"ନୃସିଂହନାଥ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ସଜାଣି
୩୧ କ ଧାଡ଼ି:
| date_built = ୧୩୧୩
| creator = ବାଇଜଲ ସିଂହଦେବ
| website = http://nrusinghanathtemple.in/
}}
 
'''ନୃସିଂହନାଥ ମନ୍ଦିର''' , [[ବରଗଡ଼ ଜିଲ୍ଲା]]ର<ref>{{cite web |title=Nrusinghanath Temple – Nrusinghanath |url=http://ignca.gov.in/bargarh/nrusinghanath-temple-nrusinghanath/ |website=ignca.gov.in |publisher=Ministry of Culture, Govt of India |accessdate=7 August 2019}}</ref> [[ଗନ୍ଧମାର୍ଦ୍ଦନ ପର୍ବତ]] ପାଦଦେଶରେ ଅବସ୍ଥିତ ଏକ ପ୍ରସିଦ୍ଧ ପୌରାଣିକ ମନ୍ଦିର।ମନ୍ଦିର ।<ref>{{cite book|title=Orissa reference: glimpses of Orissa|url=https://books.google.com/books?id=1RBuAAAAMAAJ|year=2001|publisher=TechnoCAD Systems}}</ref> ଏହା ତୟୋଦଶତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ବୈଷ୍ଣବ ମନ୍ଦିର ଯେଉଁଠାରେ ଭଗବାନ ନୃସିଂହ ବିରାଡ଼ି ବା ମାର୍ଜାର ରୂପେ ପୁଜା ପାଉଛନ୍ତି।ପାଉଛନ୍ତି ।
 
ପାଟଣାଗଡ଼ର ରାଜା ବୈଜଳ ସଂହ ଦେବ ୧୩୧୩ ଶତାବ୍ଦୀରେ ନିର୍ମାଣ କରାଇଥିଲେ।କରାଇଥିଲେ ।<ref>{{cite web |title=Nrusinghanath Temple |url=https://bargarh.nic.in/tourist-place/nrusinghanath/ |website=bargarh.nic.in |publisher=bargarh dist administration |accessdate=7 August 2019}}</ref> ଏହା ମାତ୍ର ୪୫ ଫୁଟ୍‌ ଉଚ୍ଚ, ଯାହାରଓ ଏହାର ଦୁଇଟି ଭାଗ ରହିଛି।ରହିଛି ପ୍ରଥମଟିେର ନୃସିଂହନାଥପ୍ରଥମଟିରେ ଦେବତାଙ୍କନୃସିଂହନାଥଙ୍କ ବିଗ୍ରହ ଥିବାବେଳେପୂଜା ପାଉଥିବା ବେଳେ ଅନ୍ୟଟିରେ ଜଗମୋହନ ଅନ୍ୟଟିପୂଜା ଜଗମୋହନଙ୍କର।ପାଆନ୍ତି
==ପୌରାଣିକ==
<!--ଛଅ ଶହ ବଷ'ବର୍ଷ ପୂବେ'ପୂର୍ବେ ଜମୁନା କାନ୍ଦୁଣି ପୁସ୍ତକ ନୃସିଂହ ଚରିତ୍ରରେ କବିତାଟିଏ ରଚନା କରିଥିଲେ ଯେଉଁଥିରେ ସେ ମୂଷିକ ଦୈତ୍ୟର ଉପଦ୍ରବରୁ ରକ୍ଷା କରିବା ପାଇଁ ମାର୍ଜାର-କେଶରୀଙ୍କୁ ଅନୁରୋଧ କରିଥିଲେ। -->
କିମ୍ବଦନ୍ତୀ ଅନୁଯାୟୀ ଏହି ଅଞ୍ଚଳେର ଏକଦା ଗୋଟିଏ ଶକ୍ତିଶାଳୀ ଅସୁର ଉପଦ୍ରବ କରୁଥିଲା।କରୁଥିଲା ସ୍ୱୟଂ ବିଷ୍ଣୁ ତାକୁ ମାରିବାକୁ ବାହାରିବାରୁ ସେ ମୂଷା ରୂପ ଧରି ଗୋଟିଏ ଗାତ ଭିତରେ ପଶିଯାଇଥିଲା।ପଶିଯାଇଥିଲା । ବିଷ୍ଣୁ ସଙ୍ଗେ ସଙ୍ଗେ ବିଡ଼ାଳ ରୂପ ଧାରଣ କରି ତାକୁ ଖାଇବା ପାଇଁ ସେଠାରେ ବସି ରହିଲେ।ରହିଲେ । ମୂଷିକ ଦୈତ୍ୟ କିନ୍ତୁ ସେ ଗାତରୁ ବାହାରିଲା ନାହିଁ।ନାହିଁ । କୁହାଯାଏ ଯେ ସେହି ଦିନ ଠାରୁ ମୂଷିକ ଦୈତ୍ୟର ଆତଙ୍କରୁ ଲୋକମାନଙ୍କୁ ରକ୍ଷା କରିବା ସହ ମୂଷକ ଦୈତ୍ୟକୁ ସେଠାରେ ଜଗି ରହିଛନ୍ତି।ରହିଛନ୍ତି ।
 
==ପର୍ବପର୍ବାଣୀ==
* ବୈଶାଖ ମେଳା
==ଆଧାର==
{{ଆଧାର}}
Line ୫୧ ⟶ ୫୪:
{{ବରଗଡ଼ ଜିଲ୍ଲା}}
{{ଓଡ଼ିଶାର ହିନ୍ଦୁ ମନ୍ଦିର}}
{{ମୁଣ୍ଡିଆ}}
 
[[ଶ୍ରେଣୀ:ବରଗଡ଼ ଜିଲ୍ଲା]]