"ଭାରତୀୟ କଲରାପତରିଆ ବାଘ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ba with wa
ଟିକେ Bot: Automated text replacement (-ମ୍ୱ +ମ୍ବ)
୯୪ କ ଧାଡ଼ି:
ନେପାଳର ବର୍ଦିଆ ଜାତୀୟ ଉଦ୍ୟାନରେ ଅଣ୍ଡିରା କଲରାପତ୍ରିଆ ବାଘମାନେ ୪୮ ବର୍ଗ କି.ମି. ଓ ମାଈ କଲରାପତ୍ରିଆ ବାଘମାନେ ୧୭ ବର୍ଗ କି.ମି. ଅଞ୍ଚଳର ନିୟନ୍ତ୍ରଣ କରିବା ଦେଖାଯାଇଛି । ବାଘୁଣୀ ଶାବକମାନଙ୍କ ସହିତ ରହୁଥିଲେ ତାହାର କ୍ଷେତ୍ର କମିଯାଇ ୫-୭ ବର୍ଗ କି.ମି. ପର୍ଯ୍ୟନ୍ତ ହୋଇଥାଏ ।<ref>{{cite journal |author=Odden, M. |author2=Wegge, P. |year=2005 |title=Spacing and activity patterns of leopards ''Panthera pardus'' in the Royal Bardia National Park, Nepal |journal=Wildlife Biology |volume=11 |issue=2 |pages=145–152 |doi=10.2981/0909-6396(2005)11[145:SAAPOL]2.0.CO;2 |url=http://wild-cat.org/pardus/infos/Odden+Wegge2005-Leopards-spacing+activity-BardiaNP.pdf |access-date=24 February 2011 |archive-url=https://web.archive.org/web/20110728190608/http://wild-cat.org/pardus/infos/Odden+Wegge2005-Leopards-spacing+activity-BardiaNP.pdf |archive-date=28 July 2011 |dead-url=yes |df=dmy-all }}</ref>
 
କଲରାପତ୍ରିଆ ବାଘ ହେଉଛି ବିଭିନ୍ନ ପ୍ରକାରର ଜୀବ ମାରି ଖାଉଥିବା ଏକ ସୁବିଧାବାଦୀ ଶିକାରୀ ।<ref name=Nowell1996/> ବଡ଼ ଖପୁରୀ ଓ ଶକ୍ତିଶାଳୀ ଥୋଡ଼ହାଡ଼ ଯୋଗୁଁ କଲରାପତ୍ରିଆ ବାଘ ବଡ଼ ଜୀବଜନ୍ତୁଙ୍କ ଶିକାର କରିବାରେ ମଧ୍ୟ ସମର୍ଥ ।<ref name="Burnie">{{cite book |last=Burnie |first=D |last2=Wilson |first2=D. E. |year=2001 |title=Animal: The Definitive Visual Guide to the World's Wildlife' |publisher=DK Adult |isbn=978-0789477644}}</ref><ref>{{cite book |last=Boitani|first= L.|title=Simon & Schuster's Guide to Mammals|publisher= Simon & Schuster/Touchstone Books |year=1984|isbn=978-0-671-42805-1}}</ref> ସରିସ୍କା ବ୍ୟାଘ୍ର ଅଭୟାରଣ୍ୟର ଭାରତୀୟ କଲରାପତ୍ରିଆ ବାଘ ହରିଣ, ସମ୍ୱରସମ୍ବର, ନୀଳଗାଈ, ବାରହା, [[ହନୁ ମାଙ୍କଡ଼]], [[ଠେକୁଆ]] ଓ [[ମୟୂର]] ପରି ଜୀବଙ୍କୁ ଖାଇବା ଦେଖାଯାଇଛି ।<ref>{{cite journal|author=Mondal, K.|author2=Gupta, S.|author3=Bhattacharjee, S.|author4=Qureshi, Q.|author5=K. Sankar|last-author-amp=yes |title=Prey selection, food habits and dietary overlap between leopard ''Panthera pardus'' (Mammalia: Carnivora) and re-introduced tiger ''Panthera tigris'' (Mammalia: Carnivora) in a semi-arid forest of Sariska Tiger Reserve, Western India |doi=10.1080/11250003.2012.687402|year=2012 |journal=Italian Journal of Zoology |volume=79 |issue=4|pages=607–616}}</ref>
ପେରିୟାର୍ ବ୍ୟାଘ୍ର ଅଭୟାରଣ୍ୟରେ କଲରାପତ୍ରିଆ ବାଘମାନେ ଅଧିକାଂଶରେ ଆଦି ବାନରମାନଙ୍କୁ ଖାଇବା ଦେଖାଯାଇଛି ।<ref>{{cite journal |last1=Srivastava |first1=K. K. |last2=Bhardwaj |first2=A. K. |last3=Abraham |first3=C. J. |last4=Zacharias |first4=V. J. |year=1996 |title=Food habits of mammalian predators in Periyar Tiger Reserve, South India |journal=The Indian Forester |volume=122 |issue=10 |pages=877–883 |url=http://www.indianforester.co.in/index.php/indianforester/article/view/6542 |accessdate=22 March 2013}}</ref>
 
୧୨୨ କ ଧାଡ଼ି:
* '''''ଭାରତ'''''ରେ ୧୯୯୪ ମସିହାରୁ ୨୦୧୦ ଅକ୍ଟୋବର ମାସ ମଧ୍ୟରେ ୨୮୪୫ଟି କଲରାପତ୍ରିଆଙ୍କ ଅବୈଧ ଶିକାର ହୋଇଥିଲା ;<ref name="banks2006"/><ref>Wildlife Trust of India (2008). [https://web.archive.org/web/20110721181105/http://www.wti.org.in/news-archives/2008/07/29/leopard-skin-traders-arrested-in-up-eight-skins-recovered/ ''Leopard skin traders arrested in UP; eight skins recovered'']. Wildlife Trust of India, 29 July.</ref><ref>Ghosh, A. (2008). [http://www.wpsi-india.org/news/14092008.php ''27 leopard skins seized in 45 days'']. Wildlife Protection Society of India.</ref><ref>The Hindu (2008). [http://www.wpsi-india.org/news/26092008.php ''Leopard skin, other wildlife products seized; five held''].</ref><ref>Wildlife Protection Society of India (2009). [http://www.wpsi-india.org/news/18032009.php ''Leopard Skins Seized in Dehradun''], 18 March 2009.</ref><ref>The Indian Express Limited (2010). [http://www.indianexpress.com/news/4-with-leopard-hide-held-role-of-politician-to-be-probed/695979/ ''4 with leopard hide held, role of politician to be probed''], 12 October 2010.</ref>
* '''''ନେପାଳ'''''ରେ ମଇ, ୨୦୦୨ରୁ ନେଇ ମଇ, ୨୦୦୮ ମଧ୍ୟରେ ୨୪୩ଟି କଲରାପତ୍ରିଆଙ୍କ ଅବୈଧ ଶିକାର ହୋଇଥିଲା ;<ref name="banks2006" /><ref name="banks2004" /><ref name="Aryal2009">{{cite book |author=Aryal, R. S. |year=2009 |url=http://assets.panda.org/downloads/final_cites_book.pdf |title=CITES : Implementation in Nepal and India, Law, Policy and Practice |edition=2nd |publisher=Bhrikuti Academic Publications |location=Kathmandu |ISBN=99933-673-3-8 }}{{dead link|date=November 2017 |bot=InternetArchiveBot |fix-attempted=yes }}</ref><ref>Yonzon, P. (2008). [https://web.archive.org/web/20110727124013/http://www.nfwf.org/AM/Template.cfm?Section=Home&TEMPLATE=%2FCM%2FContentDisplay.cfm&CONTENTID=8995 ''Conservation of Tigers in Nepal 2007'']. Wildlife Conservation Nepal</ref><ref>Wildlife Trust of India (2008). [https://web.archive.org/web/20110721181037/http://www.wti.org.in/news-archives/2008/05/12/cross-border-wildlife-traders-arrested-in-nepal-with-wti%E2%80%99s-help/ ''Cross-border wildlife traders arrested in Nepal with WTI’s help'']. Wildlife Trust of India, 12 May.</ref>
* '''''ଚୀନ''''' ଓ '''''ତିବ୍ବତ'''''ରେ ୧୯୯୯ ମସିହା ଜୁଲାଇ ମାସରୁ ୨୦୦୫ ମସିହା ସେପ୍ଟେମ୍ୱରସେପ୍ଟେମ୍ବର ମଧ୍ୟରେ ୭୭୪ଟି କଲରାପତ୍ରିଆଙ୍କ ଅବୈଧ ଶିକାର ହୋଇଥିଲା ।<ref name="banks2006" /><ref name="banks2004" />
 
୨୦୧୦ ମଇ ମାସରେ ଭାରତୀୟ ବନ୍ୟଜୀବ ସୁରକ୍ଷା ସମାଜ ଏକ ଆକଳନ କରିଥିଲା ଯାହା ଅନୁସାରେ ୧୯୯୪ ମସିହା ପରଠାରୁ ୩୧୮୯ଟି କଲରାପତ୍ରିଆଙ୍କ ଅବୈଧ ଶିକାର ହୋଇଛି । ଜବତ ସାମାନରେ ଗୋଟିଏ ମହାବଳ ବାଘ ଛାଲ ପିଛା ୭ଟି କଲରାପତ୍ରିଆ ବାଘ ଛାଲ ରହିଥିଲା ।<ref>Wildlife Protection Society of India (2010). [http://www.wpsi-india.org/news/18052010.php ''Leopards Battling For Survival In India'']. Wildlife Protection Society of India, 18 May 2010.</ref> ଅବୈଧ ବ୍ୟବସାୟ ପାଇଁ ୨୦୦୨ରୁ ୨୦୧୨ ମଧ୍ୟରେ ପ୍ରତି ସପ୍ତାହରେ ୪ଟି କଲରାପତ୍ରିଆ ମରାଯାଉଥିବା ଆଶଙ୍କା କରାଯାଇଥିଲା ।<ref>{{Cite news|url=https://www.wwfindia.org/?7840|title=Four Leopards a week enter India’s illegal wildlife trade|access-date=2018-08-12|language=en}}</ref>
୧୪୭ କ ଧାଡ଼ି:
==ସଂରକ୍ଷଣ==
[[File:INDIAN LEOPARD.jpg|thumb|ଯନ୍ତାରେ ବନ୍ଦୀ ଥିବା ଏକ କଲରାପତ୍ରିଆ ବାଘ]]
CITESର ପ୍ରଥମ ଅନୁଚ୍ଛେଦରେ ସମଗ୍ର [[କଲରାପତରିଆ ବାଘ]] ପ୍ରଜାତି ତାଲିକାଭୁକ୍ତ ।<ref name="iucn" /> ନେପାଳ ଓ ଭାରତ CITES ସହିତ ଅନୁବଦ୍ଧ ଥିଲେ ହେଁ ଉଭୟ ଦେଶର କାର୍ଯ୍ୟକାରୀ ବିଭାଗ ଏହି ସଂସ୍ଥାର ଚିନ୍ତାର ସତ୍ୟତାକୁ ସ୍ୱୀକାର କରନ୍ତି ନାହିଁ । ଅବୈଧ ଶିକାରର ଗତିବିଧି ନିରୀକ୍ଷଣ ପାଇଁ ଆବଶ୍ୟକୀୟ ପ୍ରଶିକ୍ଷିତ ମାନବ ସମ୍ୱଳସମ୍ବଳ, ଭିତ୍ତିଭୂମି ଓ ଗୋଇନ୍ଦା ସେବାର ବ୍ୟବସ୍ଥା ଅଦ୍ୟାବଧି ଆଶାନୁରୂପ ଭାବେ ପ୍ରତିଷ୍ଠିତ ହୋଇପାରିନାହିଁ ।<ref name="Aryal2009"/>
 
ପ୍ରଥମ ବିଶ୍ୱଯୁଦ୍ଧୋତର ଭାରତରେ ଫ୍ରେଡେରିକ୍ ୱାଲ୍ଟର୍ ଚାମ୍ପ୍ୟନ୍ ସର୍ବ ପ୍ରଥମେ ଚିତ୍ତବିନୋଦନ ପାଇଁ କଲରାପତ୍ରିଆ ବାଘଙ୍କ ଶିକାର ପ୍ରଥାର ତୀବ୍ର ନିନ୍ଦା କରିଥିଲେ ଓ ସେମାନଙ୍କ ସଂରକ୍ଷଣ ପ୍ରତି ଦୃଷ୍ଟି ଆକର୍ଷଣ କରାଇଥିଲେ ।<ref>Champion, F.W. (1934). ''What is the Use of Leopards?'' In: "The Jungle in Sunlight and Shadow". Natraj Publishers, New Delhi.</ref> କୁଅଁର ବିଲି ଅର୍ଜନ ସିଂହ ମଧ୍ୟ ୧୯୭୦ ମସିହାରୁ ଏହି ଦିଗରେ କାମ କରି ଆସିଥିଲେ ।<ref>{{cite book |author=Singh, A. |year=1982 |title=Prince of Cats |publisher=Jonathan Cape, London|isbn=978-0195654028}}</ref> ଭାରତରେ ଅଳ୍ପ କିଛି ସ୍ଥାନରେ କଲରାପତ୍ରିଆ ବାଘଙ୍କ ପାଇଁ ରକ୍ଷା କେନ୍ଦ୍ରମାନ ରହିଛି ; ଯଥା ଜୁନ୍ନାରସ୍ଥିତ ମାନିକଦୋଃ କଲରାପତ୍ରିଆ ଉଦ୍ଧାର କେନ୍ଦ୍ର ।<ref>{{Cite news|url=http://www.dnaindia.com/pune/report-manikdoh-leopard-rescue-centre-to-get-facelift-1817426|title=Manikdoh Leopard rescue centre to get facelift|date=2013 |work=dna|access-date=2018-08-12}}</ref> ଆଉ ଅଧିକ ଉଦ୍ଧାର କେନ୍ଦ୍ର ସ୍ଥାପନାର ଯୋଜନା ମଧ୍ୟ ରହିଛି ।<ref>{{Cite news|url=https://timesofindia.indiatimes.com/city/kanpur/Kanpur-zoo-to-propose-leopard-rescue-centre/articleshow/5165638.cms|title=Kanpur zoo to propose leopard rescue centre - Times of India|work=The Times of India|access-date=2018-08-12}}</ref> କିଛି ବନ୍ୟଜୀବ ବିଶେଷଜ୍ଞଙ୍କ ମତାନୁଯାୟୀ ଏପରି ଅଧିକ କଲରାପତ୍ରିଆ ଉଦ୍ଧାର କେନ୍ଦ୍ର ସ୍ଥାପନାରୁ ବେଶୀ ଲାଭ ମିଳିନପାରେ । ବରଂ ମନୁଷ୍ୟଙ୍କୁ ସଚେତନ କରାଇବା, ଜଙ୍ଗଲ ଜମିକୁ ଚରିବା କିମ୍ୱାକିମ୍ବା ଚାଷ କରିବା ପାଇଁ ହେଉଥିବା ବ୍ୟାପକ ବ୍ୟବହାର ଉପରେ କଟକଣା ଲଗାଇବା, ଅଧିକ ଦାୟିତ୍ତ୍ୱବାନ ବନ କର୍ମଚାରୀ ଓ ସୁଚିନ୍ତିତ ପରିଚାଳନା ବ୍ୟବସ୍ଥାଦ୍ୱାରା ମନୁଷ୍ୟ ଓ କଲରାପତ୍ରିଆ ବାଘଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସଂଘର୍ଷକୁ କମ୍ କରିହେବ । ଫଳରେ ସେମାନଙ୍କ ସଂରକ୍ଷଣରେ ମଧ୍ୟ ସହାୟତା ମିଳିବ ।<ref>{{Cite web|url=https://india.mongabay.com/2018/05/16/protected-parks-or-change-in-human-behaviour-what-will-save-the-threatened-leopards-of-gujarat/|title=Protected parks or change in human behaviour: what will save the threatened leopards of Gujarat?|website=india.mongabay.com|date=2018 |access-date=2018-08-12}}</ref>
 
==ସଂସ୍କୃତି ଓ ସାହିତ୍ୟରେ କଲରାପତ୍ରିଆ ବାଘ==
୧୫୫ କ ଧାଡ଼ି:
* ରୁଡ୍ୟାର୍ଡ୍ କିପ୍ଲିଂଙ୍କ ୧୮୯୪ ମସିହାର ଉପନ୍ୟାସ ''ଦ ଜଙ୍ଗଲ୍ ବୁକ୍ (The Jungle Book)''ରେ ଉଲ୍ଲିଖିତ '''''ବଗୀରା''''' ଚରିତ୍ରଟି ଏକ କଳା ରଙ୍ଗର କଲରାପତ୍ରିଆ ବାଘ । ଏହି ପୁସ୍ତକ ଉପରେ ୧୯୬୭ ଓ ୨୦୧୬ ମସିହାରେ ଡିସ୍‍ନିଦ୍ୱାରା ନିର୍ମିତ ଚଳଚ୍ଚିତ୍ର ପର୍ଯ୍ୟବେଶିତ ଥିଲା ।<ref name="Deadline2014">{{cite web |url=http://m.deadline.com/2014/06/ben-kingsley-to-voice-bagheera-in-disneys-the-jungle-book/ |title=Ben Kingsley to Voice Bagheera in Disney's ''The Jungle Book'' |work=Deadline |date=June 25, 2014 |accessdate=June 25, 2014 |deadurl=yes |archiveurl=https://web.archive.org/web/20140629095432/http://m.deadline.com/2014/06/ben-kingsley-to-voice-bagheera-in-disneys-the-jungle-book/ |archivedate=29 June 2014 |df= }}</ref>
* [[ଜିମ୍ କର୍ବେଟ୍‍]]ଙ୍କ ଲିଖିତ ''ଦ ମ୍ୟାନ୍-ଇଟର୍ସ୍ ଅଫ୍ କୁମାଓଁ (Man-Eaters of Kumaon)'' ପୁସ୍ତକଟିରେ ତତ୍କାଳୀମ କୁମାୟୁଁ ଅଞ୍ଚଳର ନରଭକ୍ଷୀ ମହାବଳ ବାଘ ଓ କଲରାପତ୍ରିଆ ବାଘଙ୍କ ବିଷୟରେ ବର୍ଣ୍ଣନା ରହିଛି ।<ref name="Corbett1944">''Man-Eaters of Kumaon'' (1944), [[Jim Corbett]], [[Oxford University Press]], [[Bombay]].</ref>
* ଗୌରୀ ବପତ୍‍ଙ୍କଦ୍ୱାରା ଲିଖିତ ଓ ସୁଜୟ ଡହାକେଙ୍କଦ୍ୱାରା ନିର୍ଦ୍ଦେଶିତ ୨୦୧୪ ମସିହାର ମରାଠୀ ଚଳଚ୍ଚିତ୍ର ‘ଅଜୁବା’ ଏକ ସତ୍ୟ ଘଟଣା ଉପରେ ଆଧାରିତ ବୋଲି ବିଶ୍ୱାସ କରାଯାଏ ।<ref>{{cite web|url=http://daily.bhaskar.com/news/MAH-PUN-marathi-film-ajoba-based-on-a-leopards-fascinating-journey-urmila-plays-a-wildli-4290800-PHO.html|title=Marathi film 'Ajoba' based on a leopard's fascinating journey, Urmila plays a wildlife biologist|publisher=}}</ref> ମଲ୍‍ଶେଜ ଘାଟରୁ [[ମୁମ୍ୱାଇମୁମ୍ବାଇ]] ପର୍ଯ୍ୟନ୍ତ ଅଜୁବା ନାମକ ଏକ କଲରାପତ୍ରିଆ ବାଘର ୨୯ ଦିନର ପଦଯାତ୍ରା ଏହି ଚଳଚ୍ଚିତ୍ରରେ ପ୍ରଦର୍ଶିତ ।
 
==ଗ୍ୟାଲେରୀ==