"ରମଣ ପ୍ରଭାବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Fix
ଟିକେ Bot: Automated text replacement (-ମ୍ୱ +ମ୍ବ)
୧ କ ଧାଡ଼ି:
[[File:Raman energy levels.jpg|thumb|480px|ଆଣବିକ ଶକ୍ତି ସ୍ତର ସମୂହ ଓ ରମଣ ପ୍ରଭାବ ପାଇଁ ଉଦ୍ଦିଷ୍ଟ ସ୍ତର]]
'''ରମଣ ପ୍ରଭାବ''' ବା '''ରମଣ ବିଚ୍ଛୁରଣ''' (ଈଂରାଜୀରେ '''Raman scattering''' ବା '''Raman effect''') ଆଲୋକ କଣିକା ଫୋଟନ୍‍ର ବିଚ୍ଛୁରଣ ସମ୍ୱନ୍ଧୀୟସମ୍ବନ୍ଧୀୟ ଏକ ସିଦ୍ଧାନ୍ତ । ଉଚ୍ଚ କମ୍ପନ ଓ ଘୂର୍ଣ୍ଣନ ଶକ୍ତି ସ୍ତରରେ ରହିଥିବା ଅଣୁମାନଙ୍କ ଧକ୍କା ଫଳକେ ଆଲୋକ କଣିକା ଫୋଟନ୍‍ର ଏକ ପ୍ରକାରର ଅନମନୀୟ ବିଚ୍ଛୁରଣ ଯୋଗୁଁ ରମଣ ପ୍ରଭାବ ସୃଷ୍ଟି ହୋଇଥାଏ ।
୧୯୨୮ ମସିହାରେ ଭାରତୀୟ ପଦାର୍ଥ ବିଜ୍ଞାନୀ [[ଚନ୍ଦ୍ରଶେଖର ଭେଙ୍କଟ ରମଣ]] ଓ ତାଙ୍କର ଜଣେ ଛାତ୍ର କେ. ଶ୍ରୀନିବାସ କୃଷ୍ଣନ୍ ତରଳ ପଦାର୍ଥମାନଙ୍କରେ<ref name="raman1928">{{cite journal|last=Raman|first=C. V.|date=|year=1928|title=A new radiation|url=http://hdl.handle.net/10821/377|journal=Indian J. Phys.|volume=2|pages=387–398|accessdate=2018-08-28|via=}}</ref> ଏହି ବିଚ୍ଛୁରଣ ଘଟୁଥିବା ଆବିଷ୍କାର କରିଥିଲେ । ଆଉ ଦୁଇ ବୌଜ୍ଞାନିକ ଗ୍ରିଗୋରି ଲାଣ୍ଡସ୍‍ବର୍ଗ୍ ଓ ଲିଓନିଡ୍ ମାଣ୍ଡେଲ୍‍ଷ୍ଟାମ୍ ସ୍ୱତନ୍ତ୍ର ପରୀକ୍ଷାଦ୍ୱାରା କଠିନ ସ୍ଫଟିକ ପଦାର୍ଥରେ ଏହି ପ୍ରଭାବ ଦେଖାଯାଉଥିବା ପ୍ରତିପାଦିତ କରିଥିଲେ ।<ref>{{Cite journal| first1 = G.| last2 = Mandelstam| first2 = L.| last1 = Landsberg | title = Eine neue Erscheinung bei der Lichtzerstreuung in Krystallen | journal = Naturwissenschaften | volume = 16| issue = 28 | pages = 557 | year = 1928| doi = 10.1007/BF01506807|bibcode = 1928NW.....16..557. }}</ref> ୧୯୨୩ ମସିହାରେ ଆଉ ଜଣେ ବୈଜ୍ଞାନିକ ଆଡୋଲ୍‍ଫ୍ ସ୍ମେକାଲ୍ ଏହି ପ୍ରଭାବର ତତ୍ତ୍ୱ ବିଷୟରେ କହିଥିଲେ ହେଁ କୌଣସି ବିଜ୍ଞାନଭିତ୍ତିକ ପ୍ରମାଣ ଦେଇନଥିଲେ ।<ref name=smekal>{{Cite journal| first1 = A. | title = Zur Quantentheorie der Dispersion | journal = Naturwissenschaften| last1 = Smekal | volume = 11| issue = 43 | pages = 873–875 | year = 1923 | doi = 10.1007/BF01576902|bibcode = 1923NW.....11..873S }}</ref>