"ଆକାଶଗଙ୍ଗା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧୮ କ ଧାଡ଼ି:
==ଆକୃତି==
 
ଆକାଶଗଙ୍ଗା ଆକାଶରେ ଏକ କୁହୁଡ଼ିଆ ବାଦଲ ପରି ଦେଖା ଯାଏ ଯାହା କି ଉତ୍ତର ଆକାଶରୁ ଦକ୍ଷିଣ ଆକାଶକୁ ଲମ୍ବିଥାଏ। ଏଥିରେ କୋଟି କୋଟି ତାରକା ଥିଲେ ମଧ୍ୟଂ ସବୁ ଖାଲି ଆଖିରେ ଦେଖି ହୁଏନି ।କେତେକ ତାରକା ମହାକାଶୀୟ ଧୂଳିକଣା ଯୋଗୁ ଦେଖି ହୁଏନାହିଁ। ଏହା କେବେଳ ବୃହତ୍କାୟ ଟେଲିସ୍କୋପ(telescope) ସାହାଯ୍ୟରେ ଦେଖି ହୁଏ।ମହାକାଶ ବିଜ୍ଞାନୀ ମାନେ ଆକାଶଗଙ୍ଗାର ଅଧିକାଂଶ ନକ୍ଷେତ୍ର ଓ ଗ୍ରହ ଗୁଡିକୁ ହୋବ୍ୱଲ ଟେଲିସ୍କୋପ(hobble telescope) ସାହାଯ୍ୟରେ ଦେଖିଥାନ୍ତି ।ଏହି ତେଲେସ୍କୋପଟେଲିସ୍କୋପ ପୃଥିବୀର ଏକ ବହୁତ ଶକ୍ତିଶାଳୀ ତେଲେସ୍କୋପ ଅଟେ।
[[ଶ୍ରେଣୀ:ମହାକାଶ ବିଜ୍ଞାନ]]