"ନିମୋନିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ ଅଧିକ ତ‌ଥ୍ୟ ଦିଆଗଲା
୧୮ କ ଧାଡ଼ି:
}}
<!-- ସଂଜ୍ଞା ଓ ଲକ୍ଷଣ -->
'''ନିମୋନିଆ''' ରୋଗ ଫୁସଫୁସରେ ଥିବା [[ଅଣୁବୀକ୍ଷଣିୟଅଣୁବୀକ୍ଷଣୀୟ ବାୟୁ ଥଳି]]ର (''[[:en:Alveolus''|Alveolus]]) [[ପ୍ରଦାହ]]କୁ କୁହାଯାଏ । <ref name=RespText09>{{cite book|editor-last=McLuckie|editor-first=A.|title=Respiratory disease and its management|year=2009|publisher=Springer|location=New York|isbn=978-1-84882-094-4|page=51}}</ref><ref name=AcuteCare09>{{cite book |author=Leach, Richard E. |title=Acute and Critical Care Medicine at a Glance |edition=2nd |publisher=Wiley-Blackwell |year=2009 |isbn=1-4051-6139-6 |url= https://books.google.com/books?id=7u_wu5VCsVQC&pg=PT168}}</ref> ଏହାର ଲକ୍ଷଣ ଗୁଡ଼ିକ ଯଥାକ୍ରମେ [[କାଶ]] ସ‌ହିତ [[ଖଙ୍କାର]], [[ଛାତି ଯନ୍ତ୍ରଣା]], [[ଜ୍ୱର]], ଓ [[ଡିସନିଆ|ଶ୍ୱାସକଷ୍ଟ]].<ref name=Ash2007>{{cite book |author=Ashby, Bonnie; Turkington, Carol |title=The encyclopedia of infectious diseases |edition=3rd |publisher=Facts on File |location=New York |year=2007 |origyear= |page= 242|isbn=0-8160-6397-4 |url=https://books.google.com/books?id=4Xlyaipv3dIC&pg=PA242|accessdate=2011-04-21}}</ref> ଲକ୍ଷଣ ଗୁଡ଼ିକ ସାଧାରଣରୁ ସାଂଘାତିକ ହୋଇପାରେ ।<ref name=NIH2011>{{cite web|title=What Is Pneumonia?|url=http://www.nhlbi.nih.gov/health/health-topics/topics/pnu|website=NHLBI|accessdate=2 March 2016|date=March 1, 2011}}</ref> ବୃଦ୍ଧ ଓ ଅଳ୍ପ ଯୁବାବୟସରେ ଏହାର ସ୍ୱାଭାବିକ ଲକ୍ଷଣ ଦେଖାଯାଏ ନାହିଁ ।<ref>{{cite web|author1=NHLBI|title=What Are the Signs and Symptoms of Pneumonia?|url=http://www.nhlbi.nih.gov/health/health-topics/topics/pnu/signs|accessdate=3 March 2016|date=March 1, 2011}}</ref> ଚିକିତ୍ସା ଆରମ୍ଭର ତିନି ଦେନ ମଧ୍ୟରେ ଅବସ୍ଥାର ଉନ୍ନତି ହୁଏ କିନ୍ତୁ ଏହା ପରେ ଏକ ମାସ ପର୍ଯ୍ୟନ୍ତ ରୋଗୀକୁ ଥକ୍କା ଲାଗେ ।<ref name=NIH2011/>
 
<!-- କାରଣ ଓ ରୋଗ ନିର୍ଣ୍ଣୟ -->
ସାଧାରଣତଃ ଏହି ରୋଗ [[ଭୁତାଣୁ]] ବା [[ଜୀବାଣୁ ଦ୍ୱାରା]] ଏବଂ ଅଳ୍ପ କେତେକ କ୍ଷେତ୍ରରେ କେତେକ ଅଣୁଜୀବ, ଔଷଧ ଓ [[ଅଟୋଇମ୍ମ୍ୟୁନିଟି]]ଦ୍ୱାରା ସଂଘଟିତ ହୁଏ ।<ref name=RespText09/><ref name=Jeff2010>{{cite book |author=Jeffrey C. Pommerville |authorlink= |title=Alcamo's Fundamentals of Microbiology |edition=9th |publisher=Jones & Bartlett |location=Sudbury MA |year=2010 |page=323 |quote= |isbn=0-7637-6258-X |oclc= |url=https://books.google.com/books?id=RJNQwQB8IxIC&pg=PA323|accessdate=}}</ref> ଏହି ରୋଗର ସଙ୍କଟ ଦାୟକ ଅବସ୍ଥା ମଧ୍ୟରେ ଅନ୍ୟ ଫୁସଫୁସ ରୋଗ ଯଥା: [[ସିସ୍ଟିକସିସ୍ଟିକ୍ ଫାଇବ୍ରୋସିସଫାଇବ୍ରୋସିସ୍]], [[ସିଓପିଡି]], [[ଆଜମା]], [[ଡାଏବେଟିସ ମେଲିଟସ]], [[ହୃଦ୍‌ରୋଧ]], [[ଧୁମ୍ରପାନ]] ଇତିହାସ, କାଶିବାର ଅକ୍ଷମତା ରୋଗ, ସ୍ଟ୍ରୋକ୍ ବା ସ୍ୱଳ୍ପ ଇମ୍ମ୍ୟୁନିଟି ଥିବା ସିସ୍ଟମ ଦାୟୀ । <ref>{{cite web|title=Who Is at Risk for Pneumonia?|url=http://www.nhlbi.nih.gov/health/health-topics/topics/pnu/atrisk|website=NHLBI|accessdate=3 March 2016|date=March 1, 2011}}</ref> ଲକ୍ଷଣ ଓ [[ଶାରୀରିକ ପରୀକ୍ଷା]] ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ । <!-- <ref name=NIH2011Diag/> --> [[ଛାତି ଏକ୍ସ‌ରେ]], ରକ୍ତ ପରୀକ୍ଷା, ଓ [[ଖଙ୍କାର]] ବୀଜାଣୁ କୃଷି ([[କଲ୍‌ଚର]]) କରି ରୋଗ ନିର୍ଣ୍ଣୟ କରାଯାଏ ।<ref name=NIH2011Diag>{{cite web|title=How Is Pneumonia Diagnosed?|url=http://www.nhlbi.nih.gov/health/health-topics/topics/pnu/diagnosis|website=NHLBI|accessdate=3 March 2016|date=March 1, 2011}}</ref> ଏହି ରୋଗର ଉତ୍ସ ଅନୁସାରେ ଶ୍ରେଣୀ ବିଭାଗ କରାଯାଏ ।<ref>{{cite web|title=Types of Pneumonia|url=http://www.nhlbi.nih.gov/health/health-topics/topics/pnu/types|website=NHLBI|accessdate=2 March 2016|date=March 1, 2011}}</ref>
 
<!-- ପ୍ରତିଷେଧ ଓ ଚିକିତ୍ସା -->
"https://or.wikipedia.org/wiki/ନିମୋନିଆ"ରୁ ଅଣାଯାଇଅଛି