"ଲରମ୍ଭା ମହାବିଦ୍ୟାଳୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Hellohappy ପୃଷ୍ଠାଟିକୁ ଲରମ୍ଭା କଲେଜରୁ ଲରମ୍ଭା ମହାବିଦ୍ୟାଳୟକୁ ଘୁଞ୍ଚାଇଲେ
ଟିକେNo edit summary
୨୯ କ ଧାଡ଼ି:
}}
 
'''ଲରମ୍ଭା କଲେଜମହାବିଦ୍ୟାଳୟ‌''', [[ଓଡ଼ିଶା]]ର [[ବରଗଡ଼ ଜିଲ୍ଲା|ବରଗଡ]] ଜିଲ୍ଲା ଅଧୀନ ଲରମ୍ଭାଠାରେ ଅବସ୍ଥିତ ।<ref name="Gupta2001">{{cite book|author=Ed. K.R. Gupta|title=Directory of Libraries in India,2 Vols|url=https://books.google.com/books?id=qmc7oIo72wwC&pg=PA404|year=2001|publisher=Atlantic Publishers & Distri|isbn=978-81-7156-985-4|pages=404–}}</ref> 
 
ଜାତୀୟ ରାଜପଥ ୬ର ଗୋଡ଼ଭଗା ଛକଠାରୁ ଗୋଡଭଗା ସୋନପୁର ରାଜ୍ୟ ରାଜପଥରେ ୦.୭୫ କିଲୋମିଟର ଗଲେ ଏହି କଲେଜ ପଡେ । ଏହି କଲେଜ ପଶ୍ଚିମ ଓଡ଼ିଶାର ଏକ ସମ୍ପୂର୍ଣ ଡିଗ୍ରୀ କଲେଜ ଓ ଓଡ଼ିଶା ସରକାରଙ୍କଦ୍ୱାରା ସମ୍ପୂର୍ଣ ଅନୁଦାନପ୍ରାପ୍ତ ଶ୍ରେଣୀର । ସମାଜସେବୀ ବ୍ରଜ ମୋହନ ପଣ୍ଡା<ref name="Singh1992">{{cite book|author=K. S. Singh|title=People of India: Odisha (2 pts.)|url=https://books.google.com/books?id=LP_XIoebIE8C|year=1992|publisher=Anthropological Survey of India|isbn=978-81-7046-293-4}}</ref> ଏହାକୁ ୧୯୬୪ରେ ପ୍ରତିଷ୍ଠା କରିଥିଲେ । ପ୍ରଥମରୁ ଏକ ବିଜ୍ଞାନ କଲେଜ ହିସାବରେ ଆରମ୍ଭ ହେଇଥିଲା । ବର୍ତ୍ତମାନ କଳା ବିଭାଗ ରହିବା ସହ ବିଭିନ୍ନ ବିଷୟରେ ସମ୍ମାନର ସୁବିଧା ଉପଲବ୍ଧ ।