"ବୈଷ୍ଣବ ଚରଣ ମହାନ୍ତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Replacing ଵ with ୱ
ଟିକେ Bot: Automated text replacement (-ମ୍ୱ +ମ୍ବ)
୧୪୫ କ ଧାଡ଼ି:
|}
==ପୁରସ୍କାର ଓ ସମ୍ମାନ==
''ପାନ ଓ ପ୍ରିୟତମା'' ପାଇଁ ବୈଷ୍ଣବ ଚରଣ ମହାନ୍ତିଙ୍କୁ ୨୦୦୪ ମସିହାରେ ''ପ୍ରବନ୍ଧ ଓ ସମାଲୋଚନା'' ବର୍ଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଦ୍ୱାରା ସମ୍ମାନିତ କରାଯାଇଥିଲା । ''ପାନ ଓ ପ୍ରିୟତମା'' ପୁସ୍ତକର ଲେଖକ ବୈଷ୍ଣବ କିନ୍ତୁ ଜୀବନରେ ବହୁ ବର୍ଷ ପର୍ଯ୍ୟନ୍ତ ପାନ ଖାଇ ନଥିଲେ । ୧୯୯୨ ମସିହାର [[ରଥଯାତ୍ରା]] ଅବସରରେ ତାମ୍ୱୂଳତାମ୍ବୂଳ ମହାପ୍ରସାଦ ଗ୍ରହଣ କରିବାକୁ ସେ ନିଜର ପ୍ରଥମ ପାନଖିଆ ଅନୁଭୂତି ବୋଲି ''ପାନ ଓ ପ୍ରିୟତମା'' ପୁସ୍ତକରେ ଲେଖିଛନ୍ତି । ''ପାନ ଓ ପ୍ରିୟତମା'' ପୁସ୍ତକ “ପାନ” ସମ୍ପର୍କରେ ବିଭିନ୍ନ ଗବେଷଣାମୂଳକ ତଥ୍ୟ ରହିଛି ।
 
ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା ପକ୍ଷରୁ ଆୟୋଜିତ ସଭାରେ ବୈଷ୍ଣବ ଚରଣ ମହାନ୍ତିଙ୍କୁ ପ୍ରଥମ ଡକ୍ଟର ନଗେନ୍ଦ୍ରନାଥ ପ୍ରଧାନ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା ।<ref>{{Cite news|url=https://web.dailyhunt.in/news/india/oriya/hindusthan+samachar+odiya-epaper-hinsodi/prathama+daktara+nagendranatha+smruti+sammana-newsid-101425676|title=ପ୍ରଥମ ଡକ୍ଟର ନଗେନ୍ଦ୍ରନାଥ ସ୍ମୃତି ସମ୍ମାନ - Hindusthan Samachar Odiya {{!}} DailyHunt|work=DailyHunt|access-date=2019-02-21|language=en}}</ref>