"ବ୍ଲକ୍‌ଚେନ୍‌" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Replacing ଵ with ୱ
ଟିକେ Bot: Automated text replacement (-ମ୍ୱ +ମ୍ବ)
୯ କ ଧାଡ଼ି:
 
== ଇତିହାସ ==
[[File:Confirmed Transactions Per Day.png|thumb|220x220px|୨୦୦୯ ଜାନୁଆରୀରୁ ନେଇ ୨୦୧୭ ସେପ୍ଟେମ୍ୱରସେପ୍ଟେମ୍ବର ମଧ୍ୟରେ ହୋଇଥିବା ବିଟ୍‍କଏନ୍ କାରବାର]]
୧୯୯୧ ମସିହାରେ ସର୍ବପ୍ରଥମେ ଷ୍ଟୁଆର୍ଟ୍ସ ହେବର୍ ଓ ଡବ୍ଲୁ. ଷ୍କଟ୍ ଷ୍ଟର୍ନେଟା ଗୁପ୍ତଲିଖନ ବିଧିର ବ୍ୟବହାର କରି କିପରି ଏକ ସୁରକ୍ଷିତ ଶୃଙ୍ଖଳ ସୃଷ୍ଟି ହୋଇପାରିବ ତାହା ଦର୍ଶାଇଥିଲେ ।<ref name="cryptocurrencytech" /><ref>{{cite journal|last1=Haber|first1=Stuart|last2=Stornetta|first2=W. Scott|title=How to time-stamp a digital document|journal=Journal of Cryptology|date=January 1991|volume=3|issue=2|pages=99–111|doi=10.1007/bf00196791|citeseerx=10.1.1.46.8740}}</ref> ଲିପିବଦ୍ଧ କାରବାରର ସମୟଛାପ ଯେପରି ପରିବର୍ତ୍ତିତ ହୋଇପାରୁନଥିବା ଏକ ବ୍ୟବସ୍ଥା ସୃଷ୍ଟି କରିବା ସେମାନଙ୍କ ଇଚ୍ଛା ଥିଲା । ୧୯୯୨ ମସିହାରେ ବାୟର୍, ହେବର୍ ଓ ଷ୍ଟର୍ନେଟା ମିଳିତ ଭାବେ ଏକ ହାଶ୍ ଲତିକା (ବା ମେର୍କେଲ୍ ଲତିକା) ବ୍ୟବସ୍ଥା ସୃଷ୍ଟି କରିବାରେ ସଫଳ ହୋଇଥିଲେ ।<ref name="cryptocurrencytech" /><ref>{{Cite book|last1=Bayer|first1=Dave|last2=Haber|first2=Stuart|last3=Stornetta|first3=W. Scott|title=Improving the Efficiency and Reliability of Digital Time-Stamping|journal=Sequences|date=March 1992|volume=2|pages=329–334|doi=10.1007/978-1-4613-9323-8_24|isbn=978-1-4613-9325-2|citeseerx=10.1.1.71.4891}}</ref>
 
୨୦ କ ଧାଡ଼ି:
ବ୍ଲକ୍‌ଚେନ୍‌ରେ “ସ୍ମାର୍ଟ୍ ଅନୁବନ୍ଧ” (Smart contract) ପଦ୍ଧତି ବ୍ୟବହୃତ ହୁଏ । ଉଦାହରଣ ସ୍ୱରୂପ : "କ୍ରେତାଙ୍କ ଦ୍ରବ୍ୟର ଯୋଗାଣ ହୋଇଗଲେ ସ୍ୱତଃ ଏକ ପ୍ରାପ୍ୟକ ଦସ୍ତାବିଜ ତିଆରି ହୋଇ ପୈଠ ହୋଇଯିବ ।"{{R|te20151031}} ଏପରି ସ୍ମାର୍ଟ୍ ଅନୁବନ୍ଧରେ କେଉଁ ବାହ୍ୟ ତଥ୍ୟ ଓ ବ୍ୟବସାୟିକ ଉପାଦାନ ଆବଶ୍ୟକ ତାହା ଶୃଙ୍ଖଳ ବାହାରେ ରହିଥିବା ଏକ ଓରାକଲ୍ ଯନ୍ତ୍ରଦ୍ୱାରା ନିର୍ଦ୍ଧାରିତ ହୋଇଥାଏ ।<ref name=bletchleyWP201609>[https://github.com/Azure/azure-blockchain-projects/blob/master/bletchley/bletchley-whitepaper.md Project Bletchley Whitepaper] {{webarchive|url=https://web.archive.org/web/20170111135615/https://github.com/Azure/azure-blockchain-projects/blob/master/bletchley/bletchley-whitepaper.md |date=11 January 2017 }}, Microsoft, 2016-09-19. Retrieved 2016-12-24.</ref>
 
୨୦୧୬ ମସିହା ଜୁଲାଇ ମାସରେ ଆଇ. ବି. ଏମ୍. (IBM) କମ୍ପାନୀ [[ସିଙ୍ଗାପୁର]]ଠାରେ ଏକ ବ୍ଲକ୍‌ଚେନ୍‌ ଗବେଷଣା କେନ୍ଦ୍ରର ସ୍ଥାପନ କରିଥିଲା ।<ref name="ibmtof">{{Cite news |url=http://www.straitstimes.com/business/economy/ibm-to-open-first-blockchain-innovation-centre-in-singapore-to-create-applications |title=IBM to open first blockchain innovation centre in Singapore, to create applications and grow new markets in finance and trade |first=Ann |last=Williams |accessdate=13 November 2016 |date=12 July 2016 |newspaper=The Straits Times |publisher=Singapore Press Holdings Ltd. Co. |deadurl=no |archiveurl=https://web.archive.org/web/20161114165146/http://www.straitstimes.com/business/economy/ibm-to-open-first-blockchain-innovation-centre-in-singapore-to-create-applications |archivedate=14 November 2016 |df=dmy-all }}</ref> ୨୦୧୬ ମସିହା ନଭେମ୍ୱରନଭେମ୍ବର ମାସରେ ବ୍ଲକ୍‌ଚେନ୍‌ ପରିଚାଳନା ଓ ନିୟନ୍ତ୍ରଣ ପାଇଁ ଏକ ମଡେଲ୍ ଗଠନ କରିବା ବିଶ୍ୱ ଅର୍ଥନୈତିକ ଫୋରମ୍ଦ୍ୱାରା ଏକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା ।
 
ଆକ୍ସେଞ୍ଚର୍ କମ୍ପାନୀର ଆକଳନ ଅନୁଯାୟୀ ୨୦୧୬ ମସିହାରେ ସମସ୍ତ ଆର୍ଥିକ ସେବାରୁ କେବଳ ୧୩.୫% ବ୍ଲକ୍‌ଚେନ୍‌ ଗ୍ରହଣ କରିପାରିଥିଲେ ।<ref name="tfob">{{Cite news |url=http://raconteur.net/business/the-future-of-blockchain-in-8-charts |title=The future of blockchain in 8 charts |accessdate=3 December 2016 |date=27 June 2016 |work=Raconteur |deadurl=no |archiveurl=https://web.archive.org/web/20161202234125/http://raconteur.net/business/the-future-of-blockchain-in-8-charts |archivedate=2 December 2016 |df=dmy-all }}</ref> ୨୦୧୬ ମସିହାରେ “ଚ୍ୟାମ୍ୱର୍“ଚ୍ୟାମ୍ବର୍ ଅଫ୍ ଡିଜିଟାଲ୍ କମର୍ସ୍” ବିଭିନ୍ନ ବ୍ୟବସାୟିକ ଗୋଷ୍ଠୀଙ୍କୁ ନେଇ ବିଶ୍ୱ ବ୍ଲକ୍‌ଚେନ୍‌ ଫୋରମ୍‍ର ଗଠନ କରିଥିଲା ।
 
୨୦୧୮ ମସିହା ମଇ ମାସରେ ଗାର୍ଟନର୍ କହିଥିଲା ଯେ ବିଶ୍ୱର ବିଭିନ୍ନ କମ୍ପାନୀ ମଧ୍ୟରୁ କେବଳ ୧% ସି.ଆଇ.ଓ. (CIO) ନିଜ କମ୍ପାନୀରେ ବ୍ଲକ୍‌ଚେନ୍‌ ବ୍ୟବସ୍ଥାର ପ୍ରଚଳନ ପାଇଁ ଆଗ୍ରହ ଦେଖାଇଲେ ଓ କେବଳ ୮% ଅଳ୍ପବର୍ଷୀୟ ଯୋଜନାରେ ପରୀକ୍ଷଣ ପାଇଁ ପ୍ରଚଳନ କରିବାରେ ଆଗ୍ରହ ପ୍ରକାଶ କଲେ ।<ref>{{Cite news|url=https://www.artificiallawyer.com/2018/05/04/hype-killer-only-1-of-companies-are-using-blockchain-gartner-reports/|title=Hype Killer - Only 1% of Companies Are Using Blockchain, Gartner Reports {{!}} Artificial Lawyer|date=2018-05-04|work=Artificial Lawyer|access-date=2018-05-22|language=en-GB}}</ref>
୨୮ କ ଧାଡ଼ି:
== ସଂରଚନା ==
 
ଏକ ବିକେନ୍ଦ୍ରିତ, ଆବଣ୍ଟିତ ଓ ମୁକ୍ତଭାବେ ଉପଲବ୍ଧ ବୈଦ୍ୟୁତିକ ବ୍ୟବସାୟ ହିସାବଖାତା ହେଲା ବ୍ଲକ୍‌ଚେନ୍‌ । ବିଭିନ୍ନ କମ୍ପ୍ୟୁଟରେ ମଧ୍ୟରେ ହେଉଥିବା ବ୍ୟବସାୟିକ କାରବାର ସ୍ଥାୟୀ ରୂପେ ଏହି ହିସାବଖାତାରେ ଲିପିବଦ୍ଧ ହେଉଥାଏ ଯାହାକୁ ପିଛିଲା ଭାବେ ବଦଳାଇବା କଷ୍ଟସାଧ୍ୟ ।{{R|te20151031}}<ref name="wired20161107">{{cite news |last=Armstrong |first=Stephen |url=https://www.wired.co.uk/article/unlock-the-blockchain |title=Move over Bitcoin, the blockchain is only just getting started |work=[[Wired (magazine)|Wired]] |date=7 November 2016 |accessdate=2016-11-09 |deadurl=no |archiveurl=https://web.archive.org/web/20161108130946/http://www.wired.co.uk/article/unlock-the-blockchain |archivedate=8 November 2016 |df=dmy-all }}</ref> ତେଣୁ ଏହି ବ୍ଲକ୍‌ଚେନ୍‌ର ଅଂଶୀଦାରମାନଙ୍କୁ କାରବାର ଦେଖପରଖ କରିବା ସହଜ ହୋଇଯାଏ ।<ref name=":1">{{Cite journal|last=Catalini|first=Christian|last2=Gans|first2=Joshua S.|date=23 November 2016|title=Some Simple Economics of the Blockchain|ssrn=2874598|doi=10.2139/ssrn.2874598|journal=SSRN Electronic Journal}}</ref> ଏକ ପିଅର୍-ଟୁ-ପିଅର୍ ନେଟ୍‍ୱର୍କ୍ ବ୍ୟବସ୍ଥା ଯୋଗେ ବ୍ଲକ୍‌ଚେନ୍‌ ତଥ୍ୟାଗାରର ପରିଚାଳନା କରାଯାଏ । ବହୁ ଅଂଶୀଦାରଙ୍କ ମିଳିତ ଦେଖରେଖରେ ଓ ସହଯୋଗରେ ଏହି ବ୍ୟବସ୍ଥାର ଆର୍ଥିକ କାରବାର ପରିଚାଳିତ ହୁଏ ।<ref name="hwb">{{Cite magazine |url=http://fortune.com/2016/05/08/why-blockchains-will-change-the-world/ |first1=Don |last1=Tapscott |authorlink1=Don Tapscott |first2=Alex |last2=Tapscott |authorlink2=Alex Tapscott |title=Here's Why Blockchains Will Change the World |accessdate=16 November 2016 |date=8 May 2016 |magazine=Fortune |deadurl=no |archiveurl=https://web.archive.org/web/20161113134748/http://fortune.com/2016/05/08/why-blockchains-will-change-the-world/ |archivedate=13 November 2016 |df=dmy-all }}</ref> ବହୁ ଅଂଶୀଦାରଙ୍କ ଉପସ୍ଥିତି ଯୋଗୁଁ ତଥ୍ୟର ସୁରକ୍ଷା ଓ ଗୋପନୀୟତା ସମ୍ପର୍କିତ ଅନିଶ୍ଚିତତା କମିଯାଏ । ଏକ ବୈଦ୍ୟୁତିକ ସମ୍ପତ୍ତି (asset)ର ବାରମ୍ୱାରବାରମ୍ବାର ନେଣଦେଣ ସମ୍ଭବପର ନ ହେବାରୁ ଦ୍ୱୈତ ବ୍ୟୟ ପରି ଅସୁବିଧା ସୃଷ୍ଟି ହୁଏନାହିଁ । ବ୍ଲକ୍‌ଚେନ୍‌କୁ ମାନ-ବଦଳ ବିଧି (''value-exchange protocol'') ବୋଲି ମଧ୍ୟ କୁହାଯାଇପାରିବ ।<ref name="bc2.0">{{Cite magazine |url=https://www.wired.com/insights/2015/01/block-chain-2-0/ |title=Block Chain 2.0: The Renaissance of Money |first=Kariappa |last=Bheemaiah |date=January 2015 |accessdate=13 November 2016 |magazine=[[Wired (magazine)|Wired]] |deadurl=no |archiveurl=https://web.archive.org/web/20161114001509/https://www.wired.com/insights/2015/01/block-chain-2-0/ |archivedate=14 November 2016 |df=dmy-all }}</ref> ବ୍ଲକ୍‌ଚେନ୍‌ ମଧ୍ୟରେ ଥିବା ସମ୍ପତ୍ତିର ଅଧିକାରକୁ ନେଇ କୌଣସି ଦ୍ୱିମତ ରହେନାହିଁ ।
 
===ବ୍ଲକ୍ ବା କଡ଼ି===