"କୃଷ୍ଣ ଚନ୍ଦ୍ର ମହାପାତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
କୃଷ୍ଣ ଚନ୍ଦ୍ର ମହାପାତ୍ର
 
ଟିକେNo edit summary
୩୭ କ ଧାଡ଼ି:
 
== ରାଜନୈତିକ ଜୀବନ ==
୧୯୫୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ କୃଷ୍ଣ ଚନ୍ଦ୍ର ମହାପାତ୍ର ସ୍ୱାଧୀନର ପ୍ରାର୍ଥୀ ଭାବରେ [[କେନ୍ଦୁଝର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|କେନ୍ଦୁଝର ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୮,୨୩୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ [[୨ୟ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref name=":0">{{Cite web|url=https://eci.gov.in/files/file/3618-orissa-1957/|title=Orissa 1957|website=Election Commission of India|language=en-IN|access-date=2019-06-27}}</ref> ତାଙ୍କ ସହ ଗଣତନ୍ତ୍ର ପରିଷଦର ପ୍ରାର୍ଥୀ [[ଜନାର୍ଦନ ଭଞ୍ଜ ଦେଓ]] ଏହି ବିଧାନ ସଭାକୁ ଯୁଗ୍ମ ଭାବରେ ନିର୍ବାଚିତ ହୋଇଥିଲେ ।<ref name=":0" /> ଏହି ବିଧାନ ସଭାରେ ସେ ୧୯୫୭ ମସିହାରୁ ୧୯୬୧ ମସିହାଯାଏଁ କାର୍ଯ୍ୟ କରିଥିଲେ ।
 
== ଆଧାର ==