"ନୀଳକଣ୍ଠ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଛବି ++
ଟ୍ୟାଗ: 2017 source edit
ଟିକେ ବନାନ ଶୁଦ୍ଧି
୩୨ କ ଧାଡ଼ି:
 
== ଶିକ୍ଷା ଓ ଜୀବନ ==
ପଣ୍ଡିତ ନୀଳକଣ୍ଠ ଦାସ ଜଣେ ମେଧାବୀ ଛାତ୍ର ଥିଲେ । ଭର୍ଣ୍ଣାକୁଲାର ପରୀକ୍ଷାଠାରୁ ଆରମ୍ଭ କରି ରେଭେନ୍ସା କଲେଜର ବି.ଏ. ପରୀକ୍ଷା ପର୍ଯ୍ୟନ୍ତ ସେ ଓଡ଼ିଶାରେ ପ୍ରଥମ ହୋଇଆସିଥିଲେ ।ଦର୍ଶନ। ଦର୍ଶନ ଶାସ୍ତ୍ର ଓ ରସାୟନ ବିଜ୍ଞାନ ବିଷୟକୁ ନେଇ ବି॰ଏ॰ ପରୀକ୍ଷାରେ ଉତ୍ତିର୍ଣ ହୋଇଥିଲେ । ପରେ ମାସିକ ବୃତ୍ତି ପାଇ ନୀଳକଣ୍ଠ [[ଦର୍ଶନ ଶାସ୍ତ୍ର]] [[କଲିକତା ବିଶ୍ୱବିଦ୍ୟାଳୟ]]ରୁ ସ୍ନାତକୋତ୍ତର ଉପାଧି ହାସଲ କରିଥିଲେ । ସେତେବେଳେ ତାହାର ମାନ ଖୁବ ଅଧିକ ଥିବାରୁ ତାଙ୍କୁ ଫିରିଙ୍ଗି ସରକାରଙ୍କ ଅଧିନରେ ଅନେକ ଉଚ୍ଚ ବେତନଯୁକ୍ତ ଚାକିରି ମିଳିଥିଲା,କିନ୍ତୁ ପଣ୍ଡିତ [[ଗୋପବନ୍ଧୁ ଦାସ|ଗୋପବନ୍ଧୁ]] ,ଆଚାର୍ଯ[[ଆଚାର୍ଯ୍ୟ ହରିହର]] ଓ ପଣ୍ଡିତ ନୀଳକଣ୍ଠ ଭାର୍ଗବୀ ନଈରେ ବଢିପାଣିରେ ହଇଜାରେ[[କଲେରା|ହଇଜା]]<nowiki/>ରେ ମରି ଭାସି ଯାଉଥିବା ଶବଗୁଡିକୁ ଦେଖି ଶପଥ ନେଇଥିଲେ ,' '''<big>ସରକାରୀ ଚାକିରି କରିବା ନାହିଁ, ଏଇଲେ ଦେଶକୁ ଯେମିତି ଦେଖୁଛେ ମଲା ବେଳକୁ ଆହୁରି ଭଲ ଦେଖି ମରିବା ।</big>'''<nowiki/>' ଅନଗ୍ରସର , ମୂକ ଓଡ଼ିଆ ଜାତିର ପାଟିରେ ଭାଷା ଦେବା ପାଇଁ [[ସତ୍ୟବାଦୀ ବନ ବିଦ୍ୟାଳୟ|ସତ୍ୟବାଦୀ ବନବିଦ୍ୟାଳୟ]] 190୯୧୯୦୯ ପ୍ରତିଷ୍ଠା ହେଲା ଓ ମାସିକ ୩୦ଟଙ୍କା ବେତନରେ [[ସତ୍ୟବାଦୀ ବନ ବିଦ୍ୟାଳୟ]]ରବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବରେ କାମ ଆରମ୍ଭ କରିଥିଲେ ।<ref>{{cite web |url= http://independent.academia.edu/KrishanShri/Papers/623017/An_experiment_in_nationalist_education_Satyavadi_school_in_Orissa_1909-1926_ |title=An experiment in nationalist education: Satyavadi school in Orissa(1909-1926) (Krishan Shri) - Academia.edu |work=academia.edu |year=2012 |quote=Nilakantha Das (1884-1967) joined the school in October1911 after completion of postgraduation in philosophy |accessdate=20 June 2012}}</ref>
 
== ରଚନାବଳୀ ==
ପଣ୍ଡିତ ନୀଳକଣ୍ଠ କବିତା, ପ୍ରବନ୍ଧ ଓ ଶିଶୁ ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ନିଜର ଅବଦାନ ଛାଡିଯାଇଛନ୍ତି । ଶିଶୁ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ଦୃଷ୍ଟିରୁ ବିଶିଷ୍ଟ ସାହିତ୍ୟିକ [[ସୁରେନ୍ଦ୍ର ମହାନ୍ତି]] ତାଙ୍କୁ '''ଶିଶୁ ସାହିତ୍ୟର ଆଦ୍ୟସ୍ରଷ୍ଟା''' ବୋଲି କହିଛନ୍ତି । ଭାଷାବିତମାନଙ୍କ ମତରେ ଦାସ '''ପ୍ରଥମ ଓଡ଼ିଆ ଭାଷାବିଜ୍ଞାନୀ'''
 
=== କବିତା ===
୬୭ କ ଧାଡ଼ି:
 
== ଓଡ଼ିଶା ପ୍ରଦେଶ ଓ ଭାଷା ଆନ୍ଦୋଳନ ==
[[ଓଡ଼ିଆ ଭାଷା]]କୁ ବାକି ପଡ଼ୋଶୀ ଭାଷାଭାଷିମାନଙ୍କଭାଷାଭାଷୀମାନଙ୍କ ଆକ୍ରମଣରୁ ଅଲଗା କରି ସ୍ୱତନ୍ତ୍ର ଭାଷାର ମର୍ଯ୍ୟାଦା ଦେବାରେ ସେ ମୁଖ୍ୟ ଭୂମିକା ନିଭାଇଥିଲେ । [[ମଧୁସୂଦନ ଦାସ|ଉତ୍କଳ ଗୌରବ ମଧୁସୂଦନ ଦାସ]], [[ଗୋପବନ୍ଧୁ ଦାସ|ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ]], [[ଫକୀର ମୋହନ ସେନାପତି|ବ୍ୟାସକବି ଫକିର ମୋହନ ସେନାପତି]], [[ଗଙ୍ଗାଧର ମେହେର|ସ୍ୱଭାବ କବି ଗଙ୍ଗାଧର ମେହେର]], [[ରାଧାନାଥ ରାୟ|କବିବର ରାଧାନାଥ ରାୟ]] ଓ ଏମିତି ଅନେକ କର୍ମୀମାନଙ୍କ ସହ ସେ [[ଓଡ଼ିଶା|ଓଡ଼ିଶା ପ୍ରଦେଶ]] ଗଠନ ପାଇଁ ଆନ୍ଦୋଳନରେ ଯୋଗ ଦେଇଥିଲେ ଯାହାର ଫଳ ସ୍ୱରୂପ '''[[ଓଡ଼ିଶା ଦିବସ|୧ ଅପ୍ରେଲ ୧୯୩୬]]'''ରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠିତ ହେଲା ।<ref>http://orissa.gov.in/e-magazine/Orissareview/2010/April/engpdf/31-39.pdf</ref>
 
== ସମାଜ ସଂସ୍କାର ଓ ଭାରତର ସ୍ୱାଧିନତାରେ ଭୂମିକା ==
ସେ [[ଭାରତ|ଭାରତର]] ସ୍ୱାଧିନତା ଆନ୍ଦୋଳନରେ ଜଣେ ସକ୍ରିୟ କର୍ମୀ ଭାବରେ ଅଂଶ ଗ୍ରହଣ କରି ୩ ଥର ( ୨ ବର୍ଷ ୨ ମାସ ) [[ହଜାରୀ ବାଗ ଜେଲରେଜେଲ]]<nowiki/>ରେ କାରାବରଣ କରିଥିଲେ । "କେନ୍ଦ୍ର ବିଧାନ ସଭା" ଓ [[ଓଡ଼ିଶା ବିଧାନ ସଭା]]ରେ ତାଙ୍କର ଓଜସ୍ୱିନୀ ଭାଷଣ ଅନେକଙ୍କୁ ଦେଶସେବା ଆଡ଼କୁ ମୁହାଁଇଥିଲା । ସେ ଏକାଧାରରେ ଜଣେ ଦେଶ ସେବକ, ସୁବକ୍ତା, ସୁଲେଖକ, ବାଗ୍ମୀ ଓ ଭାଷାବିତ(ଦ) ଥିଲେ । ଜଣେ ସକ୍ରିୟ ସ୍ୱାଧୀନତା ସଂଗ୍ରାମୀ ଭାବରେ ସେ ଛୁଆଁ ଅଛୁଆଁ ଭେଦଭାବ ଓ ନାନାଦି ସାମାଜିକ କୁସଂସ୍କାର ବିରୋଧରେ ସ୍ୱର ଉଠାଇଥିଲେ ।<ref>http://www.orissadiary.com/personality/freedom_fighter/NilakanthaDas.asp></ref> ପଣ୍ଡିତ ନୀଳକଣ୍ଠ ଜାତିଭେଦ ମାନୁନଥିଲେ ଓ ନିଜ ଛାତ୍ରମାନଙ୍କୁ ମଧ୍ୟ ସେହି ଶିକ୍ଷା ଦେଉଥିଲେ । ସେତେବେଳେ ବ୍ରାହଣ ସମାଜରେ, ଦାଢୀ କାଟି ନିଶ ରଖିବା ମନା ଥିଲା । ଏହାର ପ୍ରତିବାଦ କରି, ସେ ଦାଢୀ କାଟି ନିଶ ରଖିଥିଲେ । ଏଥିପାଇଁ ତାଙ୍କୁ ଶାସନୀ ବ୍ରାହ୍ମଣ ସମାଜର ଘୋର ବିରୋଧର ସମ୍ମୁଖିନ ହୋଇଥିଲେ ଓ ତାଙ୍କୁ ଦାଢୀ ହେବାକୁ ପଡିଥିଲା । ଏହି ପ୍ରଥାକୁ ବିଦ୍ରୁପ କରି, ସେ ''ମୋ ନିଶ'' ନାମରେ ପ୍ରବନ୍ଧ ଲେଖିଥିଲେ ।
 
== ସମ୍ମାନ ==