"ଓଡ଼ିଆ ସାହିତ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସାଧାରଣ ବନାନ ସୁଧାର
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
୧୫୫ କ ଧାଡ଼ି:
କିଛି ଜଣାଶୁଣା ଚଳଚ୍ଚିତ୍ର ନାଟ୍ୟକାରଙ୍କ ଭିତରେ ଡ।. [[ସୁବୋଧ ପଟ୍ଟନାୟକ]] ଅନ୍ୟତମ ।
 
== ଓଡ଼ିଆ ସାହିତ୍ୟରେ ନାରୀ ସ୍ୱର ==
 
==ଭ୍ରମଣ କାହାଣୀ ==
ଊନବିଂଶ ଶତାବ୍ଦୀରେ ଓଡ଼ିଆ ଭ୍ରମଣ ସାହିତ୍ୟର ଶୁଭାରମ୍ଭ ହୋଇଥିବାର ଲକ୍ଷ କରାଯାଏ । [[ଗୋବିନ୍ଦ ରଥ]] ପ୍ରଥମେ ଭ୍ରମଣ ଜନିତ ସ୍ୱ-ଅନୁଭୂତିକୁ ଦୁଇଗୋଟି ପୁସ୍ତକରେ ଲିପିବଦ୍ଧ କରିଯାଇଛନ୍ତି । [[ଗୋବିନ୍ଦ ରଥ]] ଙ୍କର "କଟକ ଦର୍ଶନ"ଏବଂ "କଲିକତା ବର୍ଣ୍ଣନ"(୧୮୭୫) ଦୁଇଗୋଟି ଭ୍ରମଣ ସାହିତ୍ୟ । [[ଫକୀରମୋହନ ସେନାପତି]] "ଉତ୍କଳ ଭ୍ରମଣଂ" କାବ୍ୟରେ ଉତ୍କଳର ବିଭିନ୍ନ ସ୍ଥାନର ବର୍ଣ୍ଣନା କରିଛନ୍ତି । ୧୮୯୬ ମସିହାରେ [[ଶଶୀଭୂଷଣ ରାୟ]] ଦକ୍ଷିଣ ଭାରତ ଭ୍ରମଣାନୁଭୂତିକୁ ନେଇ "ଦାକ୍ଷିଣାତ୍ୟଭ୍ରମଣ" ରଚନା କରିଥିଲେ । ଂ