"ଗୌରହରି ପରିଚ୍ଛା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
+ ଆଧାର
ଟିକେ Regular Character Changes
୨୨ କ ଧାଡ଼ି:
| children = ଦାମୋଦର, ଦୟାନିଧି,ରାମଚନ୍ଦ୍ର
| parents = ରାମକୃଷ୍ଣ ପରିଛା ,ଡାଳିମ୍ବ ପରିଚ୍ଛା
}}'''ଗୌରହରି ପରିଚ୍ଛା''' (୧୭୯୪-୧୮୯୩<ref>ପାରଳାଖେମୁଣ୍ଡି ସଙ୍ଗ୍ରହାଳୟରେ ଥିବା କବିଙ୍କ ଚିତ୍ର ଓ ବିବରଣୀ ଅନୁସାରେ ।</ref><ref>"''ସେ ପ୍ରାୟ ଊନଶତ ବର୍ଷ ଜୀବିତ ଥିଲେ ।''" ଗୌରହରି ଗ୍ରନ୍ଥାବଳୀ, ୧୯୨୬ । ପ୍ରଥମ ସଂସ୍କରଣ, ଶ୍ରୀ ଆପନ୍ନା ପଣ୍ଡାଙ୍କ ଦ୍ୱାରାପଣ୍ଡାଙ୍କଦ୍ୱାରା ସଂଶୋଧିତ, ପାରଳାଧୀଶ୍ୱର ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ମହାରାଜାଙ୍କ ଦ୍ୱାରାମହାରାଜାଙ୍କଦ୍ୱାରା ପ୍ରକାଶିତ ।</ref>, ମତାନ୍ତରରେ ୧୭୯୪-୧୮୮୪<ref name=":1">''[https://books.google.co.in/books?id=rVowAQAAIAAJ&q=gaurahari+parichha&dq=gaurahari+parichha&hl=en&sa=X&ved=0ahUKEwi0qb7bz4PYAhUNUI8KHVX9C0gQ6AEIOzAF Orissan history, culture, and archaeology: in felicitation of Prof. P.K. Mishra]'', Sadasiba Pradhan, D.K. Printworld, 01-Jan-1999 - History - 477 pages.</ref>, ୧୭୯୮-୧୮୯୭<ref>''[https://www.telegraphindia.com/1101229/jsp/orissa/story_13362766.jsp Rare art form finds few takers - 150-year-old traditional dance languishes in neglect],'' SUNIL PATNAIK, The Telegraph Wednesday , December 29 , 2010.</ref> ଓ ପ୍ରମାଦପୂର୍ଣ୍ଣ ୧୮୨୯-୧୯୨୭<ref name=":0">''ଓଡ଼ିଆ ଲେଖକ ପରିଚୟ'' ''(୧୪୫୦-୧୮୫୦)'', ଡଃ କୃଷ୍ଣଚରଣ ସାହୁ (ସଂକଳକ) । ୧୯୮୧, ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର - ୭୫୧୦୧୪ ।</ref>) ଓଡ଼ିଶାର ଜଣେ ପୁରାତନ କବି । [[ପାରଳାଖେମୁଣ୍ଡି|ପାରଳାଖେମୁଣ୍ଡିରେ]] ଜନ୍ମିତ । ସେ ରାଧାକୃଷ୍ଣ ସମ୍ବନ୍ଧିତ ଅନେକ ଚଉପଦୀ, ଛାନ୍ଦ ଓ କାବ୍ୟ ଲେଖି [[ଓଡ଼ିଶୀ ସଙ୍ଗୀତ]] ଓ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ଗୌରହରି କବିକଳହଂସ [[ଗୋପାଳକୃଷ୍ଣ ପଟ୍ଟନାୟକ]]<nowiki/>ଙ୍କ ସମସାମୟିକ ଥିଲେ ।<ref name=":0" /> ନିଜ କବିତ୍ୱ ଛଡ଼ା ସେ ନିଜ ବୀଣାବାଦନ ନିମନ୍ତେ ମଧ୍ୟ ପ୍ରସିଦ୍ଧି ଲାଭ କରିଥିଲେ ।<ref name=":2" />
 
== ଜୀବନ ==