"ରସାୟନ ବିଜ୍ଞାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସଠିକ ଆଇଏସବିଏନ ଛାଞ୍ଚ ବ୍ୟବହାର
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୩ କ ଧାଡ଼ି:
 
[[ରସାୟନ ବିଜ୍ଞାନ]] ହେଉଛି ଭୌତିକ [[ବିଜ୍ଞାନ]]ର ଏକ ଶାଖା । ଏଠାରେ ପଦାର୍ଥର ସଙ୍ଘଟନ, ସଂରଚନା, ଗୁଣ, ଆଉ ରାସାୟନିକ ପ୍ରତିକ୍ରିୟା [[ସମୟ]]ରେ
ହେଉଥିବା ପରିବର୍ତ୍ତନର ଅଧ୍ୟୟନ କରାଯାଏ। ରସାୟନ ବିଜ୍ଞାନ ଦ୍ଵାରା ଆମେ ଜାଣିପାରୁ ଥିବା ଦୃଷ୍ଟିକୋଣ ମଧ୍ୟରୁ ମୁଖ୍ୟ ହେଉଛି [[ଉଦ୍ଭିଦ ବିଜ୍ଞାନ]], ଆଗ୍ନେୟଗିରି ରୁ ଉତ୍କ୍ଷିପ୍ତ ହଉଥିବା ପଥର ବା ଆଗ୍ନେୟ ପଥର ର ଗଠନ [[ଭୂବିଜ୍ଞାନ ]],କିପରି ବାୟୁମଣ୍ଡଳୀୟ ଓଜୋନ ର ନିର୍ମାଣ ହୁଏ ଏବଂ କିପରି ବାୟୁମଣ୍ଡଳ କୁ ଦୂଷିତ କରୁଥିବା ପଦାର୍ଥ ନଷ୍ଟ ହୁଏ [[ପରିବେଶ ବିଜ୍ଞାନ]], ଚନ୍ଦ୍ର ପୃଷ୍ଠ ରେ ମୃତ୍ତିକା ର ଗୁଣଧର୍ମ ବିଷୟରେ (ଗ୍ରହ ନକ୍ଷତ୍ର ସମ୍ପର୍କୀୟ ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ ),କିପରି ଔଷଧ କାମ କରେ(ଔଷଧ ତତ୍ତ୍ବ, ଭେଷଜ ବିଜ୍ଞାନ ) ଇତ୍ୟାଦି ।
ହେଉଥିବା ପରିବର୍ତ୍ତନର ଅଧ୍ୟୟନ କରାଯାଏ।
 
== ଆଧାର ==
{{ଆଧାର}}