/health-topics/topics/pnu/diagnosis|website=NHLBI|accessdate=3 March 2016|date=March 1, 2011}}</ref> ଏହି ରୋଗର ଉତ୍ସ ଅନୁସାରେ ଶ୍ରେଣୀ ବିଭାଗ କରାଯାଏ ।<ref>{{cite web|title=Types of Pneumonia|url=http://www.nhlbi.nih.gov/health/health-topics/topics/pnu/types|website=NHLBI|accessdate=2 March 2016|date=March 1, 2011}}</ref>
 
<!-- ପ୍ରତିଷେଧ ଓ ଚିକିତ୍ସା -->
୧୫୪ କ ଧାଡ଼ି:
* ସି. ୟୁ. ଆର୍. ବି. – ୬୫ (CIRB-65).
=== ପ୍ଲୁରାଲ୍ ଇଫ୍ୟୁଜନ୍, ଏମ୍ପାଇମା, ଆବସେସ୍ ===
[[ଫାଇଲ:Pleural effusion.jpg|thumb|right|alt=An X-ray showing a chest lying horizontal. The lower black area which is the right lung is smaller with a whiter area below it of a pulmonary effusion. There are red arrows marking the size of these.|ଏକ୍ସ-ରେ ଚିତ୍ରରେ ଦେଖାଯାଉଥିବା[[ପ୍ଲୁରା ଏଫ୍ୟୁଜନ୍]]: A ତୀର ଛାତିରେ ଥିବା ତରଳ ପଦାର୍ଥ ସ୍ତର ଦର୍ଶାଉଛି । B ତୀର ଫୁସ୍‌ଫୁସ୍‌ର ଓସାର ଦର୍ଶାଉଛି । ପ୍ଲୁରାରେ ତରଳ ପଦାର୍ଥ ଜମିଥିବା ଯୋଗୁ ଫୁସ୍‌ଫୁସ୍ ଆକାର କମି ଯାଇଛି । ]]
ଫୁସ୍‌ଫୁସ୍ ଚାରି ପାଖରେ ଘେରି ରହିଥିବା ପ୍ଲୁରା ମଧ୍ୟରେ ତରଳ ପଦାର୍ଥ ଜମି ଯାଇ ପାରେ । ବେଳେ ବେଳେ ଏହି ପଦାର୍ଥ ଜୀବାଣୁଦ୍ୱାରା ସଂକ୍ରମିତ ହୋଇ ପୂଜ ହୋଇ ଗଲେ ତାହାକୁ ଏମ୍ପାଇମା କହନ୍ତି । ପାରାନିମୋନିକ୍ ଇଫ୍ୟୁଜନ ଓ ଏମ୍ପାଇମା ଦ୍ୱୟର ପାର୍ଥକ୍ୟ ଜାଣିବା ନିମନ୍ତେ ଛୁଞ୍ଚିଦ୍ୱାରା ତାହାକୁ କାଢି ପରୀକ୍ଷା କରାଯାଏ । ଏମ୍ପାଇମା ଥିଲେ ତାହାକୁ ନିଷ୍କାସନ କରିବା ଦରକାର ହୁଏ । ନିଷ୍କାସନ ନ କଲେ ଆଣ୍ଟିବାୟୋଟିକ ପ୍ଲୁରାଲ୍ କ୍ୟାଭିଟି ଭିତରେ ପହଞ୍ଚି ପାରିବ ନାହିଁ । ପୂଜ ନ ଥିଲେ ଜଦି ଚିକିତ୍ସାଦ୍ୱାରା ଏହର ଆକାର ନ କମେ ତାହା ହେଲେ ନିଷାସନ ଆବଶ୍ୟକ ହୁଏ ।
 
"https://or.wikipedia.org/wiki/ନିମୋନିଆ"ରୁ ଅଣାଯାଇଅଛି