"ଶରତ ପୂଜାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବନାନ ଶୁଦ୍ଧି
ଟିକେNo edit summary
୧୨ କ ଧାଡ଼ି:
| residence = ସେଭେନ ଏକର୍‌ସ, ବିଜୟ ବିହାର, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର
| education = ଡିପ୍ଳୋମା (ଚିତ୍ରାଙ୍କନ), ସ୍ନାତକ (ଅର୍ଥନୀତି)
| alma_mater = [[ଆହ୍ଲାବାଦ ବିଶ୍ୱବିଦ୍ୟାଳୟ]]
| occupation = ଅଧ୍ୟାପକ, ଅଧ୍ୟକ୍ଷଶିକ୍ଷାବିତ
| years_active = ୧୯୫୯-୨୦୧୪
| known_for = ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ
୨୧ କ ଧାଡ଼ି:
}}
 
'''ଶରତ ପୂଜାରୀ''' ( ୮ ଅଗଷ୍ଟ ୧୯୩୪-୧୧ ମଇ ୨୦୧୪) ଜଣେ ଜଣାଶୁଣା [[ଓଡ଼ିଆ କଥାଚିତ୍ର ଜଗତ|ଓଡ଼ିଆ କଥାଚିତ୍ର]] ଅଭିନେତା । ତାଙ୍କର ଜନ୍ମ ୮ ଅଗଷ୍ଟ ୧୯୩୪ରେ [[ଓଡ଼ିଶା]]ର [[ନୟାଗଡ଼ ଜିଲ୍ଲା]]ରେ ହୋଇଥିଲାଥିଲେ । ୬୦ ଦଶକର ଆରମ୍ଭରୁ ୨୦୧୨ ଯାଏଁ ସେ ଓଡ଼ିଆ କଥାଚିତ୍ର ଜଗତରେ, ଜଣେ ସକ୍ରିୟ ଅଭିନେତା ଭାବରେ ଅନେକନିର୍ଦ୍ଦେଶକ ସଫଳ ଚଳଚ୍ଚିତ୍ରରଭାବରେ ଅଭିନୟକାମ କରିଥିଲେ ।
 
== ଶିକ୍ଷା ଓ ପ୍ରାରମ୍ଭିକ ଜୀବନ ==
ଶରତଙ୍କ ବାପା ସମ୍ବଲପୁର ଝାଡୁଆପଡାରଝାଡୁଆପଡ଼ାର ମୂଳନିବାସୀ ସଚ୍ଚିଦାନନ୍ଦ ପୂଜାରୀ ନୟାଗଡନୟାଗଡ଼ ରାଜ୍ୟରେ ଦେୱାନ ଥିଲେ । ୧୯୩୪ ଅଗଷ୍ଟ ୮ ତାରିଖରେ ନୟାଗଡରେ[[ନୟାଗଡ଼|ନୟାଗଡ଼ରେ]] ଶରତ ପୂଜାରୀଙ୍କ ଜନ୍ମ ହୋଇଥିଲା । ବିଭିନ୍ନ ସ୍ଥାନରେ ଶିକ୍ଷା ଶେଷ କଲା ପରେ ସେ [[ଅର୍ଥନୀତି]]ରେଅର୍ଥନୀତିରେ ସ୍ନାତକ ଓ ୧୯୫୬ରେ [[ଚିତ୍ରାଙ୍କନ]]ରେଚିତ୍ରାଙ୍କନରେ [[ଆହ୍ଲାବାଦ ବିଶ୍ୱବିଦ୍ୟାଳୟ]]ରୁବିଶ୍ୱବିଦ୍ୟାଳୟରୁ ଡିପ୍ଲୋମା ସାରିଥିଲେ । ତାଙ୍କର ପ୍ରଥମ ଚାକିରି ବ୍ଲକ ଡିଜାଇନର ଓ ପବ୍ଲିସିଟି ଏଜେଣ୍ଟ ଭାବରେ ଆରମ୍ଭ ହୋଇଥିଲା । ୧୯୫୯ରେ ସେ "ଅର୍ଥନୀତି"ର ଅଧ୍ୟାପକ ଭାବରେ [[ବରଗଡ଼]]ର ପଞ୍ଚାୟତ କଲେଜରେ ଯୋଗ ଦେଇଥିଲେ । ୧୯୬୬ରେ ତାପଙ୍ଗ ଲାଇଟ୍ ଫାଉଣ୍ଡ଼୍ରୀରେ ୱାର୍କ୍ସ ମ୍ୟାନେଜର ଭାବରେ କିଛି ଦିନ କାର୍ଯ୍ୟ କଲା ପରେ ମାତ୍ର ୩୪ ବର୍ଷ ବୟସରେ ସେ [[ଲରମ୍ଭା କଲେଜରେ ଅଧ୍ଧ୍ୟକ୍ଷମହାବିଦ୍ୟାଳୟ|ଲରମ୍ଭା ହେବାର ସୌଭାଗ୍ୟକଲେଜରେ]] ଅର୍ଜନଅଧ୍ୟକ୍ଷ କରିପାରିଥିଲେ।ହୋଇପାରିଥିଲେ। <ref name=TOI>{{cite web|last=Singha|first=Minati|title=Veteran actor Sarat Pujari passes away|url=http://timesofindia.indiatimes.com/city/bhubaneswar/Veteran-actor-Sarat-Pujari-passes-away/articleshow/35055102.cms|publisher=Times of India|accessdate=13 May 2014}}</ref>
<!--.Left as Acting Principal from Panchayat College,Bargarh in 1966.Joined tapang Light Foundery,Nayagarh, as Works Manager.Left service and became a free-lance film actor from September 1966 to September 1968 to learn the technique of Film-making. After that he had became principal at the young age of 34 in [http://Larambha%20CollegeC [[Larambha College]]], [[Bargarh]].Nominated by the State Govt of Orissa as member of the [http://Orissa%20Sangeeta%20Natak%20Academy Orissa Sangeeta Natak Academy], Member of the Board of Director of Film Development Corporation of Orissa,Cuttack.He retired as a principal of Sangeet Nataka college,Bhubaneswar.-->
 
==ପଦ ପଦବୀ==
* ୧୯୫୯-୧୯୬୬: ଅଧ୍ୟାପକ (ଅର୍ଥନୀତି), ପଞ୍ଚାୟତ କଲେଜ, ବରଗଡ଼
* ୧୯୬୮- ୧୯୯୨: ଅଧ୍ୟକ୍ଷ, ଲରମ୍ଭା କଲେଜରକଲେଜ
* ୧୯୮୯- ୧୯୯୦: ଅଧ୍ୟକ୍ଷ, "ବିଭାପା' କଳା ମହାବିଦ୍ୟାଳୟ, ସୁନ୍ଦରଗଡ଼
* ୧୯୯୨- ୧୯୯୪: ଅଧ୍ୟକ୍ଷ, [[ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ|ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ଭୁବନେଶ୍ୱର]]
* ୨୦୧୧- ୨୦୧୪: ସଭାପତି, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ
 
== କଥାଚିତ୍ର ଜୀବନ ==
୧୯୫୯ରେ '[[ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା]]' କଥାଚିତ୍ରରୁ ଅଭିନୟ ଜୀବନ ଆରମ୍ଭ କରିବା ପରେ "[[ଜୀବନସାଥୀ]]', "[[ସାଧନା (୧୯୬୪ର ଚଳଚ୍ଚିତ୍ର)|ସାଧନା]]", "[[ମାଟିର ମଣିଷ]]', "[[ଅରୁନ୍ଧତୀ]]' ପ୍ରଭୃତି ସିନେମାରେ ଉଲ୍ଲେଖନୀୟ ଅଭିନୟ କରି ସେ ରାଷ୍ଟ୍ରପତିଙ୍କଠାରୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଗ୍ରହଣ କରିଥିଲେ । ତାଙ୍କ ଅଭିନୀତ "[[କିଏ କାହାର]]' ସିନେମା [[କଟକ|କଟକ ସହର]]<nowiki/>ର ବିଭିନ୍ନ ପ୍ରେକ୍ଷାଳୟରେ ୧୦୦ଦିନ କ୍ରମାନ୍ୱୟରେ ଚାଲି ରେକର୍ଡ଼ ସୃଷ୍ଟି କରିଥିଲା । ତାଙ୍କ ନିର୍ଦ୍ଦେଶିତ "[[ତଅପୋଇ (୧୯୭୮ର ଚଳଚ୍ଚିତ୍ର)|ତଅପୋଇ]]', "[[ଅଶାନ୍ତ ଗ୍ରହ]]" ଓ "[[ଅସ୍ତରାଗ]]" କଥାଚିତ୍ର ଦର୍ଶକଙ୍କୁ ପ୍ରଭାବିତ କରିଥିଲା । ତାଙ୍କ ଅଭିନୀତ ଶେଷ କଥାଚିତ୍ର ଥିଲା [[ଗଦାଧର ପୁଟୀ]]ଙ୍କ ନିର୍ଦ୍ଦେଶିତ [[ପୂଜା ପାଇଁ ଫୁଲଟିଏ]] (୨୦୦୭) । ଏହି କଥାଚିତ୍ର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବେଶ ସଫଳତାପୁରସ୍କାର ହାସଲ କରିଥିଲା । "[[କା (୧୯୬୬ର ଚଳଚ୍ଚିତ୍ର)|କା]]", "[[ଅନ୍ଧ ଦିଗନ୍ତ]]", "[[ଭୂଖା]]", "ଦୃଷ୍ଟି", "[[ଅରଣ୍ୟ ରୋଦନ]]", "[[ଆରଣ୍ୟକ (ଓଡ଼ିଆ କଥାଚିତ୍ର)|ଆରଣ୍ୟକ]]", "[[ଶେଷ ଦୃଷ୍ଟି|ଶେଷଦୃଷ୍ଟି]]", "[[ସତ ମିଛ|ସତମିଛ]]" ପ୍ରଭୃତି ପ୍ରାୟ ୫୦ରୁ ଊର୍ଦ୍ଧ୍ୱ କଥାଚିତ୍ରରେ ଅଭିନୟ ସାଙ୍ଗକୁ ୩ଟି କଥାଚିତ୍ରରକଥାଚିତ୍ର ନିର୍ଦ୍ଦେଶନା ତଥା ଅଧ୍ୟାପନା ଜୀବନରେ ୭୫ରୁ ଅଧିକ ନାଟକରେ ନିର୍ଦ୍ଦେଶନା ଦେଇଥିଲେ ।
 
{| class="wikitable sortable"
୪୩ କ ଧାଡ଼ି:
| [[ମାଟିର ମଣିଷ]] || ବରଜୁ || ଅଭିନେତା|| ୧୯୬୬
|-
| [[କା (୧୯୬୬ର ଚଳଚ୍ଚିତ୍ର)|କା]] || || ଅଭିନେତା|| ୧୯୬୬
|-
| [[ଅରୁନ୍ଧତୀ]] || ମନୋଜ || ଅଭିନେତା|| ୧୯୬୭