"ସ୍ୱପ୍ନ ସାଗର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

୧୯୮୩ର ଓଡ଼ିଆ କଥାଚିତ୍ର
Content deleted Content added
"{{Infobox film | name = ସ୍ଵପ୍ନ ସାଗର | image = | image size = | alt =..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୧୩:୨୭, ୧୯ ମଇ ୨୦୧୧ ଅନୁସାରେ କରାଯାଇଥିବା ବଦଳ

ସ୍ଵପ୍ନ ସାଗର(English: Swapna Sagara ) (୧୯୮୩) ଏକ ଓଡ଼ିଆ ଭାଷାଓଡ଼ିଆ ଚଳଚ୍ଚିତ୍ର । ପ୍ରଯୋଜନା, ନିର୍ଦ୍ଦେଶନା, କାହାଣୀ ଓ ଚିତ୍ରନାଟ୍ୟ ପ୍ରଶାନ୍ତ ନନ୍ଦ ଓ ସଂଗୀତ ଅକ୍ଷୟ ମହାନ୍ତି, ଅଭିନୟରେ ପ୍ରଶାନ୍ତ ନନ୍ଦ, ଶ୍ରୀରାମ ପଣ୍ଡା, ମହାଶ୍ଵେତା ରାୟଅନିତା ଦାସଓଡ଼ିଆ ସିନେ ଇତିହାସରେ ଏହା ପ୍ରଥମ ଓଡ଼ିଆ ୭୦ ଏମ.ଏମ. ଚଳଚ୍ଚିତ୍ର ।[୧]

ସ୍ଵପ୍ନ ସାଗର
ନିର୍ଦ୍ଦେଶକପ୍ରଶାନ୍ତ ନନ୍ଦ
ପ୍ରଯୋଜକପ୍ରଶାନ୍ତ ନନ୍ଦ
ସଂଳାପପ୍ରଶାନ୍ତ ନନ୍ଦ
ସଙ୍ଗୀତଅକ୍ଷୟ ମହାନ୍ତି
ମୁକ୍ତିଲାଭ ତାରିଖ
୧୯୮୩

ଗୀତ

  • ଚିଠି ମୋର ଟିକି ଚଢେଇ
  • ସେଇ ଦୀପ ଅଛି, ସେଇ ଫୁଲ ଅଛି
  • ଏଇ ପାଣିରେ ପାଣିରେ
  • ବାଟୋଇ ଭାଇ
  • ଶୀକାରି ଶିକାରି

ଦ୍ରଷ୍ଟବ୍ୟ

  1. "Orissa Cinema :: History of Orissa Cinema, Chronology of Orissa Films". orissacinema.com. Retrieved 2009-02-27.

ଆହୁରି ଦେଖନ୍ତୁ

ବାହାର ଲିଙ୍କ

ଇଣ୍ଟରନେଟ ମୁଭି ଡାଟାବେସରେ Swapna Sagara