"ବ୍ରାହ୍ମଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ba with wa
ଟିକେ Bot: Automated text replacement (-ମ୍ୱ +ମ୍ବ)
 
୨୯ କ ଧାଡ଼ି:
ପୁରାଣ ମତରେ ନିମ୍ନୋକ୍ତ ମତରେ ବ୍ରାହ୍ମଣମାନେ ନିନ୍ଦିତ ବ୍ରାହ୍ମଣ ଅଟନ୍ତି, ଯଥା—ବିଷ୍ଣୁ ମନ୍ତ୍ର ବିହୀନ, ତ୍ରିସନ୍ଧ୍ୟା ରହିତ, ଏକାଦଶୀ ବିହୀନ, ବୃଷବାହକ (ଶଗଡ଼ିଆ ବା ହଳିଆ), ଧାବକ (ପତ୍ର ବାହକ ବହା ପିଆଦା), ଶୁଦ୍ରାନ୍ନଭୋଗୀ (ଶୁଦ୍ରଙ୍କ ଭାତ୍ୟ ଓ ଶୁଦ୍ରଠାରୁ ଦାନଗ୍ରାହୀ), ଶୁଦ୍ରମାନଙ୍କ ସୁପକାର (ପାଚକ) ଶୁଦ୍ରମାନଙ୍କ ଯାଜକ (ପୁରୋହିତ) ଶୂଦ୍ରାପତି, ଅସିଜୀବୀ(ପଲଟଣ ବା ପୁଲିସ ଚାକିରିଆ), ମସୀଜୀବୀ (କିରାନି), କନ୍ୟାବିକ୍ରୟୀ, ହରିନାମ ବିକ୍ରୟୀ, ବିଦ୍ୟା ବିକ୍ରୟୀ, ସକାଳରୁ ସନ୍ଧ୍ୟା ମଧ୍ୟରେ ଦୁଇଥର ଭୋଜନ— କାରୀ ମତ୍ସ୍ୟମାଂସଭୋଜୀ, ଦେବପୂଜା ରହିତ
ପୁରାଣମାନଙ୍କରେ ଏହା ମଧ୍ୟ ଦେଖାଯାଏ ଯେ କେହି କେହି ଜନ୍ମତଃ ଶୂଦ୍ର ତପସ୍ୟାଦ୍ୱାରା ବ୍ରାହ୍ମଣ ହୋଇଅଛନ୍ତି ଓ ବ୍ରାହ୍ମଣ କ୍ରୟାରତ ହୋଇ ଶୂଦ୍ରତ୍ୱ ଲାଭ କରିଅଛନ୍ତି ବ୍ରାହ୍ମଣମାନଙ୍କର ଦେଶ ବିଶେଷରେ ଭିନ୍ନ ଭିନ୍ନ ଶ୍ରେଣୀ ଅଛି ଯଥା—ଓଡ଼ିଶା ବାସୀ —୧ ଶ୍ରୋକ୍ରିୟ, ୨ ମଢ଼ିଆ ପଣ୍ଡା, ଦେଉଳିଆ, ୩ ମାସ୍ତାନ ବା ବଳଭଦ୍ର ଗୋତ୍ରୀ ୪ ସାରୁଆ ଆଠଗଡ଼ିଆ ଗଞ୍ଜାମ ବାସୀ—୧ ଶାସନୀ ବା ଦାନୁଆ, ୨ ପଣ୍ଡା ୩ ହଳୁଆ, ୪ ପନିଅରି, ସାରୁଆ, ୫ ଭାଦ୍ରୀ ସମ୍ୱଲପୁରୀବାସୀ—ସମ୍ବଲପୁରୀବାସୀ— ୧ ଓଡ଼ିଆ, ୨ ଝାଡ଼ୁଆ ୩ ରଘୁନାଥ]
 
 
"https://or.wikipedia.org/wiki/ବ୍ରାହ୍ମଣ"ରୁ ଅଣାଯାଇଅଛି