"ଶରତ ପୂଜାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସାଜସଜ୍ଜା
ଟିକେ ବନାନ ଶୁଦ୍ଧି
୩୫ କ ଧାଡ଼ି:
 
== କଥାଚିତ୍ର ଜୀବନ ==
୧୯୫୯ରେ '[[ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା]]' କଥାଚିତ୍ରରୁ ଅଭିନୟ ଜୀବନ ଆରମ୍ଭ କରିବା ପରେ "[[ଜୀବନସାଥୀ]]', "[[ସାଧନା' (୧୯୬୪ର ଚଳଚ୍ଚିତ୍ର)|ସାଧନା]]", "[[ମାଟିର ମଣିଷ]]', "[[ଅରୁନ୍ଧତୀ]]' ପ୍ରଭୃତି ସିନେମାରେ ଉଲ୍ଲେଖନୀୟ ଅଭିନୟ କରି ସେ ରାଷ୍ଟ୍ରପତିଙ୍କଠାରୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଗ୍ରହଣ କରିଥିଲେ । ତାଙ୍କ ଅଭିନୀତ "[[କିଏ କାହାର]]' ସିନେମା [[କଟକ|କଟକ ସହରରସହର]]<nowiki/>ର ବିଭିନ୍ନ ପ୍ରେକ୍ଷାଳୟରେ ୧୦୦ଦିନ କ୍ରମାନ୍ୱୟରେ ଚାଲି ରେକର୍ଡ଼ ସୃଷ୍ଟି କରିଥିଲା । ତାଙ୍କ ନିର୍ଦେଶିତନିର୍ଦ୍ଦେଶିତ "[[ତଅପୋଇ (୧୯୭୮ର ଚଳଚ୍ଚିତ୍ର)|ତଅପୋଇ]]', "[[ଅଶାନ୍ତ ଗ୍ରହ']]" ଓ "[[ଅସ୍ତରାଗ']]" କଥାଚିତ୍ର ଦର୍ଶକଙ୍କୁ ପ୍ରଭାବିତ କରିଥିଲା । ତାଙ୍କ ଅଭିନୀତ ଶେଷ କଥାଚିତ୍ର ଥିଲା [[ଗଦାଧର ପୁଟୀ]]ଙ୍କ ନିର୍ଦ୍ଦେଶିତ [[ପୂଜା ପାଇଁ ଫୁଲଟିଏ]] (୨୦୦୭) । ଏହି କଥାଚିତ୍ର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବେଶ ସଫଳତା ହାସଲ କରିଥିଲା । "କା'", "[[ଅନ୍ଧ ଦିଗନ୍ତ']]", "[[ଭୂଖା']]", "ଦୃଷ୍ଟି'", "[[ଅରଣ୍ୟ ରୋଦନ']]", "[[ଆରଣ୍ୟକ' (ଓଡ଼ିଆ କଥାଚିତ୍ର)|ଆରଣ୍ୟକ]]", "[[ଶେଷ ଦୃଷ୍ଟି|ଶେଷଦୃଷ୍ଟି']]", "[[ସତ ମିଛ|ସତମିଛ']]" ପ୍ରଭୃତି ପ୍ରାୟ ୫୦ରୁ ଊର୍ଦ୍ଧ୍ୱ କଥାଚିତ୍ରରେ ଅଭିନୟ ସାଙ୍ଗକୁ ୩ଟି କଥାଚିତ୍ରର ନିର୍ଦେଶନାନିର୍ଦ୍ଦେଶନା ତଥା ଅଧ୍ୟାପନା ଜୀବନରେ ୭୫ରୁ ଅଧିକ ନାଟକରେ ନିର୍ଦ୍ଦେଶନା ଦେଇଥିଲେ ।
 
{| class="wikitable sortable"