"ରଙ୍ଗ୍ ନମ୍ବର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ fixing errors
ଟିକେ Bot: Automated text replacement (-ମ୍ୱ +ମ୍ବ)
୨୭ କ ଧାଡ଼ି:
}}
 
'''ରଙ୍ଗ୍ ନମ୍ବର''', ୨୦୦୨ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର । ଆଲୋକ ରାୟ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ବବି ଇସ୍‌ଲାମ୍ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।<ref>{{cite news |title=ସମ୍ୱିତଙ୍କସମ୍ବିତଙ୍କ ପ୍ରେମ |url=http://samajaepaper.in/epaperimages/23122018/23122018-md-sn-8/22122018221423543.jpg |accessdate=27 December 2018 |work=[[ସମାଜ]] ରବିବାର |date=23 December 2018 |archiveurl=http://www.webcitation.org/74yzsqjsL |archivedate=27 December 2018 |location=ଓଡ଼ିଶା |page=୮ |language=ଓଡ଼ିଆ}}</ref>
 
ମିହିର ଦାସ, ଶ୍ରୀତମ ଦାସ, ପିଣ୍ଟୁ ନନ୍ଦ, ଜ୍ୟୋତି ମିଶ୍ର, ହର ପଟ୍ଟନାୟକ, ସରୋଜ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ସୁରେଶ ବଳ, ରବି ମିଶ୍ର, ମୋନାଲିସା, ବନମାଳି ପାଣ୍ଡିଆ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।