"ସିକନ୍ଦର ଆଲାମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ବାଲ୍ୟ ଜୀବନ ଓ ଶିକ୍ଷା: ଫିକ୍ସଡ଼ ବନାନ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
ଟିକେ →‎କର୍ମଜୀବନ: ଫିକ୍ସଡ଼ ବନାନ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
୩୭ କ ଧାଡ଼ି:
 
== କର୍ମଜୀବନ ==
'''ସିକନ୍ଦର ଆଲାମ''', ୧୯୫୭ ମସିହାରେ ମାତ୍ର ୧୮ ବର୍ଷ ବୟସରୁ [[ଆକାଶବାଣୀ କଟକ|ଆକାଶବାଣୀ କଟକରେ]] ଗୀତ ଗାଇବା ଆରମ୍ଭ କରିଥିଲେ ।<ref>http://www.hindu.com/2010/08/10/stories/2010081054490200.htm</ref> ଭଜନ, ଜଣାଣ, ଗଜଲ, ଆଧୁନିକ ଇତ୍ୟାଦି ସଂଗୀତର ସବୁ ଦିଗରେ ସେ ନିଜର ଦକ୍ଷତା ପ୍ରତିପାଦନ କରି ଖୁବ କମ ସମୟରେ ବହୁ ଲୋକପ୍ରିୟତା ଅର୍ଜନ କରିଥିଲେ ।<ref>http://profile.odiamusic.com/sikandaralam/</ref> ୧୯୬୨ମସିହାରେ ନିର୍ମିତ ଚଳଚ୍ଚିତ୍ର [[ଲକ୍ଷ୍ମୀ (୧୯୬୨ ଚଳଚ୍ଚିତ୍ର)|ଲକ୍ଷ୍ମୀରେ]] ସଂଗୀତ ସୁଧାକର [[ବାଳକୃଷ୍ଣ ଦାସ]]ଙ୍କ ନିର୍ଦ୍ଦେଶନାରେ କଣ୍ଠଦାନ କରିସେ ପ୍ରଥମ ଥର ପାଇଁ [[ଓଡ଼ିଆ ସିନେମା ଜଗତ|ଓଡ଼ିଆ ଚଳଚ୍ଚିତ୍ର ଜଗତ]]କୁ ପ୍ରବେଶ କରିଥିଲେ।କରିଥିଲେ ।<ref>http://cinemasagar.com/blog/75-milestomes-in-odia-film/</ref> ଏହି ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିଥିବା ଗୀତଟି , 'ଆରତ ଶୁଣ ବାରେ', ବହୁ ଲୋକପ୍ରିୟତା ଅର୍ଜନ କରିଥିଲା।କରିଥିଲା । ପରବର୍ତୀପରବର୍ତ୍ତୀ ସମୟରେ ସେ ବହୁ [[ଓଡ଼ିଆ]] ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଥିଲେ । ସେ ମଧ୍ୟରୁ [[ଅମଡ଼ା ବାଟ]], [[ଅଦିନ ମେଘ]],[[ମାଣିକ ଯୋଡ଼ି]], [[ମମତା (୧୯୭୫ର ସିନେମା)|ମମତା]], [[ସୂର୍ଯ୍ୟମୁଖୀ (ଓଡ଼ିଆ କଥାଚିତ୍ର)|ସୂର୍ଯ୍ୟମୁଖୀ]], [[ପୂଜା (୧୯୮୧ର ଓଡ଼ିଆ ଚଳଚ୍ଚିତ୍ର)|ପୂଜା]] ପ୍ରଭୃତି ଅନ୍ୟତମ ।<ref>http://ibnlive.in.com/generalnewsfeed/news/oriya-singer-mohammed-sikandar-alam-passes-away/217475.html</ref> ଏତଦ ବ୍ୟତିତ, ସେ ବହୁ ଆଲବମ ପାଇଁ ମଧ୍ୟ କଣ୍ଠଦାନ କରିଥିଲେ । ନିଜ ପତ୍ନୀ ନାଇମା ଓ କନ୍ୟା [[ନାଜିଆ ଆଲାମ]]ଙ୍କ ସହ ମିଶି ସେ 'ଆଲ୍ଲା କେ ହୁଜୁର' ନାମରେ ଏକ ଆଲବମ ମଧ୍ୟ କରିଥିଲେ । ଦେଶ, ବିଦେଶରେ ସେ ବହୁବାର ନିମନ୍ତ୍ରିତ ହୋଇ ସଂଗୀତ ପରିବେଷଣ କରିଥିଲେ ।
 
'''ସିକନ୍ଦର ଆଲାମ''', ରାଜ୍ୟ କୃଷି ବିଭାଗରେ ଜଣେ ଅଧିକାରୀ ଭାବରେ କାମ କରିଥିଲେ । ଏତଦ ବ୍ୟତିତ, ସେ ଓଡ଼ିଶା ରାଜ୍ୟ 'ସଂଗୀତ ନାଟକ ଏକାଡେମୀ'ର ଉପସଭାପତି ଓ ସଂଗୀତ ସୁଧାକର ବାଳକୃଷ୍ଣ ଦାସ ଫାଉଣ୍ଡେସନର ସଭାପତି ପଦବିପଦବୀ ମଧ୍ୟ ଅଳଙ୍କୃତ କରିଥିଲେ । <ref>http://www.hindu.com/2010/08/10/stories/2010081054490200.htm</ref>
 
୮ ଅଗଷ୍ଟ ୨୦୧୦ ମସିହାରେ ତାଙ୍କର ତିରୋଧାନ ଘଟିଥିଲା ।<ref>http://ibnlive.in.com/generalnewsfeed/news/oriya-singer-mohammed-sikandar-alam-passes-away/217475.html</ref>