"ବଜ୍ରକାପ୍ତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ba with wa
ଟିକେ Bot: Automated text replacement (-ମ୍ୱ +ମ୍ବ)
୫୩ କ ଧାଡ଼ି:
==ମନୁଷ୍ୟଙ୍କ ସହ ସମ୍ପର୍କ ଓ ସଂରକ୍ଷଣ ସ୍ଥିତି==
[[File:A Rescued Indian Pangolin.jpg|thumb|ଉଦ୍ଧାର କରାଯାଇଥିବା ଏହି ବଜ୍ରକାପ୍ତାଟିକୁ ଉତ୍ତର ଗୁଜରାଟରେ ଛଡ଼ା ଯାଇଥିଲା]]
ବହୁ ଦେଶରେ ଆଇନ ଅନୁଯାୟୀ ବଜ୍ରକାପ୍ତା ଏକ ସଂରକ୍ଷିତ ଜୀବ ହେଲେ ହେଁ ମାଂସ, କାତି ଓ ଚମଡ଼ା ପାଇଁ ବହୁମାତ୍ରାରେ ଏହାର ହତ୍ୟା କରାଯାଇଥାଏ । ଗତ ୨୦ ବର୍ଷରେ ବଜ୍ରକାପ୍ତା ଶରୀରକୁ ନେଇ ଅବୈଧ କାରବାର ବୃଦ୍ଧି ପାଇଛି ।<ref name="ReferenceB"/> ଅନ୍ତର୍ଜାତୀୟ ଓ ସ୍ଥାନୀୟ ବ୍ୟବସାୟିକ ଚାହିଦାକୁ ମେଣ୍ଟାଇବା ପାଇଁ ଏମାନଙ୍କ ଶିକାର କରାଯାଉଛି ଓ ଫଳରେ ଏମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ଏକାବେଳକେ ମାଈ ବଜ୍ରକାପ୍ତା କେବଳ ଗୋଟିଏ ଶାବକ ଜନ୍ମ କରୁଥିବାରୁ ଓ ଶିକାର ବଢ଼ି ଚାଲିଥିବାରୁ ବଜ୍ରକାପ୍ତାଙ୍କ ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ହେଲାଣି ।<ref name=iucn/> ବଜ୍ରକାପ୍ତା ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଖାଦ୍ୟ ଅଥବା ଔଷଧରେ ବ୍ୟବହାର କରାଯାଏ । ବଜ୍ରକାପ୍ତାର କାତି କାମୋଦ୍ଦୀପକ ଔଷଧ କିମ୍ୱାକିମ୍ବା ତାବିଜ ତିଆରିରେ ବ୍ୟବହୃତ ହୁଏ । ଚମଡ଼ାରୁ ଯୋତା, ଚପଲ ଆଦି ପ୍ରସ୍ତୁତ କରାଯାଇଥାଏ ।<ref name="ReferenceA"/> ଅନୁଭବୀ ସ୍ଥାନୀୟ ଶିକାରୀ ଓ ଯାଯାବରମାନେ ଅଧିକାଂଶରେ ବଜ୍ରକାପ୍ତାମାନଙ୍କ ଶିକାର କରିଥାନ୍ତି ।<ref name=illegal/>
 
CITES-ସଂରକ୍ଷିତ ସ୍ତନ୍ୟପାୟୀ ପ୍ରାଣୀଙ୍କ ତାଲିକାରେ ସର୍ବାଧିକ ବ୍ୟବସାୟ ବା ଆମଦାନୀ-ରପ୍ତାନୀ ହେଉଥିବାପ୍ରାଣୀଙ୍କ ମଧ୍ୟରେ ବଜ୍ରକାପ୍ତା ପ୍ରମୁଖ ।<ref>{{cite journal|last1=Zhou|first1=Zhao-Min|last2=Zhou|first2=Youbing|last3=Newman|first3=Chris|last4=Macdonald|first4=David W|title=Scaling up pangolin protection in China|journal=Frontiers in Ecology and the Environment|date=Mar 2014|volume=12|issue=2|page=97|doi=10.1890/14.WB.001}}</ref> ଚୀନୀ ପାରମ୍ପରିକ ଔଷଧ ପାଇଁ ଅନ୍ୟ ଦୁଇ ପ୍ରକାରର ଏସୀୟ ପ୍ରଜାତି (ମାଳୟ ବଜ୍ରକାପ୍ତା ଓ ଚୀନୀ ବଜ୍ରକାପ୍ତା) ମଧ୍ୟ ବହୁ ସଂଖ୍ୟାରେ ହ୍ରାସ ପାଇଯାଇଛନ୍ତି ।<ref name=iucn/>